Browsing Tag

cyber crime

ସାବଧାନ! ପାକିସ୍ତାନରୁ ଆସୁଛି ଫେକ୍ କଲ୍‌, ପୋଲିସ ସତର୍କ କଲା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୁନିଆଁ ଟେକ୍ନୋଲୋଜୀରେ ଯେତିକି ଆଗକୁ ଯାଉଛି, ସାଇବର ଅପରାଧୀମାନେ ସେତିକି ସକ୍ରିୟ ହେଉଛନ୍ତି । ଅନଲାଇନରେ ବିଭିନ୍ନ ପ୍ରକାର ଫେକ୍ କଲ୍‌, ଫେକ ଲିଙ୍କ୍ ପଠାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି । ଏବେ କିଛିଦିନ ହେଲା ପାକିସ୍ତାନରୁ ଫେକ୍…
Read More...

ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିବା ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଟେଲିଗ୍ରାମ ମାଧ୍ୟମରେ ଲୋକଙ୍କୁ ଠକୁଥିବା ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗକୁ କମିସନରେଟ ପୁଲିସ ଠାବ କରିଛି । ଗ୍ୟାଙ୍ଗର ୪ ଠକଙ୍କୁ ସାଇବର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ…
Read More...

ସ୍ତ୍ରୀ ନାଁରେ ଫୋଫାଇଲ ଖୋଲି ୩ଲକ୍ଷ ଠକିନେଲା ସ୍ୱାମୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମାଟ୍ରିମୋନି ସାଇଟରେ ନିଜ ସ୍ତ୍ରୀ ନାଁରେ ଏକ ଆକାଉଣ୍ଟ ଖୋଲି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଜଣେ ଠକକୁ ସାଇବର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପୁରୀ ଭାତକୁଡି ଗାଁର ନୃସିଂହ ବିଶ୍ୱାଳ । ପୁଲିସ ତା ବିରୋଧରେ ଏକ ମାମଲା ରୁଜୁ…
Read More...

ଠିକାଦାରଙ୍କୁ ଠକି ନକଲି ଭିଜିଲାନ୍ସ ଏସ୍‌ପି ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିଜକୁ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ ଜଣେ ଠିକାଦାରଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଠକି ନେବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ଆପକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର ମନୋଜ କୁମାର ମାଝୀ । ପୁଲିସ ତାଙ୍କ ବିରୋଧରେ…
Read More...

କ୍ରେଡିଟ୍ କାର୍ଡ ଠକେଇ: ବ୍ୟାଙ୍କ ଓ ହସ୍‌ପିଟାଲ କର୍ମଚାରୀ ସହ ୬ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜିର ଡିଜିଟାଲ ଯୁଗରେ ସାଇବର ଠକ ସକ୍ରିୟ ଥିବା ବେଳେ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି । ଏହିକ୍ରମରେ ଏବେ କ୍ରେଡିଟ୍ କାର୍ଡ ମାଧ୍ୟମରେ ୮କୋଟିରୁ ଅଧିକ ଟଙ୍କା ଠକେଇ କରିବା ଓ ଏଥିରେ ଘରୋଇ ହସପିଟାଲ ସାମିଲ ହେବା…
Read More...

ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କଲା ସାଇବର ସୁରକ୍ଷା ରଥ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜିଠାରୁ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି। 'ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ' ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବାର୍ତ୍ତାକୁ…
Read More...

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ…
Read More...

ଆଜିର ସମୟରେ ସାଇବର ଅପରାଧ ବ୍ଲାକମେଲିଂର ମାଧ୍ୟମ :ଡିଜିପି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଧୁନିକ ଦୁନିଆରେ ସାଇବର କ୍ରାଇମ ଏକ ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି । ଏହାକୁ ପ୍ରତିହିତ କରିବା ଲାଗି ସଚେତନତା ହିଁ ଏକମାତ୍ର ମାଧ୍ୟମ । ଯେହେତୁ ସାଇବର ଅପରାଧ ବ୍ଲାକମେଲିଂର ଏକ ମାଧ୍ୟମ ବର୍ତ୍ତମାନ ସମୟରେ ପାଲଟିଛି, ତେଣୁ ଏହାକୁ ପ୍ରତିହିତ କରିବାର…
Read More...

ପ୍ରେମିକା ସାଜି ଠକିନେଲା ସାଇବର ଠକ: ଜଣେ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ହନିଟ୍ରାପରେ ଫସାଇ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବ୍ରହ୍ମପୁର ସଦରର ଶ୍ରୀଧର ମହାରଣା । ପୁଲିସ ତା ବିରୋଧରେ ଏକ ମାମଲା ରୁଜୁ କରି…
Read More...

ଇ-ଚାଲଣ ମାଧ୍ୟମରେ ହେଉଛି ସ୍କାମ: ଗୋଟିଏ କ୍ଲିକରେ ଆକାଉଣ୍ଟ ହେଉଛି ସଫା!

ନୂଆଦିଲ୍ଲୀ,: ଏବେ ଆଧୁନିକ ଯୁଗରେ ଟେକ୍ନୋଲୋଜିର ଅଗ୍ରଗତି ଆମ ଜୀବନକୁ ସହଜ କକରିଥିବା ବେଳେ କେତେକ ସମସ୍ୟା ମଧ୍ୟ ଚିନ୍ତା ବଢାଇଦେଇଛି । ସାଇବର ଠକମାନେ ଏକ ନୂଆ ସ୍କାମ ସହିତ ଠକେଇ କରିବାର ଏକ ଉପାୟ ପାଇଛନ୍ତି । ତାହା ହେଉଛି ଇ-ଚାଲଣ ମାଧ୍ୟମରେ ଠକେଇ । ବାସ୍ତବରେ, ଏହି ସ୍କାମରମାନେ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy