ବିଭିନ୍ନ ପ୍ରକାରର ଆକର୍ଷଣୀୟ ସୁବିଧା ସହିତ ଏୟାରଟେଲର ସୀମିତ ଅବଧି

Reporterspen

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୬, ୨୦୨୪- ଦେଶରେ ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ ପାଳନ ଅବସରରେ, ଭାରତୀ ଏୟାରଟେଲ (“ଏୟାରଟେଲ”), ଯାହାକି ଭାରତର ଏକ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ଅନୁଷ୍ଠାନ ଆଜି ଏହାର ପ୍ରି-ପେଡ଼ ଗ୍ରାହକମାନଙ୍କ ନିମନ୍ତେ ଏକ ବିଶେଷ ଉଦ୍ଦେଶ୍ୟ ସାଧନକାରୀ ବିକ୍ରୟର ଶୁଭାରମ୍ଭ କରିଛି ।

୬-୧୧ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ମାତ୍ର ୬ ଦିନର ବୈଧ ସମୟ ମଧ୍ୟରେ ସୀମିତ ଅବଧିର “ #ଫେସଟିଭ ଅଫର” ଏହାର ଗ୍ରାହକମାନଙ୍କୁ ୩ଟି ବିଶେଷ ଧରଣର ଉପଯୋଗୀ ପ୍ୟାକ୍ ପ୍ରଦାନ କରିବାକୁ ଯାଉଛି ଯାହା ମଧ୍ୟରେ ରହିଛି ୯୭୯/- ଟଙ୍କା, ୧୦୨୯/-ଟଙ୍କା ଏବଂ ୩୫୯୯/- ଟଙ୍କା ।

ଏହି ପ୍ୟାକ ଗୁଡ଼ିକରେ ଭଏସ, ଡ଼ାଟା ଏବଂ ଓଟିଟି ଷ୍ଟ୍ରିମିଙ୍ଗ ସେବାର ବିଶେଷ ସୁବିଧା ରହିଛି, ଯାହାର ସମ୍ପୂର୍ଣ୍ଣ ବିବରଣୀ ନିମ୍ନରେ ଦିଆଗଲା ।

 


Reporterspen