Browsing Tag

cyber police station

ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିବା ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଟେଲିଗ୍ରାମ ମାଧ୍ୟମରେ ଲୋକଙ୍କୁ ଠକୁଥିବା ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗକୁ କମିସନରେଟ ପୁଲିସ ଠାବ କରିଛି । ଗ୍ୟାଙ୍ଗର ୪ ଠକଙ୍କୁ ସାଇବର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ…
Read More...

ସ୍ତ୍ରୀ ନାଁରେ ଫୋଫାଇଲ ଖୋଲି ୩ଲକ୍ଷ ଠକିନେଲା ସ୍ୱାମୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମାଟ୍ରିମୋନି ସାଇଟରେ ନିଜ ସ୍ତ୍ରୀ ନାଁରେ ଏକ ଆକାଉଣ୍ଟ ଖୋଲି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଜଣେ ଠକକୁ ସାଇବର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପୁରୀ ଭାତକୁଡି ଗାଁର ନୃସିଂହ ବିଶ୍ୱାଳ । ପୁଲିସ ତା ବିରୋଧରେ ଏକ ମାମଲା ରୁଜୁ…
Read More...

ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କଲା ସାଇବର ସୁରକ୍ଷା ରଥ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜିଠାରୁ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି। 'ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ' ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବାର୍ତ୍ତାକୁ…
Read More...

ଆଜିର ସମୟରେ ସାଇବର ଅପରାଧ ବ୍ଲାକମେଲିଂର ମାଧ୍ୟମ :ଡିଜିପି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଧୁନିକ ଦୁନିଆରେ ସାଇବର କ୍ରାଇମ ଏକ ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି । ଏହାକୁ ପ୍ରତିହିତ କରିବା ଲାଗି ସଚେତନତା ହିଁ ଏକମାତ୍ର ମାଧ୍ୟମ । ଯେହେତୁ ସାଇବର ଅପରାଧ ବ୍ଲାକମେଲିଂର ଏକ ମାଧ୍ୟମ ବର୍ତ୍ତମାନ ସମୟରେ ପାଲଟିଛି, ତେଣୁ ଏହାକୁ ପ୍ରତିହିତ କରିବାର…
Read More...

ସ୍ଥାଣୁ ପାଲଟିଛି ସାଇବର ଥାନା, ଅଭିଯୋଗ ଡଷ୍ଟବିନ୍‌ରେ ପଡୁଛି?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦେଶ ଯେତେ ଡିଜିଟାଇଜେସନ ଆଡକୁ ଗତି କରୁଛି, ସେହି ଅନୁପାତରେ ସାଇବର ଅପରାଧୀମାନେ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି । ଏହିକ୍ରମରେ ଦିନକୁ ଦିନ ସହରରେ ସାଇବର ଅପରଧ ମାମଲା ବଢିବାରୁ କମିଶନରେଟ ପୋଲିସ ପକ୍ଷରୁ ଏକ ସାଇବର ଓି୍ୱଙ୍ଗ ଗଠନ କରାଯାଇଥିଲା । ଡିସିପିଙ୍କ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy