Browsing Tag

dakayat

ଡକାୟତ ଗ୍ୟାଙ୍ଗ ଠାବ: ୪ ଗିରଫ, ୧ କିଲୋ ସୁନା ଓ ୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ପରେ କମିଶନରେଟ ପୋଲିସକୁ ଏକ ବଡ ସଫଳତା ମିଳିିଛି । ୫ ଜିଲ୍ଲା ପୋଲିସର ମୋଷ୍ଟ୍ ୱାଣ୍ଟେଡ ଥିବା ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କ ସମେତ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…
Read More...

ନିଦ ହଜାଇଲାଣି ଲୁଟେରା ଗ୍ୟାଙ୍ଗ,ଏକ୍ସ-ଡିଜିଙ୍କୁ ବି ଛାଡିଲେନି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱର ଓ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କରାଜ ଜାରି ରହିଛି । ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ ହେଉଛି । ସେ ଘର ହେଉ ଅବା ଆପାର୍ଟମେଣ୍ଟଲୁଟେରା ଗ୍ୟାଙ୍ଗ ନିମିଷକେ ଭିତରେ ପଶି କଳାକନା ବୁଲାଇଦେଉଛନ୍ତି ।…
Read More...

ରାଜଧାନୀରେ ଚାଞ୍ଚଲ୍ୟ: ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ସର୍ବସ୍ୱ ଲୁଟିନେଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କମିଶନରେଟ ପୋଲିସକୁ ଅପରାଧୀଙ୍କ ଖୋଲାଚାଲେଞ୍ଜ । ଦିନ ହେବା ଅବା ରାତି ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ବିଶେଷ କରି ଗତକିଛିଦିନ ହେଲା ଲୁଟେରା ଓ ଡକାୟତଙ୍କ ଉତ୍ପାତ ପୋଲିସର ନିଦ ହଜାଇ ଦେଇଛି । ଗତ…
Read More...

ଗୋଟି ଗୋଟି କରି ଗୋଟାଇଲେ, ଡକାୟତ ସଜାଇଲେ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୂଜା ପୂର୍ବରୁ କମିଶନରେଟ ପୋଲିସ ପେଶାଦାର ଅପରାଧୀଙ୍କୁ ଚିହ୍ନଟ କରି ଗିରଫଦାରୀ ପ୍ରକ୍ରିୟା ଆରମ୍ଭ କରିଛି । ଏହିକ୍ରମରେ ପ୍ରତ୍ୟେକ ଥାନା ଅଞ୍ଚଳରେ ଥିବା ଅପରାଧୀଙ୍କୁ ଠାବ କରାଯାଉଛି । ଏହି ଅପରାଧୀଙ୍କୁ ୧୧୦ ଧାରାରେ ଗିରଫ କରି କୋର୍ଟ ଚାଲାଣ କରିବାର…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy