Browsing Category

ରାଜନୀତି

Politics News: Get Live Politics news and updates from India on Indian Politics. Read all the latest Politics headlines, odisha politics news current affairs online and more

ବୁଧବାର ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବୁଧବାର ଅପରାହ୍ନ ୪ଟା ୪୫ରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ନେବେ । ପୂର୍ବରୁ ଜୁନ୍ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଗତକାଲି ଏହାକୁ ଜୁନ୍‌ ୧୨ ତାରିଖକୁ ଅର୍ଥାତ୍ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା।  …
Read More...

କଥା ରଖିଲେ ପାଣ୍ଡିଆନ୍‌: ସକ୍ରିୟ ରାଜନୀତିରୁ ଅବସର ନେଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ଜନତା ଦଳର ସଦସ୍ୟ ତଥା ନିବୀନ ପଟ୍ଟନାୟକଙ୍କ ପୂର୍ବତନ ସଚିବ ଭିକେ ପାଣ୍ଡିଆନ ରବିବାର ଦିନ (୯ ଜୁନ୍) ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଏହାକୁ ନେଇ ସେ ନିଜେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜନୀତି ଛାଡ଼ିବା ସହ ସେ…
Read More...

ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଛି। ପ୍ରଶାନ୍ତଙ୍କୁ ୯ ତାରିଖରୁ ୩ ଦିନ ପାଇଁ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଅନ୍ତରୀଣ ଜାମିନ ଦେଲେ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ଆସନ୍ତା…
Read More...

ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ବିଜେପି ବହୁମତରେ ବିଜୟ ଲାଭ କରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି । ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବିଜେପିର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଥିବାରୁ କେନ୍ଦ୍ରୀୟ ଟିମ ଏନେଇ ମାନସ ମନ୍ଥନ ଚଳାଇଛନ୍ତି ।…
Read More...

ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ଅନୁରୋଧ : ବିଜେଡି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି । ହେଲେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ…
Read More...

ଦିଲ୍ଲୀ ପଳାଇଲେ ପାଣ୍ଡିଆନ୍‌!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନରେ ହାରିବା ପରେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ପାଣ୍ଡିଆନ ଓଡ଼ିଶା ଛାଡିଥିବା ନେଇ ମଧ୍ୟ କୁହାଯାଉଥିଲା । ମାତ୍ର ଏବେ ଏକ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…
Read More...

ବିଜୟ ପରେ ଠାକୁରଙ୍କ ଆଶୀର୍ବାଦ ନେଲେ ବିଜୟୀ ପ୍ରାର୍ଥୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ବିଜେପି ଦଳୀୟ ଅଫିସରେ ଖୁସିର ଲହରୀ ଦେଖିବାକୁ ମିଳିଛି । କାଲି ବିଜୟ ବାନା ଉଡାଇବା ପରେ ଆଜି ବିଭିନ୍ନ ମନ୍ଦିରରେ ପହଞ୍ଚି ଦେବାଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ବିଜେପିର ବିଜୟୀ ପ୍ରାର୍ଥୀ ।  ଆଜି ଏକ…
Read More...

ବିଏସକେୱାଇ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟ ସେବାରେ ଅବହେଳା ଏକ ସାମାଜିକ ଓ ବୈଧାନିକ ଅପରାଧ : ମନମୋହନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାଧାରଣ ନିର୍ବାଚନ - ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ…
Read More...

କେଉଁ ଆସନରୁ କିଏ ଜିତିଲେ? ଜାଣନ୍ତୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୨୦୨୪ ସାଧାରଣ ନିର୍ବାଚନରେ ସବୁ ଏକଜିଟ୍ ପୋଲକୁ ଭୂଲ ପ୍ରମାଣିତ କରିଦେଇଛି । ଚଳିତ ଥର ବିଜେଡିକୁ ପରାସ୍ତ କରି ବିଜେପି ଏକାକୀ ସରକାର କରିବାକୁ ଯାଉଛି । ବିଜେପି ମୋଟ ୭୮ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡି ୫୧ଟି ଆସନରେ ସିମୀତ ରହିଛି । ସେହିଭଳି…
Read More...

୨୦ ଲୋକସଭା ଜିତିଲା ବିଜେପି, ବିଜେଡି ଖାତା ଖୋଲିଲାନି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅଭୁତପୂର୍ବ ସଫଳତା ପାଇଛି । ୨୧ ଲୋକସଭା ଆସନରୁ ବିଜେପି ୨୦ଟିରେ ପ୍ରାୟ ବିଜୟ ଲାଭ କରିଥିବା ବେଳେ ବିଜେଡି ଖାତା ଖୋଲିପାରିନାହିଁ । ହେଲେ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । କୋରାପୁଟ ଲୋକସଭା ଆସନରୁ କଂଗ୍ରେସର…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy