Browsing Tag

ananta narayan jena

ବୁନୁ ଲାଗି ବାପୁଙ୍କ ମୁଣ୍ଡ ବିନ୍ଧୁଛି!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିଜ ଚିନ୍ତା ଛାଡି ବିଧାୟକ ସୁଶାନ୍ତ ରାଉତ ଓରଫ ବାପୁ ଏବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ଆସନରେ ମୁଣ୍ଡ ପୁରାଇଛନ୍ତି । ମଧ୍ୟ ଆସନ ପ୍ରାର୍ଥୀ ବୁନୁ ଓରଫ ଅନନ୍ତ ନାରାୟଣ ଜେନା କିପରି ବିଜୟ ଲାଭ କରିବେ, ସେ ନେଇ ତାଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ନିଜ…
Read More...

ଅଶୋକ, ସୁର ଓ ବିଭୂତି ବଳରେ ବଳିଆନ୍‌ ବୁନୁ !

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ‘କିଚକ ବାହୁବଳେ ବିରାଟ ରାଜା’ ଭଳି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) ଅଶୋକ, ସୁର, ବିଭୂତି ଓ ରାଜୁଙ୍କ ବଳରେ ନିଜର ଶକ୍ତି ପ୍ରଦର୍ଶନ କରିବା ଏବେ ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ଟାହି ଟାପରା କରି କହୁଛନ୍ତି…
Read More...

ଧମକ ଦେଇ ଟିକେଟ ହାତେଇବେ ବୁନୁ, ଭକୁଆ ହେବେ ବାଇଁଆ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ଅଙ୍କ ଛିଡୁନି । ବୁନୁ ଓ ବାଇଁଆ କଳିକୁ ନେଇ ଦଳ ଅଡୁଆରେ ପଡିଛି । ବିଜେଡି ପ୍ରାର୍ଥୀ କିଏ ହେବେ? କାହାକୁ ଭରସା କରିବେ ସୁପ୍ରିମୋ? ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଥିବା ବେଳେ ବୁନୁ ଦଳ ମୁଖିଆଙ୍କୁ ଧମକ ଦେଇ…
Read More...

ଦଳକୁ ଧମକ ଦେବା ଆରମ୍ଭ କଲେ ବୁନୁ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦଳୀୟ ଟିକେଟକୁ ନେଇ ଅଙ୍କ ଛିଡୁନଥିବା ବେଳେ ଏବେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଧମକ ଦେବା ଆରମ୍ଭ କରିଛନ୍ତି । ଗୁରୁବାର ରାତିରେ ଜଣେ ମଙ୍ଗୁଆଳଙ୍କ ଘରକୁ ଯାଇ ବୁନୁ ପରୋକ୍ଷରେ ତାଙ୍କୁ ଧମକ ଦେବା ଘଟଣା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ…
Read More...

ବାଇଁଆ ଓ ରୁଦ୍ର ମଧ୍ୟରେ ମହାମେଣ୍ଟ, ବୁନୁ ବିରୋଧରେ ଏକଜୁଟ ହେଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ଆଶାୟୀ ଥିବା ଅମରେଶ ଜେନା ଓରଫ ବାଇଁଆ ଓ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ମଧ୍ୟରେ ଏକ ମହାମେଣ୍ଟ ହୋଇଛି । ଏମାନେ ପରସ୍ପରକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୁନୁ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଯଦି ଦଳ…
Read More...

ଭୁବନେଶ୍ୱର ୩ ଆସନରୁ ରିପିଟ୍ ହେବେ ଅଶୋକ, ବୁନୁ ଓ ବାପୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରର ସମସ୍ତ ୩ଟି ଯାକ ବିଧାନସଭା ଆସନରୁ ବିଜେଡି ପୁରୁଣାଙ୍କୁ ରିପିଟ୍ କରିବ । ଏକାମ୍ରରୁ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟରୁ ଅନନ୍ତ ନାରାୟଣ ଜେନା (ବୁନୁ) ଓ ଉତ୍ତରରୁ ସୁଶାନ୍ତ ରାଉତ (ବାପୁ)ଙ୍କ ଉପରେ ଦଳ ପୁଣି ଥରେ ଭରସା କରିଛି । ତେବେ ଶ୍ରୀମୟୀ…
Read More...

କଳ୍ପନା ଛକରେ ଅନନ୍ତ ଜେନାଙ୍କୁ ବିରୋଧ, ଗୋ-ବ୍ୟାକ୍ ନାରାବାଜୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଘୋର ବିରୋଧ କରାଯାଇଛି । କଳ୍ପନା ଛକରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଅନନ୍ତ ଜେନାଙ୍କୁ ଲୋକେ ବିରୋଧ କରିଥିଲେ । ଗୋ-ବ୍ୟାକ୍ ନାରାବାଜୀ ସହ ପୁରୁଣା ଭାଇରାଲ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy