Browsing Category

ଖେଳ

the latest sports news today cricket live score Indian cricket team, live updates on cricket football tennis hockey badminton and other

ଉଲ୍ଲସିତ ଆରସିବି ଟିମ୍‌, ଦୁଃଖରେ ଭାଙ୍ଗିପଡ଼ିଲେ ଧୋନୀ, ଦେଖନ୍ତୁ ଭିଡିଓ

ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆରସିବି ଏକ ଜବରଦସ୍ତ ପ୍ରଦର୍ଶନ ସହ ବିଜୟ ହାସଲ କରିଛି। ଏହି ବିଜୟ ସହିତ, ଆରସିବି ପ୍ରତ୍ୟାବର୍ତ୍ତନ କରି ପ୍ଲେ ଅଫ୍ ପାଇଁ ନିଜର ସ୍ଥାନ ପ୍ରସ୍ତୁତ କରିଛି। ଏହି ବିଜୟ ପରେ, ଗୋଟିଏ ପଟେ…
Read More...

ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ ହେଲେ ଋଷଭ ପନ୍ତ

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ଋଷଭ ପନ୍ତଙ୍କ ସମେତ ସମଗ୍ର ଦଳ ଉପରେ ମଧ୍ୟ ଜରିମାନା ଲାଗୁ କରାଯାଇଛି। ଆଇପିଏଲ ଆଚରଣ ସଂହିତା ଭାଙ୍ଗିବା ପାଇଁ ପନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେ’ ୭…
Read More...

ରୋହିତ ଶର୍ମା କାହିଁକି ଇମ୍ପାକ୍ଟ ପ୍ଲେୟାର ଭାବରେ ଖେଳିଥିଲେ, ଜାଣନ୍ତୁ

ଆଇପିଏଲ୍‌: କେକେଆର ବିପକ୍ଷ ମ୍ୟାଚ୍ ପରେ ରୋହିତ ଶର୍ମାଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ଲେଗ୍ ସ୍ପିନର ପୀୟୁଷ ଚାୱଲା ଏକ ଅପଡେଟ୍ ଦେଇଛନ୍ତି । ରୋହିତ ଶର୍ମା ଏକ ଇମ୍ପାକ୍ଟ ଖେଳାଳି ଭାବରେ କେକେଆର ବିପକ୍ଷରେ ଖେଳିବାକୁ କାହିଁକି ଆସିଛନ୍ତି ବୋଲି ପୀୟୁଷ ପ୍ରକାଶ କରିଛନ୍ତି । ପୀୟୁଷ…
Read More...

ଭାରତୀୟ ବିଶ୍ୱକପ ଦଳ ଘୋଷଣା, ଜାଣନ୍ତୁ 

ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିସିସିଆଇ ଏହି ଟପ୍ ଖେଳାଳିଙ୍କୁ ଦଳରେ ସାମିଲ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ମୈଦାନକୁ ଓହ୍ଲାଇବ।  …
Read More...

ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ଲଢ଼େଇ

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ । ପୂର୍ବ ମ୍ୟାଚ୍ ରେ ସନରାଇଜର୍ସ ହ୍ରାଇଦାବାଦ ଠାରୁ ପରାଜିତ ହୋଇଥିବା ଦିଲ୍ଲୀ ଆଜି ବିଜୟ ନେଇ ଉଦ୍ୟମ କରିବ । ଅନ୍ୟପଟେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ସୂଚନାଯୋଗ୍ୟ, ଉଭୟ ଦଳ…
Read More...

ପଡିଆରେ ଅସନ୍ତୋଷ ଜାହିର କଲେ କୋହଲି, ଦେଖନ୍ତୁ ଉଗ୍ର ରୂପ…

 ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲି ପୂଲ୍ ଟସ୍ ବୋଲରେ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ। ତେବେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା। ବିରାଟ…
Read More...

ଆଜି ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନସ୍ ଟକ୍କର

ଆଜି ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନସ୍ ମଧ୍ଯରେ ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ଉଭୟ ଦଳ ଶେଷ ମ୍ୟାଚ୍ ରେ ପରାସ୍ତ ହୋଇଥିବା ବେଳେ ଆଜି ବିଜୟୀ ନେଇ ଉଦ୍ୟମ କରିବ । ଉଭୟ ଟିମ୍ ମଧ୍ଯରେ ଖେଳାଯାଇଥିବା ପୂର୍ବ ମ୍ୟାଚ୍ ରେ ପଞ୍ଜାବ ବାଜି ମାରିଥିଲା ବେଳେ ଗୁଜରାଟ ଆଜି ପ୍ରତିଶୋଧ ନେଇ ଉଦ୍ୟମ…
Read More...

ଟି-୨୦ ବିଶ୍ୱକପ ଲାଗି ଦଳରେ ପନ୍ତଙ୍କୁ ସ୍ଥାନ ମିଳିବା ଉଚିତ୍ :  ରିକି ପଣ୍ଟିଂ

ଗତ ୨୦୨୨ ଡିସେମ୍ବରରେ କାର ଦୁର୍ଘଟଣା ଜନିତ ଇଞ୍ଜୁରୀରୁ ସୁସ୍ଥ ହୋଇ ଭାରତୀୟ ୱିକେଟ୍ କିପର ଓ ବ୍ୟାଟର ରିଷଭ ପନ୍ତ ଚଳିତ ଆଇପିଏଲ ଜରିଆରେ ମଇଦାନକୁ ଫେରିଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ କୋଚ୍ ରିକି ପଣ୍ଟିଂ ରିଷଭ ପନ୍ତଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ପନ୍ତଙ୍କୁ ନେଇ ରିକି…
Read More...

ବସ୍ ଡ୍ରାଇଭର ରୋହିତ ଶର୍ମା! ଭିଡିଓ ଭାଇରାଲ

ରବିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି…
Read More...

 କୋଲକାତା ବିଜୟ ପଥରେ ବ୍ରେକ, ବିଜୟ ଧାରା ବଜାୟ ରଖିଲା ଚେନ୍ନାଇ

ସୋମବାର ଚେନ୍ନାଇ ସ୍ଥିତ ଚିଦାମ୍ବରମ ଷ୍ଟାଡିୟମ୍ ଠାରେ ମୁହାମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ କୋଲକାତା ନାଇଟ ରାଇଡର୍ସ (କେକେଆର)। ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଘରୋଇ ମଇଦାନରେ ଚେନ୍ନାଇ ଦଳର ବିଜୟ ଧାରା ଜାରି ରହିଛି। ଅନ୍ୟପକ୍ଷରେ କୋଲକାତା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy