Browsing Tag

cyclone

ଅମରାବତୀ: ଭୟଙ୍କର ହେଉଛି ବାତ୍ୟା ମିଗଜୋମ୍। ଆନ୍ଧ୍ରରେ କରିବ ଲ୍ୟାଣ୍ଡଫଲ । ସଜାଗ ରହିଛି ଓଡ଼ିଶା । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟକୁ ଅରେଞ୍ଜ ଆଲର୍ଟ। ୭୦ ରୁ ୨୦୦ ମିଲିମିଟର ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ବହିବ ପବନ। କ୍ଷତିଗ୍ରସ୍ତ ହେବ ଅମଳ ଉପଯୋଗୀ ଧାନ। ଏସ୍ଆରସିଙ୍କ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ଆସନ୍ତାକାଲି ଏହା ଗଭୀର ଅବପାତର ରୂପ ନେବ। ଫଳରେ ଏହି ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ଆସନ୍ତା ଡିସେମ୍ବର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୬ ତାରିଖରେ ଖାସ୍ କରି ଉତ୍ତର ଉପକୂଳ ଜିଲ୍ଲାରେ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଵଙ୍ଗୋପସାଗରରେ ଆଗକୁ ବଢୁଛି ସକ୍ରିୟ ସୁଦୃଶ୍ୟ ଲଘୁଚାପ । ଆଜି ସୃଷ୍ଟି ହୋଇଛି ୱେଲ ମାର୍କଡ ଲୋ ପ୍ରେସର । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆଗକୁ ବଢୁଛି । ଆହୁରି ଘନୀଭୂତ ହେବ ସୁଦୃଶ୍ୟ ଲଘୁଚାପ । କାଲି ସୁଦ୍ଧା ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାପରେ…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ‘ହାମୁନ’ ଆଗାମୀ ୧୫ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରି ଆଜି ସକାଳ ପର୍ଯ୍ୟନ୍ତ ପାରାଦୀପର ଦକ୍ଷିଣକୁ ୪୦୦ କିମି, ପଶ୍ଚିମବଙ୍ଗ ଦୀଘାର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୭୦ କିମି ଓ ବାଂଲାଦେଶର ଖେପୁପରାର ଦକ୍ଷିଣ-ଦକ୍ଷିଣ…
Read More...
ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ କ୍ରମଶଃ ଘନିଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି । ଏହା ଅକ୍ଟୋବର ୨୨ ସୁଦ୍ଧା ଏହା ଏକ ବଡ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି । ଏହି ବାତ୍ୟାର ନାଁ ‘ତେଜ୍‌’ ରଖାଯାଇଛି । ଅକ୍ଟୋବର ୨୫ ଦିନ ସକାଳେ ଆର ଗାଇଡା (ୟେମେନ) ଏବଂ ସାଲାଲା (ଓମାନ) ମଧ୍ୟରେ ଆରବ ସାଗର ଉପରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି । ସତର୍କ ସୂଚନା…
Read More...
ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଅକ୍ଟୋବରରେ ବାତ୍ୟା ସମ୍ଭାବନା । ଆଇଏମଡି ଦ୍ବାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ…
Read More...
ୱାଶିଂଟନ୍‌,: ଝଡ଼ ତୋଫାନକୁ ଦୃଷ୍ଟିରେ ରଖି ଆମେରିକାରେ ହାଇ ଆଲର୍ଟ ଜାରି କରାଯାଇଛି । ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ରିପୋର୍ଟ କରିଛି ଯେ ବାତ୍ୟା ଲି’ ପୁଏଟେରିକୋର ଉତ୍ତର ଦିଗକୁ ଗତି କରୁଛି । ସେ କହିଛନ୍ତି ଯେ ଏହି ଝଡ଼ ଯୋଗୁଁ ପରିସ୍ଥିତି ଚିନ୍ତାଜନକ ହୋଇପଡିଛି । ଆମେରିକାର ପୂର୍ବ ତଟରେ ଏକ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ । …
Read More...
ରୋଡ ଦ୍ୱୀପ,: ଯୁକ୍ତରାଷ୍ଟ୍ରର ଉତ୍ତର-ପୂର୍ବର ରୋଡ ଆଇଲ୍ୟାଣ୍ଡର ନ୍ୟୁ ଇଂଲଣ୍ଡ ରାଜ୍ୟରେ ପ୍ରବଳ ବର୍ଷା ଓ ଝଡ ଜାରି ରହିଛି । ପ୍ରବଳ ବର୍ଷା ଏବଂ ଘୂର୍ଣ୍ଣିବଳୟ ଶୁକ୍ରବାର ସକାଳେ (ଅଗଷ୍ଟ ୧୮) ଅନେକ ଧନଜୀବନ ନଷ୍ଟ ହୋଇଛି । ଘୂର୍ଣ୍ଣିଝଡରେ ଏକାଧିକ ଘର ନଷ୍ଟ ହୋଇଥିବା ବେଳେ ରାସ୍ତାଘାଟରେ ବୁଡ଼ି ଯାଇଛି ଏବଂ ବଡବଡ ଗଛ ଉପୁଡ଼ି ପଡିଛି । ସେପଟେ କୌଣସି ମୃୃତାହତର…
Read More...
ୱାଶିଂଟନ୍‌: ଆମେରିକାର ପୂର୍ବ ଭାଗରେ ସୋମବାର ଭୟଙ୍କର ବାତ୍ୟା ମାଡ ହୋଇଛି । ଏହି ବାତାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଖବରକାଗଜ ଏବଂ ସମ୍ବାଦ ପ୍ରସାରଣ କମ୍ପାନୀ ୟୁଏସଏ ଟୁଡେ ଏହି ସୂଚନା ଦେଇଛି । ପୂର୍ବ ଆମେରିକାର ଝଡ଼ ଯୋଗୁଁ ୧.୧ ମିଲିୟନରୁ ଅଧିକ ଲୋକ ଅନ୍ଧାରରେ ରହିଛନ୍ତି । ପ୍ରବଳ ପବନ ଏହି ଅଞ୍ଚଳକୁ ଧକ୍କା ଦେଇଥିଲା ଏବଂ ବ୍ୟାପକ କୁଆପଥର ମାଡ…
Read More...
?????????: ????????? ?? ‘?????????’?? ??? ??????? ????? ????? ????? ???? ????????? ? ??????? ? ??????????? ???????????? ??????? ??? ??????? ??????? ?????????? ???????? ? ??? ?????? ?????? ???? ????? ??????? ?????????? ???? ???? ???? ??????? ??? ???????? ? ??????? ??????????? ??????? ????????? ??…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy