Browsing Category

ଜିଲ୍ଲା

ପ୍ରିୟଦର୍ଶୀଙ୍କ ରୋଡ ସୋ’, ବିରୋଧୀଙ୍କ ନିଦ ହଜାଇଲା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଉତ୍ତର ବିଧାନସଭା ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି (ବୁଧବାର) ୧୦ ନମ୍ବର ୱାର୍ଡରେ ରୋଡ ସୋ’ ସହ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ପ୍ରିୟଦର୍ଶୀଙ୍କ ରୋଡ ସୋ’ ବିରୋଧୀଙ୍କ ନିଦ ହଜାଇ ଦେଇଛି । ବିଧାୟକ…
Read More...

ଢେଙ୍କାନାଳରେ ଜରୁରୀକାଳୀନ ଅବତରଣ କଲା ହେଲିକପ୍ଟର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଢେଙ୍କାନାଳରେ ଜରୁରୀକାଳୀନ ଅବତରଣ କଲା ହେଲିକପ୍ଟର । ମହିଷାପାଟ ପଲ୍ଲୀଶ୍ରୀ ପଡ଼ିଆରେ ଅବତରଣ କରିଛି VT-JPL ନାମକ ଏକ ହେଲିକପ୍ଟର । ଏଥିରେ 5 ଜଣ ଲୋକଥିବା ବେଳେ ଅବତରଣ ପରେ ଚାରିଜଣ ରହିଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।…
Read More...

ବୁନୁ ଲାଗି ବାପୁଙ୍କ ମୁଣ୍ଡ ବିନ୍ଧୁଛି!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିଜ ଚିନ୍ତା ଛାଡି ବିଧାୟକ ସୁଶାନ୍ତ ରାଉତ ଓରଫ ବାପୁ ଏବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ଆସନରେ ମୁଣ୍ଡ ପୁରାଇଛନ୍ତି । ମଧ୍ୟ ଆସନ ପ୍ରାର୍ଥୀ ବୁନୁ ଓରଫ ଅନନ୍ତ ନାରାୟଣ ଜେନା କିପରି ବିଜୟ ଲାଭ କରିବେ, ସେ ନେଇ ତାଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ନିଜ…
Read More...

ମଧୁବାବୁଙ୍କ ଜନ୍ମପୀଠରେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଉତ୍କଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅବସରରେ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଅପରାହ୍ନରେ ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ…
Read More...

ଭୁଶୁଡିଲା ନିର୍ମାଣାଧୀନ କୋଠାର ଛାତ; ୪ ଶ୍ରମିକ ଆହତ

ପୁରୀ, (ରିପୋର୍ଟର୍ସ ପେନ୍‌) : ପୁରୀ ରେଲୱେ ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ପଡିଛି । ଫଳରେ କାର୍ଯ୍ୟରତ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆଜି ସକାଳ…
Read More...

ଶହୀଦନଗର ମେଗା ସପିଙ୍ଗ ବଜାର : ବଢୁଛି ଭିଡ, ଜମୁଛି ବେପାର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରର ଶହୀଦନଗର ଦୁର୍ଗାପୂଜା ମଣ୍ଡପ ପଡିଆରେ ଚାଲିଥିବା ମେଗା ସପିଙ୍ଗ ବଜାରରେ ଗ୍ରାହକ ମାନଙ୍କ ଭୀଡ ଜମିବା ସହ ଭଲ ବ୍ୟବସାୟ ହେଉଛି । ଏଠାରେ ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ମାନେ ଆସି ଭାଗ ନେଇଛନ୍ତି। ଏହି ବଜାର ଅପ୍ରେଲ ୧ ତାରିଖ ଠାରୁ ଚାଲି…
Read More...

ମ୍ୟାନେଜ ହେଲେ ବାଇଁଆ, ରୁଦ୍ର ଓ ଲିଟୁ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ଛକାପଞ୍ଝା ପରେ ବିଜେଡିରେ କୁହୁଳୁଥିବା ବିଦ୍ରୋହର ଅବସାନ ଘଟିଛି । ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ବିରୋଧ କରୁଥିବା ଅମରେଶ ଜେନା ଓରଫ ବାଇଁଆ ଓ ରୁଦ୍ରନାରାୟଣ ସାମନ୍ତରାୟ…
Read More...

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତ ୨୧ ତାରିଖ ଦିନ ନିମାପଡା ଖେଲାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମିଳନୀ ଗୃହରେ ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ କବିତା ପାଠ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅର୍ଦ୍ଧ ଶତକ କବି ଓ କବୟିତ୍ରୀ ମାନେ ଯୋଗ ଦେଇ ସ୍ଵ ରଚିତ…
Read More...

ନୂତନ ଓଡ଼ିଶା ଭିତ୍ତିଭୂମିର ପ୍ରତିଷ୍ଠାତା ଥିଲେ ଜାନକୀ ବଲ୍ଲଭ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସ୍ମୃତିଗରଣ ସଭା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନ ଉତ୍ସବ-୨୦୨୪କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାପନ କରି ବିଶିଷ୍ଟ ଭାଷାତତ୍ତ୍ଵବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ…
Read More...

ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ

କେନ୍ଦ୍ରାପଡା (ରିପୋଟର୍ସ ପେନ୍‌): ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି । କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଜଣେ ଯୁବ, ସ୍ୱାଭିମାନୀ ଓ ଗରିବଙ୍କ ବନ୍ଧୁ ତଥା ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy