Browsing Tag

bus accident

 ଓଭର ବ୍ରିଜ୍‌ରୁ ତଳକୁ ଖସିଲା ବସ୍, ୫ ମୃତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୧୬ ନମ୍ୱର ଜାତୀୟ ରାଜପଥ ନିକଟ ବାରବାଟିଠାରେ ଓଭରବ୍ରିଜରୁ ତଳକୁ ଖସି ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୫ଜଣ ମତ୍ୟୁବରଣ କରିଥିବାବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଏଥିସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ…
Read More...

ପାଣିକୋଇଲିରେବସ୍ ଦୁର୍ଘଟଣା, ୨୫ରୁ ଅଧିକ ଆହତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ଵରର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା କ୍ଷୀରଚୋରା ନାମକ ପାସେଞ୍ଜର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଏହି ବସ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବସ୍ ର ଚାଳକ ଓ…
Read More...

ମହାନଦୀ ବ୍ରିଜରେ ଝୁଲି ରହିଗଲା ବସ୍‌

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏହି ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଖସିପଡ଼ିବା…
Read More...

ଘାଟିରେ ଖସିପଡିଲା ବସ୍‌, ୧୭ ମୃତ ଓ ୨୨ ଜଣ ଯାତ୍ରୀ ଆହତ

ମେକ୍ସିକୋ: ଗୁରୁବାର ସକାଳେ ମେକ୍ସିକୋର ନୟାରିଟ୍ ରାଜ୍ୟରେ ଏକ ବସ୍ ଘାଟିରେ ଖସିପଡ଼ିବାରୁ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ୨୨ ଜଣଙ୍କ ଗୁରୁତର ଆହତ ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି । ରାଜ୍ୟ ଜନ ସୁରକ୍ଷା ଏଜେନ୍ସି କହିଛି ଯେ, ଉଦ୍ଧାରକାରୀ ଟିମ…
Read More...

ଚାଲିଗଲା ଡ୍ରାଇଭରଙ୍କ ଜୀବନ, ଭାରସାମ୍ୟ ହରାଇ ଲୋକଗହଳି ଭିତରକୁ ପଶିଲା ବସ୍‌, ଦେଖନ୍ତୁ ଭିଡିଓ

?????? : ??????????? ???????? ?? ?????? ??? ??????????? ?? ???????? ????? ???????? ?????? ???? ??? ?????? ???????? ???? ??????? ?????? ??? ???????? ??? ????????? ???????? ?????? ???? ??? ???? ????? ???????? ???? ???? ?????????? ? ??????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy