Browsing Category

କଟକ

ପୂଜକ-ପ୍ରଶାସନ ମୁହାଁମୁହିଁ; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ହେଉଛି ମହା କାର୍ତ୍ତିକର ଦ୍ୱିତୀୟ ପଞ୍ଚକ। କେତେ ଆଶା ଓ ବିଶ୍ୱାସ ନେଇ ଧାଇଁ ଯାଇଥିଲେ ଶ୍ରଦ୍ଧାଳୁ। ଭାବିଥିଲେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ହେଲେ ବାବାଙ୍କ ଦର୍ଶନ କରିପାରିଲେ ନାହିଁ ହଜାର ହଜାର ଶ୍ରଦ୍ଧାଳୁ। ପୂଜକ ଓ ପ୍ରଶାସନ…
Read More...

ଐତିହାସିକ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବର୍ଷ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାତୀୟ…
Read More...

ମହାନଦୀ ବ୍ରିଜରେ ଝୁଲି ରହିଗଲା ବସ୍‌

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏହି ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଖସିପଡ଼ିବା…
Read More...

କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଠାରେ 5T ଉପକ୍ରମରେ ନବ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କଟକ ସହରର ୯ଟି ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ୪ଟି…
Read More...

ଶୈଳବାଳା ଓମେନ୍ସ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟକ ଶୈଳବାଳା ଓମେନ୍ସ କଲେଜର ଜନୈକ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲେ ମଧ୍ୟ କାରଣ ଅସ୍ପଷ୍ଟ ରଖାଯାଇଛି । ଏହି ଘଟଣାକୁ ଯଥା ସମ୍ଭବ ଚାପି ଦେବାକୁ ବିଭିନ୍ନସ୍ତରରେ ଉଦ୍ୟମ…
Read More...

ଭଟ୍ଟାରିକାରେ ୧୪୪ ଧାରା, ଭକ୍ତଙ୍କୁ ମନା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମରେ ଭଟ୍ଟାରିକାଙ୍କ ପୀଠରେ କଟକଣା ଲଗାଯାଇଛି । ଭକ୍ତଙ୍କୁ ସେଠାକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।…
Read More...

ଫେବ୍ରୁଆରୀ ୨୦ରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର/କଟକ, (ରିପୋଟର୍ସ ପେନ୍‌): ଆଗୁଆ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରେ ହେବ ୨୦୨୪ ମାଟ୍ରିକ EXAM। ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକତ୍ରିତ ହେବ ହେବ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ…
Read More...

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ନବୀକରଣ କାମ ସମୀକ୍ଷା କଲେ 5T ସଚିବ

?????????, (???????? ?????): ??? ????????????? ???? ??????? ???? ? ???????? ????? ????? ???? ???? ?? ??????????? ???????? ?????????? ? ?????? ? ???????? ????????? ???? ?? ????? ????? ????? ? ????? ?? ??????????? ???????? ? ?????? ????????…
Read More...

ମାହାଙ୍ଗା ନିର୍ବାଚନମଣ୍ଡଳୀର ‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ ଯୋଡିହେଲେ କେନ୍ଦ୍ରମନ୍ତ୍ରୀ

?????????/????????,(???????? ?????): ??? ?????? ???? ???? ???????? ??? ? ???????? ?????? ??????? ????? ?????? ???????? ? ?????????? ?????, ???????? ????? ? ???? ??????? ??? ?????????? ?????? ? ?????? ??????? ?????? ????????? ????? ??????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy