Browsing Category

କେନ୍ଦ୍ରାପଡ଼ା

କେନ୍ଦ୍ରାପଡାର ବିକାଶପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଉଦାସୀନ- କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା…
Read More...

କେନ୍ଦ୍ରାପଡା: ପଦ୍ମ ଧରିବେ କିଶୋର ତରାଇ, ସମର୍ଥନ କରିବେ ସିପ୍ରା!

ଭୁବନେଶ୍ୱର/କେନ୍ଦ୍ରାପଡ଼ା, (ରିପୋଟର୍ସ ପେନ୍‌): ନିର୍ବାଚନୀ ବିଗୁଲ ବାଜିବାକୁ ଆଉ ମାତ୍ର କେଇଟା ଦିନ ଥିବା ବେଳେ କେନ୍ଦ୍ରାପଡା ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ଅଣ-କଂଗ୍ରେସ ଗଡ ଭାବେ ପରିଚିତ କେନ୍ଦ୍ରାପଡାରେ ଏଥର ତୃଣମୂଳସ୍ତରରୁ ବିଜେଡି ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଛି । ଗାଁ ଗହଳି…
Read More...

ସ୍ୱାଧୀନତା ଦିବସରେ ପାଟକୁରାର ଦୁଇ ପ୍ରତିଭା ସମୀକ୍ଷା ଓ ଶୁଭଲଷ୍ମୀ ସମ୍ବର୍ଦ୍ଧିତ

ପାଟକୁରା, (ରିପୋଟର୍ସ ପେନ୍‌):- କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ବାଧିନତା ଦିବସ ଅବସରରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସକାଳେ ଜାତୀୟ ପତାକା ଉତ୍ତୋଳନ ଓ ପରେ…
Read More...

ଗୁଳିମାଡ଼ ଘଟଣା: ସୁଟର ଚିହ୍ନଟ, ପିଛା କରୁଛି ପୋଲିସ ଟିମ୍‌

କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଘଟିଥିବା ଗୁଳିମାଡ ଘଟଣାରେ ପୋଲିସ ସୁଟରଙ୍କୁ ଚିହ୍ନଟ କରିଛି । ଗୁଳିମାଡ ପରେ ଦୁହେଁ ପାରାଦ୍ୱୀପ ଅଭିମୁଖେ ପଳାଇଯାଇଥିଲେ । ଅଭିଯୁକ୍ତଦ୍ୱୟଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡାର ହୋଇଥିବା ବେଳେ ଅନ୍ୟ ଜଣେ ନୟାଗଡର ବୋଲି…
Read More...

ଜିଲ୍ଲାର ଆଉ କେତେକ ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବିକାଶ କାର୍ଯ୍ୟ ହାତକୁ ନିଆଯିବ

?????????, (???????? ?????): ???????????? ???? ??????????? ??????????? ??????????? ?????? ?????? ???? ?-?? ???? ??.??. ???????? ??? ??????? ????? ???? ??????? ?????????? ??? ???????? ????? ???? ???? ??????? ???? ??????? ?????? ??????…
Read More...

ଆଳି ଡଙ୍ଗା ବୁଡ଼ି ଘଟଣା: ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି

????????? (???????? ?????): ???????????? ?????? ??? ??? ???????? ????????? ???? ???????????? ???? ?????????? ??? ?????????? ?????? ?????? ???????????? ???? ???????? ???? ???? ?????? ????????? ?? ??? ??????? ?????? ???????? ???????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy