୨୧ତମ ଶତାବ୍ଦୀର ୧୦ ଶ୍ରେଷ୍ଠ ଘାତକ ବୋଲରଙ୍କ ତାଲିକା, ବୁମ୍ରାଙ୍କୁ ତୃତୀୟ ସ୍ଥାନ
ୱାର୍ଣ୍ଣ ପ୍ରଥମ, ଆଣ୍ଡରସନ ଦ୍ୱିତୀୟ; ଅଶ୍ୱିନ ଓ ଜାଡେଜାଙ୍କୁ ମିଳିଲାନି ସ୍ଥାନ ଭୁବନେଶ୍ୱର, : ଟେଷ୍ଟ କ୍ରିକେଟ୍ରେ ନିଜର ଘାତକ ବୋଲିଂରେ ବିଶ୍ୱର ବହୁ ବଡ଼ ବଡ଼ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିବା ଅନେକ କିମ୍ବଦନ୍ତୀ ବୋଲର ରହିଛନ୍ତି। ତେବେ ୨୧ତମ ଶତାବ୍ଦୀର ସବୁଠାରୁ ଘାତକ ୧୦ ଜଣ ବୋଲର କିଏ? ଏହି ପ୍ରଶ୍ନର ଉତ୍ତର ଖୋଜି…
ବିରାଟ କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଅଭିଷେକ ଶର୍ମା, ଦରକାର ମାତ୍ର ୫୦ ରନ୍!
ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଦଳର ଯୁବ ଓପନର୍ ଅଭିଷେକ ଶର୍ମା ଏବେ ଦମ୍ଦାର ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ତାଙ୍କ ବ୍ୟାଟ୍ରୁ ରନ୍ ବର୍ଷା ହେଉଛି। ଏବେ ତାଙ୍କ ନଜର ଭାରତୀୟ ଦଳର ପୂର୍ବତନ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡ ଉପରେ। ଆଜି…
ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଯୁବପିଢ଼ିଙ୍କ ଭବିଷ୍ୟତ ନିର୍ମାଣରେ ଏକ ବଡ଼ମାଇଲ ଖୁଂଟ ସାବ୍ୟସ୍ତ ହେବ: ଦିଲୀପ ମଲ୍ଲିକ
ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ପୂର୍ବ ସରକାର ସମୟରେ ମାତ୍ର କିଛି ମିନିଟ୍ରେ କ୍ୟାବିନେଟ୍ ବୈଠକ ସରିଯାଉଥିଲା । ମାତ୍ର ରାଜ୍ୟରେ ବିଜେପି ସରକାର ଆସିବା ପରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସୁଛି ।…
୨୧ତମ ଶତାବ୍ଦୀର ୧୦ ଶ୍ରେଷ୍ଠ ଘାତକ ବୋଲରଙ୍କ ତାଲିକା, ବୁମ୍ରାଙ୍କୁ ତୃତୀୟ ସ୍ଥାନ
ୱାର୍ଣ୍ଣ ପ୍ରଥମ, ଆଣ୍ଡରସନ ଦ୍ୱିତୀୟ; ଅଶ୍ୱିନ ଓ ଜାଡେଜାଙ୍କୁ ମିଳିଲାନି ସ୍ଥାନ ଭୁବନେଶ୍ୱର, : ଟେଷ୍ଟ କ୍ରିକେଟ୍ରେ ନିଜର ଘାତକ ବୋଲିଂରେ ବିଶ୍ୱର ବହୁ ବଡ଼ ବଡ଼ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିବା ଅନେକ କିମ୍ବଦନ୍ତୀ…
ବିରାଟ କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଅଭିଷେକ ଶର୍ମା, ଦରକାର ମାତ୍ର ୫୦ ରନ୍!
ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଦଳର ଯୁବ ଓପନର୍ ଅଭିଷେକ ଶର୍ମା ଏବେ ଦମ୍ଦାର ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ତାଙ୍କ ବ୍ୟାଟ୍ରୁ ରନ୍ ବର୍ଷା ହେଉଛି।…
ରାଜ୍ୟ
View allରାଜ୍ୟ କ୍ୟାବିନେଟ ବୈଠକ : ୧୧ଟି ବିଭାଗର ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪୮ ତମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୧୧ଟି ବିଭାଗର ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ…
ରାଜଧାନୀରେ ୪ଟି ରାସ୍ତାରେ ଭସାଣ ଉତ୍ସବ, ବିସର୍ଜନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ
ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ରାଜଧାନୀରେ ଦୁର୍ଗା ମେଢ଼ ଭସାଣି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ରାସ୍ତାରେ କଟକଣା ଲାଗୁ କରାଯାଇଛି । ଏନେଇ ପୋଲିସ ପକ୍ଷରୁ…
କମିଶନରେଟ୍ ପୋଲିସର ଦୁର୍ଗାପୂଜା ଚିନ୍ତା; ୬ ଦିନ ପାଇଁ ଭାରୀଯାନ ଚଳାଚଳରେ କଟକଣା
ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ବିଶେଷ କରି ଟ୍ରାଫିକ୍ ଭିଡ଼…
ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱଚ୍ଛ ଭୋଟର ତାଲିକା ଜରୁରୀ : ମୁଖ୍ୟମନ୍ତ୍ରୀ
ମତଦାତା ତାଲିକାର ସଠିକତା ଓ ଯୋଗ୍ୟ ଭୋଟରଙ୍କ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱଚ୍ଛ ଭୋଟର ତାଲିକା ଜରୁରୀ…
ଅପରାଧ
View All୯.୨୪ କୋଟି ଆତ୍ମସାତ୍ ମାମଲା: ୩ ସରକାରୀ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍): ଆରଆଣ୍ଡବି ଡିଭିଜନ୍-୧ କାର୍ଯ୍ୟାଳୟରେ ୯.୨୪ କୋଟି ଆତ୍ମସାତ୍ ମାମଲାରେ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଛି । ଏହି ମାମଲାରେ ଆଉ ୩ ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଆଜି (ଶନିବାର) ଗିରଫ…
ପାର୍ବଣ ପାଇଁ ଭୁବନେଶ୍ୱର ପୋଲିସର ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା
ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍): ଆସନ୍ତା ପୂଜା ପାର୍ବଣକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ସହରାଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ସମୁଦାୟ ୧୯୫ଟି ପୂଜା…
English
View allସମାଜର ପ୍ରତ୍ୟେକ ବର୍ଗଙ୍କୁ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ : ମୁଖ୍ୟମନ୍ତ୍ରୀ
ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପିତ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ଲୋକାର୍ପିତ ଭୁବନେଶ୍ୱର,…
Low pressure area expected to form over Bay of Bengal around October 13
Bhubaneswar, (Reporterspen): A cyclonic circulation currently persisting over the Strait of Malacca is likely to move into the Andaman Sea…
Odisha Vigilance arrests three more in Rs 9.24-crore fund misappropriation case
Bhubaneswar,(Repoterspen): Odisha Vigilance on Saturday arrested three more government functionaries in connection with the alleged misappropriation of over Rs 9.24…
IMS & SUM HOSPITAL-2 OPERATIONALISES DIGITAL BIOFEEDBACK PROCEDURE FOR PSYCHIATRY-LINKED ILLNESSES
Bhubaneswar, (Reporterspen) : The Department of Psychiatry at Institute of Medical Sciences and SUM Hospital-2 at Phulnakhara has achieved a…
ବାଣିଜ୍ୟ
UPI ବ୍ୟବହାର ପାଇଁ ଲାଗିବ ନାହିଁ କୌଣସି ଚାର୍ଜ, ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ: UPI ମାଧ୍ୟମରେ ଟଙ୍କା ପଠାଉଥିବା ଓ ପେମେଣ୍ଟ କରୁଥିବା ସାଧାରଣ ଲୋକଙ୍କ ପାଇଁ ସରକାର ବଡ଼ ଆଶ୍ୱସ୍ତି ଦେଇଛି। UPI ପେମେଣ୍ଟ ପାଇଁ ୟୁଜର୍ସଙ୍କଠାରୁ କୌଣସି ଟ୍ରାଞ୍ଜାକ୍ସନ୍ ଚାର୍ଜ ନିଆଯିବ ନାହିଁ ବୋଲି…
‘ସାର୍ବଜନୀନ କ୍ଷେତ୍ର ବୀମା ଶିଳ୍ପର ସୁରକ୍ଷା ଏବଂ ସୁଦୃଢ଼ୀକରଣକୁ ବ୍ୟାପକ କରାଯିବ’
ଭୁବନେଶ୍ୱର (ରିପୋର୍ଟର୍ସପେନ୍): ସାର୍ବଜନୀନ କ୍ଷେତ୍ର ବୀମା ଶିଳ୍ପର ସୁରକ୍ଷା ଏବଂ ସୁଦୃଢ଼ୀକରଣକୁ ବ୍ୟାପକ କରାଯିବ ବୋଲି ଅଖିଳ ଭାରତୀୟ ବୀମା କର୍ମଚାରୀ ସଂଘ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି । ଅଖିଳ ଭାରତୀୟ ବୀମା କର୍ମଚାରୀ…
ଖେଳ

ମନୋରଞ୍ଜନ
View Allରାଜ କୁମାରଙ୍କ ୧୦୦ତମ ଜୟନ୍ତୀରେ ‘ଖାମୋଶ’ ହେଲେ ନାନା ପାଟେକର!
‘ତିରଙ୍ଗା’ର ସେହି ଯୋଡ଼ିକୁ ମନେ ପକାଉଛନ୍ତି ପ୍ରଶଂସକ ନୂଆଦିଲ୍ଲୀ, (ରିପୋର୍ଟର୍ସ ପେନ): ହିନ୍ଦୀ ସିନେମାର ଦୁଇ ଦିଗ୍ଗଜ ଅଭିନେତା ରାଜ କୁମାର ଓ ନାନା ପାଟେକରଙ୍କୁ ନେଇ ଏକ ରୋଚକ ସଂଯୋଗ ଚର୍ଚ୍ଚାକୁ ଆସିଛି।…
ଶିଳ୍ପା ଶେଟ୍ଟୀ ଓ ଅକ୍ଷୟ କୁମାରଙ୍କ ବିବାହ କାହିଁକି ହୋଇପାରିଲା ନାହିଁ? ପ୍ରଯୋଜକ କହିଲେ ସମ୍ପର୍କରେ କେଉଁଠି ଆସିଥିଲା ଫାଟ
ମୁମ୍ବାଇ: ବଲିଉଡ୍ର ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପ୍ରେମ ସମ୍ପର୍କ ଏକଦା ବେଶ୍ ଚର୍ଚ୍ଚାରେ ଥିଲା। ଉଭୟଙ୍କ ଯୋଡ଼ିକୁ ନେଇ ସେତେବେଳେ ବିବାହ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। ତେବେ…































