Browsing Tag

dengu

ରାଜଧାନୀରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ, ଲୋକେ ଭୟଭୀତ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ସ୍ଥିତି ଏପରି ହୋଇଛି ଯେ, ହସପିଟାଲରେ ରୋଗୀଙ୍କ ଚିକିତ୍ସା ଲାଗି ବେଡ ମିଳୁନି । ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୩ଶହ ପାର କରିଥିବା ବେଳେ ସରକାରଙ୍କ ଚିନ୍ତା…
Read More...

ଡେଙ୍ଗୁକୁ ରୋକିବା ପାଇଁ ଏହାକୁ ବ୍ୟବହାର କରନ୍ତୁ, ପ୍ଲେଟଲେଟ୍ କମିବ ନାହିଁ

ଡେଙ୍ଗୁ ଟିପ୍ସ: ଆଜିକାଲି ଦେଶରେ ଡେଙ୍ଗୁ ଜ୍ୱରରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୁଏ, ଯେତେବେଳେ ଏହି ମଶା ଜଣକୁ କାମୁଡିଥାଏ, ଡେଙ୍ଗୁ ଜୀବାଣୁ ମଧ୍ୟ ରକ୍ତ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ । ଏହି ରୋଗ ହେତୁ ପ୍ରତିବର୍ଷ…
Read More...

ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମ୍‌ସି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଯଦି ଘରେ ବା ଘର ଆଖପାଖରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ଅଥବା ଡେଙ୍ଗୁ ମଶା ଦେଖିବାକୁ ମିଳେ ତେବେ ହଜାରେ ଟଙ୍କା | ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବ ବିଏମସି…
Read More...

ରାଜ୍ୟ ସାରା ଡେଙ୍ଗୁ କାୟା, ୩ ମୁଣ୍ଡ ଗଲାଣି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ଏବେ ଡେଙ୍ଗୁ ସ୍ଥିତି ଦିନକୁ ଦିନ ଉଦବେଗଜନକ ହେବାରେ ଲାଗିଛି । ଯେଉଁଠି ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ମୋଟ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥ୍ଖଲେ ସେଠି ମାସକ ମଧ୍ୟରେ ଏହି ସଂଖ୍ୟା ୮୮୩ ଛୁଇଁଛି । ୩୦ ଦିନ ମଧ୍ୟରେ ରାଜ୍ୟରେ ରାଜ୍ୟରୁ ମୋଟ ୭୦୮…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy