Browsing Tag

commissionrate police

ସରକାରଙ୍କ ପରାମର୍ଶ ପୋଲିସ ଲାଗି ପାଣିର ଗାର!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାରା ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପ୍ରାୟ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପାଖାପାଖି ୪୫ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର (ଏସଆରସି) ଟାଣ ଖରାକୁ ନବାହାରିବାକୁ…
Read More...

ଜେଲ୍ ଆଗରୁ ଗଞ୍ଜେଇ ବେପରୀକୁ ମାଡି ବସିଲା ପୁଲିସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜେଲରେ ଥିବା ସହଯୋଗୀଙ୍କୁ ଦେଖା କରିବାକୁ ଆସିଥିବା ବେଳେ ପୁଲିସ ଜଣେ ନିଶା ମାଫିଆକୁ ମାଡି ବସିଛି । କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ କୁଖ୍ୟାତ ଗଞ୍ଜେଇ ମାଫିଆ ରାହୁଲ ସେଠୀକୁ ଝାରପଡା ଜେଲ ସାମ୍ନାରୁ ଉଠାଇନେଇ ଗିରଫ କରିଛି । ତା’ ବିରୋଧରେ ଏକ…
Read More...

ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିବା ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଟେଲିଗ୍ରାମ ମାଧ୍ୟମରେ ଲୋକଙ୍କୁ ଠକୁଥିବା ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗକୁ କମିସନରେଟ ପୁଲିସ ଠାବ କରିଛି । ଗ୍ୟାଙ୍ଗର ୪ ଠକଙ୍କୁ ସାଇବର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ…
Read More...

ଡକାୟତ ଗ୍ୟାଙ୍ଗ ଠାବ: ୪ ଗିରଫ, ୧ କିଲୋ ସୁନା ଓ ୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ପରେ କମିଶନରେଟ ପୋଲିସକୁ ଏକ ବଡ ସଫଳତା ମିଳିିଛି । ୫ ଜିଲ୍ଲା ପୋଲିସର ମୋଷ୍ଟ୍ ୱାଣ୍ଟେଡ ଥିବା ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କ ସମେତ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…
Read More...

ୱାରେଣ୍ଟି ବୁଲୁଛି, ପୋଲିସ ଧରୁନି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏକ ଚେକ ବାଉନ୍ସ କେସ୍‌ରେ ଅଭିଯୁକ୍ତ ବିରୋଧରେ ହାଇକୋର୍ଟ ୱାରେଣ୍ଟ ଜାରି କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁନାହିଁ । ଥାନା ଆଖପାଖରେ ଅଭିଯୁକ୍ତ କ୍ରିଷ୍ଣା ରେଡ୍ଡି ବୁଲୁଥିଲେ ମଧ୍ୟ ପୋଲିସ ଆଖିରେ ସେ ଫେରାର ରହିଛି । ଏଭଳି ଅଭିଯୋଗ ଇନଫୋସିଟି ପୋଲିସ…
Read More...

ଗାଡି ଚେକିଂ ନାଁରେ ପକେଟ ଗରମ କରୁଛି ପୋଲିସ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପରାଧ ରୋକିବା ଓ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ପକ୍ଷରୁ ଗାଡି-ମୋଟର ଚେକିଂକୁ ଜୋରଦାର କରାଯାଉଛି । ପ୍ରତିଦିନ ବିଭିନ୍ନ ଥାନା ପକ୍ଷରୁ ପ୍ରାୟ ୫୦ରୁ ଅଧିକ ଗାଡିକୁ ଜବତ କରାଯାଇ କୋର୍ଟକୁ ପଠାଯାଉଛି । ମାତ୍ର ଏହି ଗାଡି ଚେକିଂ…
Read More...

ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ୍‌ସୁଗର କାରବାରରେ ସମ୍ପୃକ୍ତ ଥିବା ଦୁଇ ଯୁବତୀଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର କରିସ୍ମା ରାଉତ ।…
Read More...

ଖଣ୍ଡଗିରି ଯାତ୍ରା: ନିଜ ସ୍ୱାର୍ଥ ପାଇଁ ଡବଲ ସୋ’କୁ ଅନୁମତି ଦେଲା ପୋଲିସ?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖଣ୍ଡଗିରି ଯାତ୍ରା ମହାସମରକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ଚଳିତବର୍ଷ ଡବଲ ସୋ’କୁ ବାରଣ କରାଯାଇଥିଲା । କୁମ୍ଭମେଳା ପୂର୍ବରୁ ବିଭିନ୍ନ ଯାତ୍ରା କମିଟି ଓ ଯାତ୍ରା ପରିଚାଳନା କମିଟି ସହ ଭୁବନେଶ୍ୱର ପ୍ରଶାସନ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…
Read More...

ଖଣ୍ଡଗିରିରେ ଲୁଟେରାଙ୍କ ମେଳି, ମେଳାରୁ ଝାମ୍ପି ନେଉଛନ୍ତି ଚେନ୍ ଓ ମୋବାଇଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖଣ୍ଡଗିରି ଥାନା ଅଞ୍ଚଳରେ ଜମୁଛି ଏବେ ଲୁଟେରାଙ୍କ ମେଳି । ଦଳବଳ ସହ ଲୁଟେରା ଗ୍ୟାଙ୍ଗ ଥାନା ଚାରିପାଖରେ ପଇଁନ୍ତରା ମାରୁଛନ୍ତି । ସୁଯୋଗ ଦେଖି ଏହି ଗ୍ୟାଙ୍ଗ ଝାମ୍ପି ନେଉଛନ୍ତି ଚେନ୍ ଓ ମୋବାଇଲ ଫୋନ୍ । ଗତ ୪ଦିନ ଭିତରେ ଖଣ୍ଡଗିରି ଅଞ୍ଚଳରୁ ଡର୍ଜନେରୁ…
Read More...

ଲୁଟେରା ଆତଙ୍କ : ଝରକା ତାଡି ଲୁଟ୍ ଓ ଆପାର୍ଟମେଣ୍ଟରୁ ସିରିଜ ଚୋରି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ଏବେ ଲୁଟେରା ଗ୍ୟାଙ୍ଗ ମାତି ଉଠିଛନ୍ତି । ସୁଯୋଗ ପାଇଲେ ଝରକା ତାଡି ଘରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଉଛନ୍ତି । ଗତ କିଛିମାସ ହେଲା ରାଜଧାନୀ ଉପକଣ୍ଠରେ ଘନଘନ ଚୋରି ଓ ଲୁଟ୍ ଭଳି ଅପରାଧ ଘଟୁଥିବା ବେଳେ ଶନିବାର ରାତିରେ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy