Browsing Tag

congress

କଂଗ୍ରେସରେ ମିଶିଲେ ଦେବାଶିଷ ନାୟକ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେପି ଛାଡି ଏବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ସେ କଂଗ୍ରେସରେ…
Read More...

ଓଡ଼ିଶାକୁ ପାନ୍ ଚଳାଉଛନ୍ତି: ରାହୁଲ ଗାନ୍ଧୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଆଜି ସାଲେପୁରରେ ଅନୁଷ୍ଠିତ ସମାବେଶରେ ରାହୁଲ କହିଛନ୍ତି ଯେ, ନବୀନ ବାବୁ ପାଟନରସିପ୍ କରିଛନ୍ତି । ଆଦାନୀଙ୍କୁ ରାଜ୍ୟ ଦେଇଦେଇଛନ୍ତି । ରାଜ୍ୟକୁ ପାନ୍ ଅର୍ଥାତ…
Read More...

କଂଗ୍ରେସରୁ ସୁର ରାଉତରାୟ ୬ ବର୍ଷ ପାଇଁ ବହିଷ୍କୃତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ କଂଗ୍ରେସରୁ ସୁର ରାଉତରାୟଙ୍କୁ ବହିଷ୍କୃତ କରାଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା। ଏହି ଖବର ନେଇ ସୁର କହିଛନ୍ତି ‘ ମୁଁ ଏହି…
Read More...

୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପବିତ୍ର ପଣା ସଂକ୍ରାନ୍ତିରେ ଆଜି ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଗତକାଲି ଦଳ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା।ହେଲେ ଆଜି ୭୫ଟି ବିଧାନସଭା…
Read More...

୯ଟି ଆସନର ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି କଂଗ୍ରେସ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ୍, ଢେଙ୍କାନାଳରୁ ସସ୍ମିତା ବେହେରା, ପୁରୀରୁ ସୁଚରିତା ମହାନ୍ତି, ଯାଜପୁରରୁ ଅଞ୍ଚଳ ଦାସ,…
Read More...

ପଦ୍ମ ଛାଡ଼ି ହାତ ଧରିଲେ ସୋନାଲି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଂଗ୍ରେସର ନୀତି ଓ ଆଦର୍ଶ ଉପରେ ଆସ୍ଥା ପ୍ରକଟ୍ଟ କରି ପଦ୍ମ ଛାଡ଼ି ହାତ ଧରିଲେ ମହିଳା ନେତ୍ରୀ ସୋନାଲି ସାହୁ । ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଓ ଭାରତ ଯୋଡ଼ ନ୍ୟାୟ ଯାତ୍ରାବେଳେ ଅନୁପ୍ରାଣିତ ହୋଇ ଶ୍ରୀମତୀ ସାହୁ ବିଧିବଦ୍ଧ ଭାବରେ ପଦ୍ମ ଛାଡ଼ି ହାତ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy