Browsing Tag

Cricket World Cup 2023

ବିଶ୍ୱକପ୍ ୨୦୨୩ ଫାଇନାଲ୍ ଟିମ୍ ଇଣ୍ଡିଆ: ଭାରତୀୟ କ୍ରିକେଟ୍ ଦଳ ବିଶ୍ୱକପ୍ ୨୦୨୩ ର ଫାଇନାଲରେ ପହଞ୍ଚିି ଇତିହାସ ସୃଷ୍ଟି କରିଛି । ତୃତୀୟ ଥର ପାଇଁ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଜିତିବା ଠାରୁ ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ପାଦ ଦୂରରେ ରହିଛି । ଏହା ପୂର୍ବରୁ ୧୯୮୩ ଏବଂ ୨୦୧୧ରେ ବିଶ୍ୱକପ୍ ଜିତିଥିଲା । ଏବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଇତିହାସ ପୁଣି ଥରେ…
Read More...
ଗୋଟିଏ ବି ବଲ୍ ଖେଳିନାହାଁନ୍ତି , କି ରନ୍ ଆଉଟ୍ ବି ହେଇନାହାଁନ୍ତି । ହେଲେ ଅମ୍ପାୟାର ଦେଇଦେଲେ ଆଉଟ୍ । ଶନୂ ବଲରେ ଶୂନ ରନ୍ କରି ପ୍ୟାଭିଲିୟନ ଫେରିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମ୍ୟାଥୁସ୍ । ଆପଣଙ୍କୁ କଥାଟି ନିଶ୍ଚୟ ଅଜବ ଲାଗୁଥିବ । ଏମିତି ଆଉଟ୍ କେମିତି ହେଲା? କେମିତି ଆଞ୍ଜେଲୋ ମ୍ୟାଥୁସଙ୍କୁ ଆଉଟ୍ ଦେଇଦେଲେ ଅମ୍ପାୟାର? କ୍ରିକେଟ୍ ଇତିହାସରେ…
Read More...
କୋଲକାତା: କୋହଲିଙ୍କ ବିରାଟ ଶତକ ଏବଂ ରବିନ୍ଦ୍ର ଜାଡେଜାଙ୍କ ଯାଦୁକାରୀ ବୋଲିଂ ଯୋଗୁଁ ବିଶ୍ୱକପ୍‌ରେ ଭାରତର ଅପରାଜିତ ଅଭିଯାନ ଜାରି ରହିଛି । ଭାରତ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରି କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି । ଆଫ୍ରିକା ଆଗରେ ଭାରତ ୩୨୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକାର ଇନିଂସ ୨୭.୩ ଓଭରରେ ମାତ୍ର ୮୩ ରନରେ…
Read More...
ନୂଆଦିଲ୍ଲୀ: ଆଜି ବିଶ୍ୱକପ୍‌ରେ ଇଣ୍ଡିଆ ବନାମ ବାଂଲାଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିବା ପରେ ରୋହିତଙ୍କ ଟିମ ଗୁରୁବାର ବାଂଲାଦେଶକୁ ଭେଟିବ । ଆଇସିସି ବିଶ୍ୱକପ୍ ୨୦୨୩ ର ୧୭ ତମ ମ୍ୟାଚ୍‌ରେ ଆର ଅଶ୍ୱିନୀ ପ୍ଲେଇଙ୍ଗ ଏକାଦଶକୁ ଫେରିପାରନ୍ତି । ଲଗାତାର ତିନିଟି ବିଜୟ ପଞ୍ଜିକରଣ କରିବା ପରେ ଟିମ୍ ଇଣ୍ଡିଆର ମନୋବଳ ଅଧିକ…
Read More...
ନୂଆଦିଲ୍ଲୀ: କ୍ୟାପଟେନ୍ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ଭାରତ ଆଫଗାନିସ୍ତାନକୁ ୮ୱକେଟରେ ପରାସ୍ତ କରି ବିଜୟଧାରାକୁ ଜାରି ରଖିଛି । ଏହି ବିଜୟ ସହିତ ଭାରତ ବିଶ୍ୱକପର ଲଗାତାର ଦ୍ୱାତୀୟ ମ୍ୟାଚକୁ ଜିତି ନେଇଛି । କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ଧୂଆଁଧାର ଇନିଂସ ଖେଳିଥିଲେ । ରୋହିତ ମାତ୍ର ୮୪ ବଲରେ ୧୩୧ ରନର ଏକ ଇନିଂସ ଖେଳିଛନ୍ତି । ଏହା ବ୍ୟତୀତ…
Read More...
ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ବୋଲରଙ୍କ ଦ୍ୱାରା ଝଡ଼ ଆରମ୍ଭ ହେବା ପରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ଚମତ୍କାର ଇନିଂସ ଖେଳି ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ । ୨୦୦ ରନ୍ ପିଛା କରୁଥିବା ଭାରତକୁ ଅଷ୍ଟ୍ରେଲିଆର ବୋଲରମାନେ ଝଟକା ଦେଇଥିଲେ । ମାତ୍ର ଦୁଇଟି ରନ୍‌ରେ ଭାରତ ତିନୋଟି ୱିକେଟ୍ ହରାଇଥିଲା । ଏହା ପରେ କିଙ୍ଗ କୋହଲି ୮୫ ରନର…
Read More...
ନୂଆଦିଲ୍ଲୀ,: ଭାରତୀୟ ଦଳ ଏସିଆ କପ୍ ୨୦୨୩ ଟାଇଟଲ୍ ଜିତିବା ପରେ ଅନେକ ଭେଟେରାନ୍ ଖେଳାଳି ଭାରତର ପ୍ରଦର୍ଶନକୁ ପ୍ରଶଂସା କରୁଛନ୍ତି । କିଛି ସମୟ ପୂର୍ବରୁ ରୋହିତ ଶର୍ମାଙ୍କ ବ୍ରିଗେଡକୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ଏସିଆ କପ୍‌ର ଚାମ୍ପିୟନ ହେବା ପରେ ଟିମ୍ ଇଣ୍ଡିଆକୁ ସବୁ ସ୍ଥାନରେ ପ୍ରଶଂସା କରାଯାଉଛି । ଟାଇଟଲ୍ ଜିତିବା ପରେ ପୂର୍ବତନ ଭାରତୀୟ…
Read More...
ନୂଆଦିଲ୍ଲୀ,: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ ଦ୍ରୁତ ବୋଲର ୱାସିମ ଆକ୍ରାମ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଆଗାମୀ ବିଶ୍ୱକପରେ ଦଳର ମୁଖ୍ୟ ଅସ୍ତ୍ର ବୋଲି କହିଛନ୍ତି । ଏସିଆ କପ୍ ୨୦୨୩ ଫାଇନାଲରେ ହାଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂରେ ୱାସିମ ଆକ୍ରାମ ବହୁତ ପ୍ରଭାବିତ ହୋଇଥିଲେ । କଲମ୍ବୋସ୍ଥିତ ଆର…
Read More...
ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ପ୍ରାୟ ଦେଢ଼ ବର୍ଷ ପରେ ଆର ଅଶ୍ୱିନ ଟିମ୍ ଇଣ୍ଡିଆର ଦିନିକିଆ ଦଳକୁ ଫେରିଛନ୍ତି । ଏହା ସହ ଅଶ୍ୱିନଙ୍କ ବିଶ୍ୱକପରେ ଖେଳିବାର ସମ୍ଭାବନା ମଧ୍ୟ ବଢିଛି । ଏଥି ସହିତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏହି ସିରିଜର ପ୍ରଥମ୨ ମ୍ୟାଚ୍ ରେ ଦଳର ନେତୃତ୍ୱ ନେବେ । ଏହିପରି…
Read More...
ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଅନୁଭବ କରିଛନ୍ତି ଯେ ତାଙ୍କ ପିଠିରେ ଆଘାତ ଯୋଗୁଁ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ବିଶ୍ୱକପ୍ ୨୦୨୩ ଦଳରେ ଯୋଗ ଦେଇ ପାରିବେ ନାହିଁ । ଆହତ କାରଣରୁ ଦୀର୍ଘ ସମୟ ଧରି ଦଳ ବାହାରେ ରହିବା ପରେ ଆୟର ଏସିଆ କପରେ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଦୁଇଟି ମ୍ୟାଚ୍ ଖେଳିବା ପରେ ସେ ପୁଣି ପିଠିରେ ଯନ୍ତ୍ରଣା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy