Browsing Category

ଦେଶ ବିଦେଶ

latest news headlines, breaking news and updates of local, national and international origin with articles, photos and videos.

ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ସ୍ୱ- ଘୋଷଣାପତ୍ର ଦାଖଲ ବାଧ୍ୟତାମୂଳକ : ସୁପ୍ରିମକୋର୍ଟ

କୌଣସି ବିଜ୍ଞାପନ ପ୍ରକାଶ କିମ୍ବା ପ୍ରସାରଣ କରିବା ପୂର୍ବରୁ ସମସ୍ତ ବିଜ୍ଞାପନଦାତା / ବିଜ୍ଞାପନ ଏଜେନ୍ସି 'ସେଲ୍ଫ-ଡିକ୍ଲାରେସନ୍ ସାର୍ଟିଫିକେଟ୍' ବା ‘ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରିଟ୍ ପିଟିସନ ସିଭିଲ ସଂଖ୍ୟା ୬୪୫/୨୦୨୨-ଆଇଏମଏ ଏବଂ…
Read More...

ଜାପାନରେ ୫.୯ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ, ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ସେଣ୍ଟ୍ରାଲ ଜାପାନରେ ଭୂକମ୍ପ ଘଟିଛି। ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ ସୁନାମି ସତର୍କ ସୂଚନା ନାହିଁ ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସକାଳ ୬ଟା ୩୧ ମିନିଟରେ ଆସିଥିବା ଏହି ଗଭୀର ଝଟକା…
Read More...

ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୫ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହି ଥିବାବେଳେ ବର୍ଷା ଉତ୍ତର-ପୂର୍ବ ଭାରତରେ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସଂଗୀନ ହୋଇ ପଡ଼ିଛି। ଆସାମର ଉତ୍ତର-ପୂର୍ବ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୧୫…
Read More...

ମୋଦୀ ୪୫ ଘଣ୍ଟା ପାଇଁ ଧ୍ୟାନ କରୁଛନ୍ତି, ଜାଣନ୍ତୁ ତାଙ୍କ ଡାଏଟ୍ ଯୋଜନା କ’ଣ?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ: ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର କନ୍ୟାକୁମାରୀରେ ଧ୍ୟାନରେ ବସିଛନ୍ତି । କୁହାଯାଉଛି ଯେ, ପିଏମ ମୋଦୀ ଧ୍ୟାନ କକ୍ଷରେ ମଗ୍ନରେ ଅଛନ୍ତି । ସନ୍ଧ୍ୟା ୬.୪୫ ମିନିଟରେ ପ୍ରଧାନମନ୍ତ୍ରୀ ଧ୍ୟାନରେ…
Read More...

ବାତ୍ୟା ‘ରେମାଲ’ର ପ୍ରଭାବ: ପଶ୍ଚିମବଙ୍ଗରେ ୬ ଓ ବାଂଲାଦେଶରେ ୧୦ ମୃତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରବିବାର ରାତିରେ ବାତ୍ୟା ରେମାଲ୍ ଲ୍ୟାଣ୍ଡଫଲ୍ କରିଛି। ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ରେମାଲ ପଶ୍ଚିମବଙ୍ଗ ଓ ବାଂଲାଦେଶର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଛି। ଏହି ଝଡ଼ ପ୍ରଭାବରେ ବାଂଲାଦେଶରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ…
Read More...

୪ଟି କଣ୍ଟେନରରୁ ୨ ହଜାର କୋଟି ଟଙ୍କା ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆନ୍ଧ୍ରପ୍ରଦେଶରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୪ଟି କଣ୍ଟେନରରୁ ୨ ହଜାର କୋଟି ଟଙ୍କା ଜବତ କରିଛି । କେରଳରୁ ଆନ୍ଧ୍ରପ୍ରଦେଶକୁ ଟଙ୍କା ଯାଉଥିବା ସମୟରେ ଅନନ୍ତପୁର ପାମିଡ଼ି ଚେକ୍ ଗେଟ୍ ନିକଟରେ କଣ୍ଟେନର ଯାଞ୍ଚ କରିଥିଲା ପୋଲିସ । ଗାଡିରୁ ଏତେ…
Read More...

ବଦଳିଲା ନିୟମ: ଟ୍ରେନ ଟିକେଟ ବାତିଲ ହେଲେ ମାତ୍ର ୬୦ ଟଙ୍କା କଟିବ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ସୁବିଧା ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛି । ଏହି କ୍ରମରେ ଆଜି ୱେଟିଂ ବା ଟିକେଟ ବାତିଲ ନେଇ ଏକ ନିୟମ ଆଣିଛି । ଅନେକ ସମୟରେ ଯାତ୍ରୀଙ୍କ ୱଟିଂ ଟିକେଟ କନଫର୍ମ ହୋଇନଥାଏ। ଏଭଳି ପରିସ୍ଥିତିରେ ରେଳବାଇ ଦ୍ୱାରା ସେହି ଟିକେଟ୍ ବାତିଲ କରିଦିଆଯାଏ।…
Read More...

ଫେସିଆଲ୍ କରି ଏଚ୍.ଆଇ.ଭିରେ ସଂକ୍ରମିତ ହେଲେ ୩ ଯୁବତୀ !

ଆଜିକାଲି, ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ କସମେଟିକ୍ ସର୍ଜରୀ ଏବଂ ଇଞ୍ଜେକ୍ସନ୍ ବ୍ୟବହାର କରୁଛନ୍ତି। ଚେହେରାରେ ଇଞ୍ଜେକ୍ସନ୍ ମାଧ୍ୟମରେ ଚର୍ମକୁ ସୁନ୍ଦର ଏବଂ ତାଜା ରଖିବା ପାଇଁ 'ଭାମ୍ପାୟାର୍ ଫେସିଆଲ୍' ମଧ୍ୟ ଟ୍ରେଣ୍ଡରେ ଅଛି । ଏହି ଚେହେରା ସହିତ ଜଡିତ ଏକ…
Read More...

ତାପମାତ୍ରା ବୃଦ୍ଧି ବ୍ରେନ ଷ୍ଟ୍ରୋକର ମୁଖ୍ୟ କାରଣ; ପୁରୁଷଙ୍କ ପାଇଁ ବିପଦ ଅଧିକ

ତାପମାତ୍ରା ବୃଦ୍ଧି ସହିତ ଜୀବନଶୈଳୀ ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି । ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରାରେ ନାଟକୀୟ ପରିବର୍ତ୍ତନ ହେତୁ ବ୍ରେନ ଷ୍ଟ୍ରୋକ ହେବାର ଆଶଙ୍କା ବଢୁଛି । ୨୦୧୯ରେ ଷ୍ଟ୍ରୋକ୍ ଯୋଗୁଁ ୫,୨୧,୦୩୧ ଲୋକଙ୍କ ମୃତ୍ୟୁ ଘଟିଥିଲା ।…
Read More...

ଏଣିକି ରେଳବାଇ ସାଧାରଣ କୋଚ୍‌ରେ ମିଳିବ ଖାଦ୍ୟ

ପ୍ରଥମ ଥର ପାଇଁ ଜେନେରାଲ୍ କୋଚ୍ ରେଳ ଯାତ୍ରୀମାନେ ପୁରୀ-ସାବଜୀକୁ ୨୦ ଟଙ୍କାରେ ଓ ପ୍ଲାଟଫର୍ମରେ ୫୦ ଟଙ୍କା ମୂଲ୍ୟରେ ସୁଲଭ ଖାଦ୍ୟ ପ୍ୟାକେଟ୍ ପାଇବେ। ଗ୍ରୀଷ୍ମ ଛୁଟି ଯୋଗୁଁ ଟ୍ରେନରେ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ଅସ୍ଥାୟୀ ଖାଦ୍ୟ କାଉଣ୍ଟର ଖୋଲିଛି। ଟ୍ରେନର ଦୁଇ ମିନିଟର…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy