ଭୁବନେଶ୍ୱର, (ରିପୋଟର୍ସ ପେନ୍): ଦିନକୁ ଦିନ ରାଜଧାନୀ ଓ ଉପକଣ୍ଠରେ ଲୁଟେରାମାନେ ଆତଙ୍କରାଜ ବଢିବାରେ ଲାଗିଛି । କେବଳ ରାଜରାସ୍ତା ନୁହେଁ, ବରଂ ଅନାୟସରେ ଘରେ ପଶି ଲୁଟ୍ପାଟ୍ କରି ଚମ୍ପଟ ମାରୁଛନ୍ତି । ହେଲେ କମିଶନରେଟ୍ ପୋଲିସ ତାଙ୍କ ଆଗରେ ଅସହାୟ ହୋଇପଡିଛି । ଓଡ଼ିଶା ପୋଲିସର ଆଇନା ଭାବେ ପରିଚିତ କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟେରାମାନେ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍): ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍ଖା ସମ୍ପୂର୍ଣ୍ଣ ବନ୍ଦ ରହିବ। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା ହେବ। ୩୧ ତାରିଖ ରାତିରେ ଆବଶ୍ୟକ ହେଲେ ରାତ୍ର ପହୁଡ଼ ହେବନି। ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।
…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଡିସେମ୍ବର ୯ ତାରିଖରୁ ଇଣ୍ଡିଆନ୍ ନ୍ୟାସ୍ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍ଏଇ)ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏଥିରେ ସାରା ଦେଶରୁ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ ।
ଦେଶର ବିଶିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ - ବୈଜ୍ଞାନିକ…
Read More...
ଅଙ୍ଗଦାନ : ଅଙ୍ଗ ଦାନ ଏକ ବଡ ଦାନ । ଆଜିର ଦୁନିଆରେ ଏହି ଦାନକାରୀ କାର୍ଯ୍ୟର ଗୁରୁତ୍ୱ ଦ୍ରୁତ ଗତିରେ ହ୍ରାସ ପାଉଛି । ସମ୍ପ୍ରତି ଅନେକ ଡାକ୍ତରଖାନା ଗରିବ ଲୋକଙ୍କୁ ଧନୀ ରୋଗୀଙ୍କୁ କିଡନୀ ବିକ୍ରୟ କରିବାକୁ ପ୍ରଲୋଭନ ଦେଖାଇ ଅଙ୍ଗ ଦାନ ରାକେଟରେ ଧରାପଡିଛନ୍ତି । ସେହି ମାମଲାଗୁଡ଼ିକର ଅନୁସନ୍ଧାନ ଚାଲିଥିବାବେଳେ, ଆମେ ନଅଟି ଅଙ୍ଗର ଏକ ତାଲିକା ପ୍ରସ୍ତୁତ କରିଛୁ…
Read More...
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧଙ୍କ ଅନୁଗ୍ରହ ବା ଶୁଭ ଫଳ ପ୍ରଭାବରେ ବ୍ୟକ୍ତିକୁ ତା’ କ୍ୟାରିୟର ଓ ବ୍ୟବସାୟରେ ଲାଭ ମିଳିଥାଏ । ବୈଦିକ ଶାସ୍ତ୍ର ଅନୁଯାୟୀ, ବୁଧ କୌଣସି ରାଶିରେ ୨୭ ଦିନ ଅର୍ଥାତ୍ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାଆନ୍ତି । ବୁଧ ନଭେମ୍ବର ୨୭ରେ ଧନୁ ରାଶିରେ ପ୍ରବେଶ କରିଥିଲେ। ଏହାପରେ ଡିସେମ୍ବର ୨୮ରେ, ବୁଧ ଧନୁ ରାଶି ଛାଡି଼ ବିଛା…
Read More...
ବାସ୍ତୁ ଶାସ୍ତ୍ର : ହିନ୍ଦୁ ଧର୍ମରେ ପୂଜା ସମୟରେ ଧୂପକାଠି ଜାଳିବା ବିଶେଷ ମହତ୍ତ୍ୱ ରହିଛି। ପୂଜା, ହୋମଯଜ୍ଞ କିମ୍ବା ତପ ବା ଜପ ସମୟରେ ଘରେ ଧୂପକାଠି ଜଳାଯାଇଥାଏ। ଏହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ । ପରିବେଶ ମହକିବା ସହ ସକାରାତ୍ମକ ଓ ଆଧ୍ୟାତ୍ମିକ ବାତାବରଣ ଖେଳିଯାଏ। ଧୂପକାଠିର ସୁଗନ୍ଧ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥାଏ। ହେଲେ ଆପଣ ଜାଣନ୍ତକି ସପ୍ତାହରେ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍): ସଂସଦର ଶୂନ୍ୟକାଳରେ ବିଜେଡି ସାଂସଦ ମାନସ ମଙ୍ଗରାଜ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଛନ୍ତି । ଉପକୂଳ ରାଜପଥର ଷ୍ଟାଟସ କ’ଣ ବୋଲି ପଚାରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ଥିବାବେଳେ ୨୦୧୫ ମସିହାରେ ୩୪୬ କିଲୋମିଟରର ଉପକୂଳ ରାଜପଥ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍): ଓଡ଼ିଶାରେ ଖୋଲିବ ଅନ୍ତର୍ଜାତୀୟମାନର ବିଶ୍ବବିଦ୍ୟାଳୟ NMIMS । ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଇନଫୋଭ୍ୟାଲିଠାରେ ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡ଼ିଜ୍ ବା NMIMS ବିଶ୍ବବିଦ୍ୟାଳୟ ବର୍ଷକ ମଧ୍ୟରେ ପାଠପଢା ଆରମ୍ଭ କରିବ । ଯୁବ ଗୋଷ୍ଠୀ ଆମ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍): ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍ପିଏସ୍) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାର୍ମାସୀ କାଉନ୍ସିଲ୍ ଅଫ୍ ଇଣ୍ଡିଆ(…
Read More...
ନୂଆଦିଲ୍ଲୀ: ଯେକୌଣସି ନୂତନ ସମ୍ପର୍କକୁ ଆସିବା ପରେ ପରସ୍ପରର ଆଶା ଓ ଦାୟିତ୍ୱ ମଧ୍ୟ ବଢିଯାଏ ଏବଂ ଭବିଷ୍ୟତରେ ତୁମର ସମ୍ପର୍କ କିପରି ହେବ ଏହି ଦୁଇଟି ଜିନିଷ ସ୍ଥିର କରେ । ଯଦି ପତ୍ନୀ ଥାଆନ୍ତି, ତେବେ ସେ ଘର କାମ କରିବା ଉଚିତ୍, ତାଙ୍କୁ କିଛି ଜିନିଷ ଉପରେ ଆପୋଷ ବୁଝାମଣା କରିବାକୁ ପଡିବ । ଏଥି ସହିତ, ଝିିଅମାନେ ମଧ୍ୟ ନିଜ ସାଥୀଙ୍କ ଠାରୁ ବିଭିନ୍ନ ପ୍ରକାରର…
Read More...