ହୋଲି ପୂର୍ବରୁ ଏହି ସବୁ ରାଶିଙ୍କର ଖୋଲିଯିବ ଭାଗ୍ୟ

0 65

ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଆସନ୍ତାକାଲି ଭୋର୍ ସମୟ ୪ଟା ୪୦ ମିନିଟ୍ ସମୟରେ ସେହି ରାଶିରେ ଶନିଦେବ ଉଦୟ ହେବାକୁ ଯାଉଛନ୍ତି । ଯେଉଁମାନେ ଶନି ସାଢିସତୀ ପ୍ରଭାବରେ ପୀଡିତ ଅଛନ୍ତି । ସେମାନଙ୍କୁ ଶନିଙ୍କ ଏହି ଉଦୟ ଶୁଭଫଳ ପ୍ରଦାନ କରିବା ସହ ସେମାନଙ୍କ ଜୀବନରେ ଆଶାର ନୂଆ ଆଲୋକ ଉଦଜୀବିତ ହେବ। ଶନି କୁମ୍ଭ ରାଶିରେ ଆସନ୍ତା ବର୍ଷ ଫେବୃଆରୀ ୨୫ ପର୍ଯ୍ୟନ୍ତ ରହିବେ। ତେବେ, ଆସନ୍ତୁ ଜାଣିବା ଶନିଙ୍କ କୃପାରୁ କେଉଁ ରାଶିର ଭାଗ୍ୟ ଚମକିବାକୁ ଯାଉଛି। 

ସିଂହ ରାଶି: ଶନିଦେବଙ୍କ କୃପାରୁ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଅଟକି ରହିଥିବା ଚଙ୍କା ଫେରସ୍ତ ପାଇବେ। ପାରିବାରିକ ସମ୍ପର୍କ ମଜବୁତ୍ ହେବ। ବୈବାହିକ ଜୀବନରେ ଲାଗିଥିବା ସମସ୍ୟା ଦୂର ହେବ। ନିଜ ଜୀବନ ସାଥୀଙ୍କ ସହିତ ସମୟ ଅତିବାହିତ କରିବେ। 

ବୃଷ ରାଶି: ଶନିଙ୍କ ଉଦୟ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।  ଏହି ସମୟ ମଧ୍ୟରେ ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବେ । ଶତ୍ରୃମାନେ ପରାଜୟ ବରଣ କରିବେ। କଠିନ ପରିଶ୍ରମର ଫଳ ପାଇବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ । ଆଶାୟୀମାନେ ଚାକିରିର ସୁଯୋଗ ପାଇବେ।

ମକର ରାଶି:  ଶନିଙ୍କ ଉଦୟ ଏହି ରାଶିକୁ ମାଲେମାଲ୍ କରିଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବ।ଆପଣ ଏହି ସମୟରେ ଏକ ନୂତନ ଯାନ କିଣିବାର ସମ୍ଭାବନା ରହିଛି।

ମିଥୁନ ରାଶି:  ଶନିଙ୍କ ଉଦୟ ଏହି ରାଶିକୁ ମାଲେମାଲ୍ କରିଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବ।ଆପଣ ଏହି ସମୟରେ ଏକ ନୂତନ ଯାନ କିଣିବାର ସମ୍ଭାବନା ରହିଛି।

କନ୍ୟା ରାଶି:  ଶନିଙ୍କ ଆର୍ଶିବାଦରୁ କନ୍ୟା ରାଶିର ଭାଗ୍ୟ ବଦଳିବ। କାର୍ଯ୍ୟରେ ଆସୁଥିବା ସମସ୍ତ ପ୍ରତିବନ୍ଧକ ଦୂର ହେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ବ୍ୟବସାୟ ପାଇଁ ନୂତନ ଡିଲ୍ ଫାଇନାଲ୍ ହୋଇପାରେ। ଚାକିରି ଖୋଜୁଥିବା ଲୋକମାନେ କିଛି ଭଲ ଖବର ପାଇବାର ସମ୍ଭାବନା ରହିଛି । କାର୍ଯ୍ୟ କରୁଥିବା ଲୋକମାନେ ପଦୋନ୍ନତି ପାଇପାରନ୍ତି ଏବଂ ଦରମା ମଧ୍ୟ ବୃଦ୍ଧି ହୋଇପାରେ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy