Browsing Tag

astrology

ଏହି ରାଶି ଭାଗ୍ୟରେ ଆକସ୍ମିକ ଧନ ଲାଭର ଯୋଗ

ବୈଦିକ ଜ୍ୟୋତିଷ ଅନୁଯାୟୀ, ଜୁନ୍ ମାସରେ ପ୍ରଥମ ଥର ପାଇଁ ଏକ ନକ୍ଷତ୍ରରେ ଦୁଇଟି ଗ୍ରହର ମିଳନ ହେବାକୁ ଯାଉଛି। ଜୁନ୍ ୧୮, ୨୦୨୪ରେ ଭୋର କାଲ ୪ଟା ୫୧ ମିନିଟରେ ଆଦ୍ରା ନକ୍ଷତ୍ରରେ ଶୁକ୍ର ଏବଂ ବୁଧ ଗ୍ରହର ଏକ ବିରଳ ସଂଯୋଗ ସୃଷ୍ଟି ହେବାକୁ ଯାଉଛି। ମଙ୍ଗଳବାର ଦିନ ବୁଧ ଦିନ ୧୨ଟା ବାଜି ୧୨…
Read More...

ମହାଲକ୍ଷ୍ମୀ ରାଜଯୋଗ: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳିବ!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି ।  ଏହି କ୍ରମରେ ଶୁକ୍ର ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର-ବୃହସ୍ପତିଙ୍କ ମିଳନ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି…
Read More...

ଏସବୁ ରାଶିର ଭାଗ୍ୟ ବଦଳିବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ବର୍ତ୍ତମାନ ବୃଷ ରାଶିରେ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟର ଏବଂ ଆନନ୍ଦର କାରକ କୁହାଯାଉଥିବା ଶୁକ୍ର ବିରାଜମାନ ଥିବା ବେଳେ ସେହି ରାଶିରେ ଆସନ୍ତାକାଲି ସୂର୍ଯ୍ୟଦେବ ଚଳନ…
Read More...

ଏହି ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଗ୍ରହମାନଙ୍କର ଗତିବିଧି ପରିବର୍ତ୍ତନ ହେଲେ ସମସ୍ତ ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ। ୧୨ ଜୁନରେ ଶୁକ୍ର ମିଥୁନରେ ପ୍ରବେଶ କରିବେ। ଏହି ରାଶିରେ ୬ ଜୁଲାଇ ଶୁକ୍ର…
Read More...

ଶନି-ସୂର୍ଯ୍ୟଙ୍କ ମିଳନ, ଲାଭବାନ୍ ହେବେ ଏହି ସବୁ ରାଶି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନି ମହାରାଜଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟକ ମଣିଷଙ୍କୁ କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ସକାଳ ୬ଟା ୪୦ ମିନିଟ୍ ସମୟରେ ସୂର୍ଯ୍ୟଦେବ ଚଳନ…
Read More...

ଏଥର ସାବିତ୍ରୀରେ ମାହେନ୍ଦ୍ର ବେଳା : ଏହି ରାଶି ଉପରେ ବର୍ଷିବ ଲକ୍ଷ୍ମୀଙ୍କ କୃପା

ଏଥର ବଟ ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ ୬ ଜୁନ୍‌ରେ ପଡୁଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡୁଥିବା କୃଷ୍ଣ ପକ୍ଷ ଅମାବାସ୍ୟାରେ ବଟ ସାବିତ୍ରୀ ବ୍ରତ ରଖାଯାଏ । ତେବେ ଏହିଦିନ ଏଥର ଶନି ଜୟନ୍ତୀ ବି ପଡୁଥିବାରୁ ମାହେନ୍ଦ୍ର ବେଳା ପଡ଼ିଛି । ଯାହା ସ୍ବାମୀ…
Read More...

ଶୁକ୍ର ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଶୁକ୍ର ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ  ଜୁନ୍ ୧୨ ସକାଳ ୬ଟା ୩୭ ମିନିଟ୍ ସମୟରେ  ମିଥୁନ ରାଶିକୁ ଚଳନ କରିବେ। ଏବଂ ପରେ ଜୁଲାଇ ୭ରେ ମିଥୁନରୁ କର୍କଟ…
Read More...

ଏହି ୩ ରାଶି ଉପରେ ବର୍ଷିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଶନି ଦେବଙ୍କ ଆଶୀର୍ବାଦ ଯାହା ଉପରେ ପଡ଼େ, ତେବେ ସେ ତାଙ୍କୁ ଧନୀ କରିପାରେ। ବର୍ତ୍ତମାନ ପାଇଁ ଶନି କୁମ୍ଭ ରାଶିରେ ଅବସ୍ଥାନ କରିଛନ୍ତି। ଗତ ବର୍ଷ ଏହା କୁମ୍ଭରେ ଚଳନ କରିଥିଲେ ଯାହା ବର୍ତ୍ତମାନ ୨୦୨୫ରେ ସିଧାସଳଖ ମୀନକୁ ଚଳନ କରିବେ। ଏହି ବର୍ଷ ଶନି…
Read More...

ରାଜଯୋଗ: ଏହି ୩ ରାଶି ମାଲେମାଲ ହେବେ

ନବଗ୍ରହ ମଧ୍ୟରେ ଶୁକ୍ର, ଅନ୍ୟତମ ଶୁଭ ଗ୍ରହ। ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ, ପ୍ରେମ, ରତ୍ନ ଏବଂ ଅଳଙ୍କାର, କଳା (ନୃତ୍ୟ, ସଙ୍ଗୀତ, ଅଭିନୟ), ଅତର, ପ୍ରସାଧନ ସାମଗ୍ରୀ, ସୌନ୍ଦର୍ଯ୍ୟ, ପରିଷ୍କାରତା ସହିତ ଏହି ଗ୍ରହ ଜଡିତ। ସେମାନଙ୍କର ରାଶିର ପରିବର୍ତ୍ତନ ଏହି ସବୁ ଦିଗକୁ ପ୍ରଭାବିତ କରେ। ଜୁନ୍…
Read More...

ରୁଚକ୍ ରାଜଯୋଗ : ଭାଗ୍ୟବାନ୍ ହେବେ ଏହି ସବୁ ରାଶି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ରକ୍ତ, କ୍ରୋଧ, ସମ୍ପତ୍ତି ଓ ସାହାସର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ମେ ୩୧ ତାରିଖ ସକାଳ ୬ଟା ୪୫ ମିନିଟ୍ ସମୟରେ ବୃଷ ରାଶି ଛାଡି଼ ମୀନ ରାଶିକୁ ଚଳନ କରିବେ ମଙ୍ଗଳ। ଯେଉଁ ରାଶିରେ କି ପୂର୍ବରୁ ଛାୟାଗ୍ରହ କେତୁ ବିରାଜମାନ ଅଛନ୍ତି।…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy