Browsing Tag

cyclone in odisha

ବାତ୍ୟା ମିଗଜୋମ୍, ଓଡିଶାର ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଅମରାବତୀ: ଭୟଙ୍କର ହେଉଛି ବାତ୍ୟା ମିଗଜୋମ୍। ଆନ୍ଧ୍ରରେ କରିବ ଲ୍ୟାଣ୍ଡଫଲ । ସଜାଗ ରହିଛି ଓଡ଼ିଶା । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟକୁ ଅରେଞ୍ଜ ଆଲର୍ଟ। ୭୦ ରୁ ୨୦୦ ମିଲିମିଟର ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର…
Read More...

ମାଡି଼ ଆସୁଛି ବାତ୍ୟା , ଜାଣନ୍ତୁ ଏହାର ପ୍ରଭାବ?

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ଆସନ୍ତାକାଲି ଏହା ଗଭୀର ଅବପାତର ରୂପ ନେବ। ଫଳରେ ଏହି ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ଆସନ୍ତା ଡିସେମ୍ବର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା…
Read More...

ବାତ୍ୟା ଆଶଙ୍କା : ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଵଙ୍ଗୋପସାଗରରେ ଆଗକୁ ବଢୁଛି ସକ୍ରିୟ ସୁଦୃଶ୍ୟ ଲଘୁଚାପ । ଆଜି ସୃଷ୍ଟି ହୋଇଛି ୱେଲ ମାର୍କଡ ଲୋ ପ୍ରେସର । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆଗକୁ ବଢୁଛି । ଆହୁରି ଘନୀଭୂତ ହେବ ସୁଦୃଶ୍ୟ ଲଘୁଚାପ ।…
Read More...

ପାରାଦ୍ୱୀପ ଠାରୁ ୪୦୦ କି,ମି ଦୂରରେ ବାତ୍ୟା ‘ହାମୁନ’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ‘ହାମୁନ’ ଆଗାମୀ ୧୫ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରି ଆଜି ସକାଳ ପର୍ଯ୍ୟନ୍ତ ପାରାଦୀପର ଦକ୍ଷିଣକୁ ୪୦୦ କିମି, ପଶ୍ଚିମବଙ୍ଗ ଦୀଘାର…
Read More...

ଅକ୍ଟୋବରରେ ହୋଇପାରେ ବାତ୍ୟା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଅକ୍ଟୋବରରେ ବାତ୍ୟା ସମ୍ଭାବନା । ଆଇଏମଡି ଦ୍ବାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ,…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy