Browsing Tag

crime news

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଜଣେ ନିଶା ବେପାରିକୁ ଗିରଫ କରିଛି । ଏସଟିଏଫଳ ପକ୍ଷରୁ କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ କଳିବିରି ପୋଲ ନିକଟରେ ଚଢାଉ ବେଳେ ଯୁବକଙ୍କ ଠାରୁ ୧ କିଲୋଗ୍ରାମରୁ ଅଧିକ ଓଜନର ବ୍ରାଉନ୍‌ସୁଗାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ସୂର୍ଯ୍ୟକାନ୍ତ ମନ୍ତ୍ରୀ (୩୨) ।…
Read More...
ଭୁବନେଶ୍ୱର/ଜଟଣୀ, (ରିପୋଟର୍ସ ପେନ୍‌): ରାଜଧାନୀ ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ପଶି ଜଣେ ନାବାଳକଙ୍କୁ ଛୁରା ମାଡ କରାଯାଇଛି । ଅଜଣା ଯୁବକର ଛୁରା ମାଡରେ ନାବାଳକ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଜଟଣା ଥାନା ବେଣାପଞ୍ଜରୀ ଗାଁର ଶିକ୍ଷକ ମନୋଜ ପାଲଟାସିଂଙ୍କ ପୁଅ ଶୁଭମ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସକୁ ଚକମା ଦେଇ ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ବିଚାରାଧୀନ କଏଦୀ ଚମ୍ପଟ ମାରିଛି । ଚୋରି ମାମଲାରେ ଗିରଫ ହୋଇ କୋର୍ଟକୁ ହାଜର ପାଇଁ ଆସିଥିବା ବେଳେ ଅଭିଯୁକ୍ତ ଖସି ପଳାଇଯାଇଛି । ପରିସ୍ରା ଯିବ ବୋଲି କହି ସେ ଚମ୍ପଟ ମାରିଥିବା ଜଣାପଡିଛି । ଫେରାର ଅଭିଯୁକ୍ତ ଜଣକ ପ୍ରଶାନ୍ତ ଘଡୋଇ ସେ ଅନୁଗୁଳରୁ ଭୁବନେଶ୍ୱରକୁ…
Read More...
ଭୁବନେଶ୍ୱର,(ରିପୋଟର୍ସ ପେନ) : କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଟିମ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ଶରତ ଦେ ଓରଫ କାଳିଆ । ପୁଲିସ ତା ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ତା’ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ସୂଚନା ଅନୁସାରେ, ବେଶ କିଛିଦିନ ଓଡ଼ିଶାରେ ଆନ୍ତଃରାଜ୍ୟ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜମି ଦେବା ନାଁରେ ୪କୋଟି ଟଙ୍କା ଠକି ନେବା ଅଭିଯୋଗରେ ବଡଗଡ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ପୋଲସରାର କେ. ଭୁବନମୋହନ ପାତ୍ର ଓ କେ. ପ୍ରତ୍ୟୁଷାଦେବୀ ପାତ୍ର । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଅଳଙ୍କାର…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱର ଓ ଆଖାପାଖ ଅଞ୍ଚଳରୁ ଅପରାଧକୁ ସମୂଳେ ବିନାଶ କରିବାକୁ କମିଶନରେଟ ପୋଲିସ ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ ଗଠନ କରିଥିଲା । ଏହି ଟିମ ବିଭିନ୍ନ ବଡବଡ ଅପରାଧ ଉପରେ ନଜର ରଖି ଅପରାଧୀଙ୍କୁ ବେକାବୁ କରିବାରେ ସକ୍ଷମ ହେଉଛି । ଏହି କ୍ରମରେ ଆଜି ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ ଏକ ନିଶା ମାଫିଆ ଗ୍ୟାଙ୍ଗକୁ କାବୁ କରିଛି…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଶହେ କୋଟି ଟଙ୍କା ଠକେଇ ଅଭିୋଗରେ ଜଣେ ଚାଇନା ନାଗରିଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର । କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପୁଲିସ(ଇଓଡବ୍ଲ୍ୟୁ)ର ଅନୁରୋଧ କ୍ରମେ ଗ୍ରୃହରାଷ୍ଟ୍ର ବିଭାଗର ବ୍ୟୁରୋ ଅଫ୍ ଇମିଗ୍ରେସନ୍ ପକ୍ଷରୁ ଏହି ଲୁକ୍ ଆଉଟ୍ ସର୍କୁଲାର ଯାରି କର।।ଇଛି । ସମ୍ପୃକ୍ତ ଚାଇନା ନାଗରିକ ଜଣଙ୍କ…
Read More...
?????????, (???????? ?????): ????????? ???? ?????? ??????? ?????? ??????????? ? ??????? ???? ??????? ??? ?????? ??? ?? ?????? ????? ????? ???????? ? ??????????? ???? ????? ??? ????? ??????? ??????????? ?? ???? ?????? ???????? ???? ???????? ? ????? ????? ????? ????? ????? ? …
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy