Browsing Category

ରାଜ୍ୟ

breaking news odisha political news, crime news, state news

ପ୍ରତି ସ୍କୁଲରେ ସ୍ୱତନ୍ତ୍ର ‘ଜଳ ବିରତି’ ହେବ : ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ଲାଗି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ଏଥର ନୂଆ ପଦକ୍ଷେପ ନେଇଛି। ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‍ ଶିକ୍ଷାଧିକାରୀଙ୍କୁ ଏହି ନିଷ୍ପତ୍ତି ନିର୍ଦ୍ଦେଶ ଆକାରରେ ଜଣାଇ ଦିଆଯାଇଛି।। ଏହି ନିଷ୍ପତ୍ତି ଅନୁସାରେ ପ୍ରତି…
Read More...

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ବଦଳିବ ୩ ରାଶିଙ୍କ ଭାଗ୍ୟ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ…
Read More...

କଂଗ୍ରେସ ଛାଡିଲେ ଗଣେଶ୍ୱର, ବିଜେଡିରେ ମିଶିବେ

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): କେନ୍ଦ୍ରପଡାର ଚର୍ଚ୍ଚିତ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ…
Read More...

ବଣିକ କୋଚିଂ ସେଣ୍ଟର ଉପରେ ଆଇଟି ଚଢାଉ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀର ଏକ ପରିଚିତ କୋଚିଂ ସେଣ୍ଟର ‘ବଣିକ’ ଉପରେ ଆଇକର ବିଭାଗ (ଆଇଟି) ପକ୍ଷରୁ ଚଢାଉ କରାଯାଇଛି । ଏଥିସହିତ କୋଚିଂ ସେଣ୍ଟର ମାଲିକ ସୁବ୍ରତ କୁମାର ଛାଟୋଇଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛିି । କୋଚିଂ…
Read More...

ଉତ୍କଳ ଦିବସ ଓ ଇତିହାସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଏପ୍ରିଲ ୧ । ଉତ୍କଳ ଦିବସ । ୧୯୩୬ ମସିହାରେ ଆଜିର ଦିନରେ ବ୍ରିଟିଶ ସରକାର ଭାଷା ଭିତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ । ଗତକାଲି ଓଡ଼ିଶାକୁ ୮୬ ବର୍ଷ ପୂରି ଯାଇଛି । ପ୍ରତି ବର୍ଷ ରାଜ୍ୟ ସରକାର ଉତ୍କଳ ଦିବସକୁ ଡ଼ିଶା ଦିବସ ଭାବେ ପାଳନ…
Read More...

ବିଜେଡି ଛାଡିଲେ ସାଂସଦ ଭର୍ତ୍ତୃହରି ମହତାବ, ବିଜେପିରେ ସାମିଲ ହେବେ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ଶୁକ୍ରବାର ଦିନ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଦିନ କଟକ ସଂସାଦ ଭର୍ତ୍ତୃହରି ମହତାବ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ କହିଛନ୍ତି “ଧୈର୍ଯ୍ୟର ସୀମା…
Read More...

କାର୍ଯ୍ୟରତ ସାମ୍ବାଦିକମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ କରିପାରିବେ ମତଦାନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ନିର୍ବାଚନ କମିଶନ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର…
Read More...

‘ସେବା’ ନୁହେଁ ଲୋକଙ୍କୁ ‘ସଜ୍ଜା’ ଦେଉଛି ପୋଲିସ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ବିଲଡିଂକୁ ‘ପୋଲିସ ସେବା ଭବନ’ ନାମରେ ନାମିତ କରାଗଲା । ଲୋକଙ୍କୁ ସଚେତନ କରିବା ସହ ସେବକ ଭାବେ ସେମାନଙ୍କୁ ସେବା ଯୋଗାଇବାକୁ ପୋଲିସକୁ କୁହାଗଲା । ମାତ୍ର ଏହି ସଂଜ୍ଞା ଏବେ ବଦଳି…
Read More...

ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ଉଠାଇ ପୋଷ୍ଟ କଲେ ମିଳିବ ଦଣ୍ଡବିଧାନ

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଆଜିକା ସମୟରେ ସମସ୍ତେ ସେଲ୍ଫି ପାଇଁ ସଭିଏଁ ପାଗଳ। ଦୁନିଆରେ ଏମିତି ଅନେକ ମାମଲା ଦେଖା ଯାଇଛି, ଯେଉଁଠି ଲୋକମାନେ ଫଟୋଗ୍ରାଫ ଓ ସେଲ୍ଫି ନେବା ନିଶାରେ କିଛି ନା କିଛି କରି ବସିଛନ୍ତି । ଏପରିକି, କିଛି ଲୋକ ଏଇ ଚକ୍କରରେ ନିଜ ଜୀବନକୁ ମଧ୍ୟ ମୃତ୍ୟୁ ମୁଖକୁ…
Read More...

ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy