Browsing Category

ଖୋର୍ଦ୍ଧା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱର ଓ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କରାଜ ଜାରି ରହିଛି । ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ ହେଉଛି । ସେ ଘର ହେଉ ଅବା ଆପାର୍ଟମେଣ୍ଟଲୁଟେରା ଗ୍ୟାଙ୍ଗ ନିମିଷକେ ଭିତରେ ପଶି କଳାକନା ବୁଲାଇଦେଉଛନ୍ତି । ଏପରିକି ଲୁଟେରାମାନେ ଏକ୍ସ-ପୋଲିସ ଡିଜିଙ୍କୁ ଛାଡିନାହାନ୍ତି । ଲୁଟେରାଙ୍କ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରରେ ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି । ବାଳିଯାତ୍ରା ପାଇଁ ଓଡିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା ୨୮(ଓଡିଶା ଆକ୍ଟ ୨୦୦୭ର ଧାରା ୮) ଏବଂ କମିଶନରେଟ ପୁଲିସ କଟକ-ଭୁବନେଶ୍ୱର ଟ୍ରାଫିକ ପକ୍ଷରୁ ପାର୍କିଂ ଓ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ମ୍େ‌ଞ୍ଚଶ୍ୱର ଗଡା…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କମିଶନରେଟ ପୋଲିସକୁ ଅପରାଧୀଙ୍କ ଖୋଲାଚାଲେଞ୍ଜ । ଦିନ ହେବା ଅବା ରାତି ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ବିଶେଷ କରି ଗତକିଛିଦିନ ହେଲା ଲୁଟେରା ଓ ଡକାୟତଙ୍କ ଉତ୍ପାତ ପୋଲିସର ନିଦ ହଜାଇ ଦେଇଛି । ଗତ ୭ଦିନ ଭିତରେ ରାଜଧାନୀ ଓ ଉପକଣ୍ଠରୁ ପ୍ରାୟ୧୨ରୁ ଅଧିକ ଲୁଟ୍‌ପାଟ୍…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବର୍ଷ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ଦିନରେ ସଂସଦରେ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ଜଣ ଭାରତ ଫେରୁଛନ୍ତି ଓ ଅନ୍ୟ ୧୬ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ମିଳିଛି। ଗବୋନରେ ଫସିଥିବା ୨୧ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପିଲାମାନେ ଭଲହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ପିଲାମାନଙ୍କୁ ସୁନାଗରିକ ରୂପେ ଗଢି ତୋଳିବାପାଇଁ ଉଭୟ ପରିବାର ଓ ବିଦ୍ୟାଳୟ ସ୍ତରରେ ପ୍ରୟାସ ଜାରୀ ରହିବା ଉଚିତ୍ । ଏହା ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଉଚିତ ବୋଲି ପିକକ୍ ଶିଶୁମେଳା ର ଉଦଯାପନୀ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତଦେଇଛନ୍ତି । ଏକାମ୍ର…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜାତୀୟ ସାମ୍ବାଦିକତା ଦିବସ ଅବସରରେ ବଡବିଲର ବିକଶ ମହଲ ଅଡିଟୋରିୟମରେ ଆଞ୍ଚଳିକ ମିଡିଆ ଫୋରମ୍ ଦ୍ୱାରା ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଆଞ୍ଚଳିକ ମିଡିଆ ଫୋରମର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସାମ୍ବାଦିକ, ବଡବିଲର ବୁଦ୍ଧିଜୀବୀ, ସାମାଜିକ ସଂଗଠନର କର୍ମୀ ତଥା ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଏହି…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବହୁକାଳରୁ ଅନେକ ମହାପୁରୁଷଙ୍କ ଅବଦାନ ଯୋଗେ ଆଜି ଆମ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ସ୍ଵତନ୍ତ୍ରତା ମିଳିଛି। ସେହି ମହାପୁରୁଷ ତଥା ବୀରପୁତ୍ର ଗଣ ସବୁବେଳେ ଆମ ପାଇଁ ଅମର। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଜୟ ଓଡ଼ିଶା,ୱି ଫର ଭୁବନେଶ୍ବର, ବିଜେଡି ସାଂସ୍କୃତିକ ସମନ୍ଵୟ ଓ ସାମ୍ମୁଖ୍ୟ ତଥା ଉତ୍କଳ ସମ୍ମିଳନୀ ଆଦି…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶାନ୍ତି ପଲ୍ଲୀ ବିଜୁ ଆଦର୍ଶ କଲୋନୀ ର ୨୭ ବର୍ଷୀୟ ପ୍ରତାପ କୁମାର ବେହେରା, ପେଶାରେ ଜଣେ ବିଦ୍ୟୁତ୍ କର୍ମଚାରୀ ଥିଲେ ଓ ନିଜର ଛାତ୍ର ଜୀବନରେ ଜଣେ ଦକ୍ଷ NCC କ୍ୟାଡର୍ ଥିଲେ ତଥା ଦୀର୍ଘ ୧୧ ବର୍ଷ ଧରି ମହର୍ଷି ଡ଼େୟାର ଡ଼େଭିଲ ଦଳ ର ଏକ ସକ୍ରିୟ ସଦସ୍ୟ ଭାବେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପରେଡ୍ ରେ ଦୁଃସାହସିକ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଛାତ୍ରଛାତ୍ରୀଙ୍କ ବାହ୍ୟ ଜ୍ଞାନର ବିକାଶ ପାଇଁ ରାଜଧାନୀ କଲେଜ ଯୁକ୍ତ ଦୁଇର ଧନ୍ଦାମୂଳକ ଶିକ୍ଷା (ଟୁରିଜିମ ଏବଂ ହସ୍ପିଟାଲିଟି) ପକ୍ଷରୁ ହୋଟେଲ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ କଲେଜ ପ୍ରିନ୍ସିପାଲ ଶ୍ରୀମତୀ ମିନତୀ ମିଶ୍ର, ଓସେପା ଏବଂ ଇନଡ଼ସ ଏଡୁଟ୍ରେନ ପ୍ରାଇଭେଟ ଲି. ଙ୍କ ସହଯୋଗରେ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy