Browsing Category

ଅପରାଧ

Bhubaneswar Crime News. latest Crime News headlines and live update on Crime News odisha crime news

ପୁଣି ଅଶାନ୍ତ ପଟିଆ: ସୁଧ ଟଙ୍କା ପାଇଁ ଘରେ ପଶି ହାଣିଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୪ମାସ ପରେ ପୁଣି ଥରେ ରାଜଧାନୀର ପଟିଆ ଅଞ୍ଚଳର ଅଶାନ୍ତ ହୋଇଛି । ସୁଧ ଟଙ୍କାକୁ ନେଇ ଗୋଟିଏ ଗୋଷ୍ଠୀ ରାତିରେ ଘରେ ପଶି ଶ୍ୱଶୁର, ବୋହୂଙ୍କୁ ହାଣିଲେ । ଘଟଣାଟି ଭୁବନେଶ୍ୱରର ପଟିଆ ଅଞ୍ଚଳର ପଦ୍ମକେଶରପୁର ଗାଁରେ ଘଟିଥିବା ବେଳେ ଗୁରୁତରଙ୍କୁ କଟକ ବଡ…
Read More...

ବଣିକ କୋଚିଂ ସେଣ୍ଟର ଉପରେ ଆଇଟି ଚଢାଉ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀର ଏକ ପରିଚିତ କୋଚିଂ ସେଣ୍ଟର ‘ବଣିକ’ ଉପରେ ଆଇକର ବିଭାଗ (ଆଇଟି) ପକ୍ଷରୁ ଚଢାଉ କରାଯାଇଛି । ଏଥିସହିତ କୋଚିଂ ସେଣ୍ଟର ମାଲିକ ସୁବ୍ରତ କୁମାର ଛାଟୋଇଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛିି । କୋଚିଂ…
Read More...

ୱାରେଣ୍ଟି ବୁଲୁଛି, ପୋଲିସ ଧରୁନି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏକ ଚେକ ବାଉନ୍ସ କେସ୍‌ରେ ଅଭିଯୁକ୍ତ ବିରୋଧରେ ହାଇକୋର୍ଟ ୱାରେଣ୍ଟ ଜାରି କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁନାହିଁ । ଥାନା ଆଖପାଖରେ ଅଭିଯୁକ୍ତ କ୍ରିଷ୍ଣା ରେଡ୍ଡି ବୁଲୁଥିଲେ ମଧ୍ୟ ପୋଲିସ ଆଖିରେ ସେ ଫେରାର ରହିଛି । ଏଭଳି ଅଭିଯୋଗ ଇନଫୋସିଟି ପୋଲିସ…
Read More...

ଦୁଇ କୁଖ୍ୟାତ ଅପରାଧୀ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସ ଅପରାଧ ଉପରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି । ନିଶା କାରବାର ଉପରେ ରୋକ ଲଗାଇଥିବା ବେଳେ ଏବେ ଚୋରା ବନ୍ଧୁକ କାରବାର କରୁଥିବା ଦୁଇ ଅପରାଧୀକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖଣ୍ଡଗିରି…
Read More...

ଡାକ୍ତର ଦମ୍ପତ୍ତି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଶ୍ରୀମତୀ ବନ୍ଦନା କର, ଆସାମୀ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ ଫୁଲଶାରୀ ବେହେରା, ଜବନ ନାଏକ ଓ ସୁଭଦ୍ରା ବେହେରା ଓରଫ ଟିକିନାକୁ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଯାଇଥିବା…
Read More...

ଗାଡି ଚେକିଂ ନାଁରେ ପକେଟ ଗରମ କରୁଛି ପୋଲିସ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପରାଧ ରୋକିବା ଓ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ପକ୍ଷରୁ ଗାଡି-ମୋଟର ଚେକିଂକୁ ଜୋରଦାର କରାଯାଉଛି । ପ୍ରତିଦିନ ବିଭିନ୍ନ ଥାନା ପକ୍ଷରୁ ପ୍ରାୟ ୫୦ରୁ ଅଧିକ ଗାଡିକୁ ଜବତ କରାଯାଇ କୋର୍ଟକୁ ପଠାଯାଉଛି । ମାତ୍ର ଏହି ଗାଡି ଚେକିଂ…
Read More...

ଭିଣୋଇ ହତ୍ୟାକାରୀ ଶାଳକ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭିଣୋଇକୁ ହତ୍ୟା କରିଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଶାଳକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ନନ୍ଦନକାନନ ଥାନା କଲ୍ୟାଣପୁରର ପ୍ରୀତମ ବେହେରା ଓରଫ ପଦିଆ (୨୫) । ପୁଲିସ ତା ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । …
Read More...

ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ୍‌ସୁଗର କାରବାରରେ ସମ୍ପୃକ୍ତ ଥିବା ଦୁଇ ଯୁବତୀଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର କରିସ୍ମା ରାଉତ ।…
Read More...

ଯୁବକଙ୍କୁ ହତ୍ୟା ଘଟଣା: ହତ୍ୟାକାରୀ କାହ୍ନା ଓ ପ୍ରେମିକା ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ରାଜଧାନୀରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଲକ୍ଷ୍ମୀସାଗର ପୋଲିସ ମୁଖ୍ୟ ହତ୍ୟାକାରୀ ସହ ତା’ ପ୍ରେମିକାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ୟୁନିଟ-୫ କେଶରୀନଗରରେ ରହୁଥିବା…
Read More...

ଭାଉଜଙ୍କୁ ଏକ ତରଫା ପ୍ରେମ: ଯୁବକଙ୍କୁ ଛୁରୀ ଭୂଷି ହତ୍ୟା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାଉଜଙ୍କୁ ଏକ ତରଫା ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବା ସହ ରାସ୍ତାରେ ଗୋଡାଇ ଛୁରୀ ଭୁଷି ଭାଇର ଜୀବନ ନେଲା ଜଣେ ସମ୍ପର୍କୀୟ ଭାଇ । ଘଟଣାଟି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy