Browsing Category

ସ୍ୱାଧିନତା ଦିବସ

Get latest news headlines breaking news and updates of local national and international origin with articles photos and videos

ଲାଲକିଲାରୁ ମଣିପୁର ହିଂସା ବିଷୟରେ କହିଲେ ମୋଦୀ, ଶାନ୍ତିରେ ମିଳିବ ସମାଧାନ

ନୂଆଦିଲ୍ଲୀ : ଭାରତ ଆଜି ଏହାର ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲା ଦୁର୍ଗରେ ଆମର ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲା ଦୁର୍ଗର ପ୍ରାଚୀରରୁ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧିତ…
Read More...

ନ୍ୟୁ ଜର୍ସିର ୧୯ତମ ଇଣ୍ଡିଆ ଡେ ପରେଡରେ ତମନ୍ନା ଭାଟିଆ ଗ୍ରାଣ୍ଡ ମାର୍ଶଲ ହୋଇଥିଲେ

ସ୍ୱାଧୀନତା ଦିବସ ୨୦୨୩: ତମନ୍ନା ଭାଟିଆ ଜଣେ ଦକ୍ଷ ଅଭିନେତ୍ରୀ, ଯିଏକି ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ସିନେ ଜଗତରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ନିକଟରେ ସ୍ୱାଧୀନତା ଦିବସ ଅବସରରେ ଅଭିନେତ୍ରୀଙ୍କୁ ଏକ ବଡ଼ ସମ୍ମାନ ମିଳିଥିଲା । ତମନ୍ନା ଭାଟିଆ ଗ୍ରାଣ୍ଡ…
Read More...

ଦେଶର ବିଭାଜନ ବେଳେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ମୋର ନମସ୍କାର: ମୋଦୀ

ନୂଆଦିଲ୍ଲୀ: ଆଜି ଦେଶରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି । ବିଭାଜନ ସମୟରେ ଦେଶରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ରଖିବା ଏବଂ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିନ ପାଳନ କରାଯାଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ପ୍ରାଣ ହରାଇଥିବା…
Read More...

ଓଡ଼ିଶା ଚାଷୀଙ୍କୁ ଦିଲ୍ଲୀରୁ ଡକରା : ସ୍ୱାଧୀନତା ଦିବସ ସମାରୋହରେ ହେବେ ସ୍ୱତନ୍ତ୍ର ଅତିଥି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁ ଚାଷୀ, ମତ୍ସ୍ୟଜୀବୀ, ମନରେଗା ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ…
Read More...

ତ୍ରିରଙ୍ଗା ଉଡାଇବା ପୂର୍ବରୁ ଏହା ଜାଣନ୍ତୁ, ନଚେତ୍ ଜେଲ ଦଣ୍ଡ ହୋଇପାରେ

ହର ଘର ତିରଙ୍ଗା ଅଭିଯାନ: ସ୍ୱାଧୀନତାର ୭୬ ବର୍ଷ ପୂରଣ ହେବାକୁ ଯାଉଥିବାରୁ ଦେଶରେ ଅମୃତ ମହୋତ୍ସବ ବା ଆଜାଦିି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହା ଅଧୀନରେ ହର ଘର ତିରଙ୍ଗା ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଛି । ଏହି ଅଭିଯାନ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ…
Read More...

ଜାତୀୟ ପତାକା ଉଡାଇବା ଲାଗି ସ୍ୱତନ୍ତ୍ର ନିୟମ

ଜାତୀୟ ପତାକା ଉଡାଇବା ଲାଗି ସ୍ୱତନ୍ତ୍ର ନିୟମ ମଧ୍ୟ ପ୍ରଣୟନ କରାଯାଇଛି । ୨୬ ଜାନୁଆରୀ ୨୦୦୨ରେ ଜାତୀୟ ପତାକା କୋଡରେ ସଂଶୋଧନ କରାଯାଇଥିଲା । ଜଣେ ନାଗରିକ ବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଜାତୀୟ ପତାକା ଉଡ଼ାଇବାକୁ ଚାହୁଁଥିଲେ କେତେକ ନିୟମ ଅନୁକରଣ କରିବା ଉଚିତ୍‌? …
Read More...

ଭାରତର ଜାତୀୟ ପତାକାର ନାଁ ତ୍ରିରଙ୍ଗା କାହିଁକି?

ଭାରତର ଜାତୀୟ ପତାକା ସଂପୂର୍ଣ୍ଣ ଭାରତ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଏକ ପତାକା ଅଟେ । ଏହା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ପତାକାଟି ଏକ ନିର୍ଦ୍ଧିଷ୍ଟ ଶୈଳୀରେ ନିର୍ମିତ ହୋଇଛି, ଯାହାର ପ୍ରତିଟି ଅଂଶର ନିର୍ଦ୍ଧିଷ୍ଟ ଅର୍ଥ ରହିଛି…
Read More...

ଏହି ବର୍ଷ ଭାରତ ୭୬ତମ ନା ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି, ଜାଣନ୍ତୁ

ସ୍ୱାଧୀନତା ଦିବସ ୨୦୨୩: ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତ ଏହାର ସ୍ୱାଧୀନତା ଦିବସ ପାଳନ କରେ । ୧୯୪୭ ମସିହାରେ ଏହି ଦିନ, ଭାରତ ବ୍ରିଟିଶ ରାଜଠାରୁ ସ୍ୱାଧୀନତା ପାଇଲା । ଏହି ଦିନଟି ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ଏବଂ ଏହା ସମଗ୍ର ଦେଶରେ ପାଳନ କରାଯାଏ । ଏହି ଦିନ କେବଳ ଦେଶର…
Read More...

ସ୍ୱାଧୀନତା ଦିବସ‌ ଓ ଇତିହାସ

ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ…
Read More...

ସ୍ୱାଧୀନତା ଦିବସରେ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆସନ୍ତା ଅଗଷ୍ଟ ୧୫ତାରିଖରେ ଭୁବନେଶ୍ୱରରେ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିଭାଦନ ଗ୍ରହଣ କରିବେ । ସେହିପରି ରାଜ୍ୟର ୨୦ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ,…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy