Browsing Category

ଏସିଆ କପ୍‌

Get latest news headlines breaking news and updates of local national and international origin with articles photos and videos

ଏସିଆ କପ୍ ଫାଇନାଲରେ ଟିମ ଇଣ୍ଡିଆ, ଶ୍ରୀଲଙ୍କାକୁୁ ୪୧ ରନରେ ହରାଇଲା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଯଦିଓ ଆଉ ଗୋଟିଏ ମ୍ୟାଚ ବାଲଂଦେଶ ସହିତ ବାକି ଅଛି, ତଥାପି ଭାରତ ଫାଇନାଲରେ ପ୍ରବେଶ କରିସାରିଛି । ଆଜିର ମ୍ୟାଚରେ ରବୀନ୍ଦ୍ର ଜାଡେଜା ସଫଳ ବୋଲର ସାବ୍ୟସ୍ତ ହୋଇଥିବା କୁଲଦୀପ…
Read More...

ବାବର ଆଜାମ ଏହି ପରାଜୟକୁ କେବେ ଭୁଲି ପାରିବେ ନାହିଁ!

ନୂଆଦିଲ୍ଲୀ,: ଏସିଆ କପ୍ ୨୦୨୩ ର ସୁପର -୪ ରାଉଣ୍ଡରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବା ପୂର୍ବରୁ ଅଧିନାୟକ ବାବର ଆଜାମ କହଥିଲେ ଯେ ନିକଟ ଅତୀତରେ ଶ୍ରୀଲଙ୍କାରେ ପାକିସ୍ତାନ ଦଳ ଅନେକ କ୍ରିକେଟ୍ ଖେଳିଛି । ଏଭଳି ପରିସ୍ଥିତିରେ ସେମାନେ ଟିମ୍ ଇଣ୍ଡିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ଏବଂ…
Read More...

ଭାରତର ବୃହତ୍ତ ବିଜୟ, ୨୨୮ରନରେ ପାକିସ୍ତାନକୁ ହରାଇଲା

ନୂଆଦିଲ୍ଲୀ: ଏସିଆ କପର ସୁପର-୪ ମ୍ୟାଚରେ ଭାରତ ପାକିସ୍ତାନକୁ ୨୨୮ରନରେ ହରାଇ ଏକ ବୃହତ୍ତ ବିଜୟ ହାସଲ କରିଛି । ଭାରତ ପକ୍ଷରୁ କୁଲଦୀପ ଯାଦବ ୫ୱିକେଟ ନେଇ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପୂର୍ବରୁ ଭାରତର ଦମଦାର ବ୍ୟାଟିଂ ଯୋଗୁଁ ଦଳ ୩୫୦ ରନ ପାର କରିଥିଲା । ଭାରତ ଦ୍ବାରା…
Read More...

ରାହୁଲ ଓ ବିରାଟଙ୍କ ଧୂଆଁଧାର ଶତକୀୟ ଇନିଂସ, ଭାରତର ବିଶାଳ ସ୍କୋର

ନୂଆଦିଲ୍ଲୀ: କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ଚମକିଛନ୍ତି ଭାରତର ଦୁଇ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ବିସ୍ଫୋରକ ଶତକ ବଳରେ ପାକିସ୍ତାନ ଆଗରେ ୩୫୭ ରନର ବିଶା​ଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏସିଆ…
Read More...

ସୁପର-୪ ପର୍ଯ୍ୟାୟରେ ପହଞ୍ଚିଲା ଭାରତ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଭାରତୀୟ ନେପାଳ ଦଳକୁ ପରାସ୍ତ କରିଛି। ସେପ୍ଟମ୍ବର ୪ ତାରିଖ ସୋମବାର ଅନୁଷ୍ଠିତ ପଞ୍ଚମ ଗ୍ରୁପ୍ ଷ୍ଟେଜ ମୁକାବିଲାରେ ବିଜୟୀ ହୋଇ ଭାରତୀୟ ଦଳ ସୁପର-୪ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ବର୍ଷା ପ୍ରଭାବିତ ମୁକାବିଲାରେ ଟିମ୍ ଇଣ୍ଡିଆ ନେପାଳ ଦଳକୁ ୧୦ ୱିକେଟ…
Read More...

ଏସିଆ କପ୍ ୨୦୨୩: ନେପାଳ ବିପକ୍ଷ ମ୍ୟାଚରେ ଜସପ୍ରୀତ ବୁମ୍ରା ଖେଳିବେନାହିଁ

ନୂଆଦିଲ୍ଲୀ, ଏସିଆ କପ୍ ୨୦୨୩ ମଝିରେ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ଆସିଛି । ବ୍ୟକ୍ତିଗତ କାରଣ ଲାଗି ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ମୁମ୍ବାଇ ଫେରିଛନ୍ତି । ନେପାଳ ବିପକ୍ଷ ମ୍ୟାଚରେ ବୁମରା ଖେଳିବେନାହିଁ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ବାତିଲ ହେବା ପରେ ରୋହିତଙ୍କ ପ୍ଲାଟୁନ୍…
Read More...

ଶାଦବ ଖାନ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଲେ, ସୋସିଆଲ ମିଡିଆରେ ପ୍ରଶଂସାର ସୂଅ

ନୂଆଦିଲ୍ଲୀ, : ଏସିଆ କପ୍ ୨୦୨୩ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମହାନ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇହୋଗଲା । ପାଲଲେକେଲରେ ଲଗାତାର ବର୍ଷା ହେତୁ ବାବର ଆଜାମଙ୍କ ଟିମ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ବାହାରି ପାରିନଥିଲେ । ଭାରତ ପାଇଁ ଇଶାନ କିଶନ ଏବଂ ହାର୍ଦ୍ଦିକ…
Read More...

ଭାରତ-ପାକ୍ ମ୍ୟାଚ ଜ୍ୱର: କାଣ୍ଡିର ସମସ୍ତ ହୋଟେଲ ଫୁଲ, ଲୋକଙ୍କ ପକେଟ ହେବ ଖାଲି!

ନୂଆଦିଲ୍ଲୀ,: ସେପ୍ଟେମ୍ବର ୨ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୩ ର ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଅପରାହ୍ନ ୩ ଟାରୁ ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯିବ । ନେପାଳ ବିପକ୍ଷ ମ୍ୟାଚରେ…
Read More...

ଶ୍ରୀଲଙ୍କା ଓ ବାଂଲାଦେଶ ଟିମର ଖେଳାଳି ମଧ୍ୟରେ ସଂଘର୍ଷ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,: ବାଂଲାଦେଶ ଏବଂ ଶ୍ରୀଲଙ୍କା କ୍ରିକେଟ୍ ଟିମ ପଡ଼ିଆରେ ମଝିରେ ମୁହାଁମୁହିଁ ହୋଇଛନ୍ତି । ଯାହା ପଡିରେ ହାଇଡ୍ରାମା ସୃଷ୍ଟି ହୋଇଥିଲା । ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ଏସିଆ…
Read More...

ଏସିଆ କପ୍‌ : ଇତିହାସ ରଚିଲେ ବାବର ଆଜାମ

ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ନେପାଳ ସହ ପାକିସ୍ତାନ ମୁହାଁମୁହିଁ ହୋଇଛି । ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୨ ରନ୍ ସଂଗ୍ରହ କରିଥିଲା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy