Browsing Tag

crime branch

ଯାଜପୁରରୁ ଧରାପଡିଲା କାଶ୍ମୀର ଆତଙ୍କବାଦୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘଦିନ ହେଲା ପୁଲିସକୁ ଚକ୍‌ମା ଦେଇ ଲୁଚି ବୁଲୁଥିବା କାଶ୍ମୀର ଆତଙ୍କବାଦୀ ସୟଦ ଇସାନ ବୁଖାରୀକୁ ବ୍ରାଇମବ୍ରାଞ୍ଚର ଏସଟିଏଫ କାବୁ କରିବାରେ ସକ୍ଷମ ହୋଇଛି । ଯାଜପୁର ଜିଲ୍ଲା ନେଉଳପୁରରୁ ଏସଟିଏଫ ତାକୁ ଗିରଫ କରିଥିବା ବେଳେ ତା’ ନିକଟରୁ ଅନେକଗୁଡିଏ…
Read More...

କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ, ପୋଲିସ ଜଳକା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସକୁ ଚକମା ଦେଇ ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ବିଚାରାଧୀନ କଏଦୀ ଚମ୍ପଟ ମାରିଛି । ଚୋରି ମାମଲାରେ ଗିରଫ ହୋଇ କୋର୍ଟକୁ ହାଜର ପାଇଁ ଆସିଥିବା ବେଳେ ଅଭିଯୁକ୍ତ ଖସି ପଳାଇଯାଇଛି । ପରିସ୍ରା ଯିବ ବୋଲି କହି ସେ ଚମ୍ପଟ ମାରିଥିବା ଜଣାପଡିଛି । ଫେରାର…
Read More...

ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର,(ରିପୋଟର୍ସ ପେନ) : କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଟିମ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ଶରତ ଦେ ଓରଫ କାଳିଆ । ପୁଲିସ ତା ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ତା’ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ…
Read More...

ଦୁଇ ଫେରାର ବ୍ରାଉନସୁଗାର ବେପାରୀ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘଦିନ ହେଲା ପୁଲିସ ଆଖିରେ ଧୂଳି ଦେଇ ଖସି ବୁଲୁଥିବା ଦୁଇ ନିଶା ମାଫିଆଙ୍କୁ ଏସ୍‌ଟିଏଫ କାବୁ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପିପିଲି ଦାନଗୋହିରିର ମହମ୍ମଦ ସଦାମ ଓ ନୟାଗଡ ଫତେଗଡର ଚିତ୍ତରଂଜନ ବେହେରା । ଏସଟିଏଫ ଏମାନଙ୍କ ଠାରୁ ଟଙ୍କା, ବନ୍ଧୁକ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy