Browsing Tag

doctor

ଆଣ୍ଟିବାୟୋଟିକ୍ ଔଷଧ ଦେବାବେଳେ କାରଣ ଉଲ୍ଲେଖ କରିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏଣିକି ଆଣ୍ଟିବାୟୋଟିକ୍‍ ପରାମର୍ଶ ଦେବା ପୂର୍ବରୁ କାହିଁକି ତାହା ଲେଖିଛନ୍ତି ତାହାର କାରଣ ଦର୍ଶାଇବେ। ଲୋକଙ୍କ ଶରୀରରେ ଔଷଧ ପ୍ରତିରୋଧ ଶକ୍ତି ବଢ଼ିବାରୁ ସରକାର ଡାକ୍ତରମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମେଡିସିନ ବିକ୍ରେତାଙ୍କୁ ବିନା…
Read More...

ସମସ୍ତ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସ୍ୱାସ୍ଥ୍ୟସେବାରେ ୨୪୭୩ ଚିକିତ୍ସାଧିକାରୀ ନିଯୁକ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୯୨ ଜଣ ଏମ୍‌ବିବିଏସ୍ ଡାକ୍ତର ଏବଂ ୮୧ ଦନ୍ତ ଚିକିତ୍ସକ ରହିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ…
Read More...

୩୦ ବର୍ଷ ବୟସ ପରେ ଏହି ପରୀକ୍ଷା କର, ରୋଗ ମୁକ୍ତ ରହିବେ

ସ୍ୱାସ୍ଥ୍ୟ ଯାଞ୍ଚ ଟିପ୍ସ: ବୟସ୍କଙ୍କ ଜୀବନ ପାଇଁ ୩୦ ବର୍ଷ ବୟସ ଅନେକ ଉପାୟରେ ସ୍ୱତନ୍ତ୍ର । ଯଦି ଆପଣ ଆପଣଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି, ତେବେ ଆଗାମୀ ସମସ୍ତ ଜନ୍ମଦିନକୁ ଏକ ସୁସ୍ଥ ଉପାୟରେ ପାଳନ କରିବା ପାଇଁ ଏହି ୫ ଟି ପରୀକ୍ଷା କରନ୍ତୁ: ବ୍ଲଡ-ସୁଗାର ପରୀକ୍ଷାଆଜିର…
Read More...

ସୋସିଆଲ ମିଡ଼ିଆରେ ସୂଚନା ପୋଷ୍ଟ ନକରିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆ ତଥା ଇଣ୍ଟରନେଟ ମିଡ଼ିଆରେ ଅନେକ ଡାକ୍ତର ରୋଗୀଙ୍କ ସୂଚନା ସହ ଲୋକଙ୍କୁ କେଉଁ ରୋଗ ପାଇଁ କେଉଁ ମେଡିସିନ ଖାଇବେ, ତାହା ପରାମର୍ଶ ଦେଇଥାନ୍ତି । ଯାହାଫଳରେ ରୋଗୀମାନେ ଡାକ୍ତରଙ୍କ ପାଖକୁ ନଯାଇ ସେମାନଙ୍କ ମେଡିସିନ ଖାଇ ଅସୁବିଧାରେ ପଡିଲେ । ଏହାକୁ…
Read More...

୫ ଟଙ୍କାରେ କୋଲେଷ୍ଟ୍ରଲରୁ ମୁକ୍ତି, ଚମତ୍କାର ଟିପ୍ସ

 ଏବେ ହାଇ କୋଲେଷ୍ଟ୍ରଲ୍ର ସମସ୍ୟା ସବୁ ବୟସର ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଖରାପ ଜୀବନ ଶୈଳୀ କାରଣରୁ ଏହି ସମସ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଯଦି କୋଲେଷ୍ଟ୍ରଲ୍ର ସ୍ତର ଅତ୍ୟଧିକ ବଢେ, ତେବେ ଏହା ହୃଦଘାତ ଏବଂ ଷ୍ଟ୍ରୋକର କାରଣ ହୋଇପାରେ । ଏପରି ସ୍ଥିତିରେ ଏହାକୁ…
Read More...

ଅଙ୍ଗଦାନ ମାଧ୍ୟମରେ ଜଣେ ବ୍ୟକ୍ତି ଆଠଟି ଜୀବନ ରକ୍ଷା କରିପାରିବ: କିମସ୍ ବିଶେଷଜ୍ଞ

?????????, (???????? ?????): ????? ??????? ???? ?????? ????????? ???? ???? ????? ???????? ???? ???? ?????????? ?????? ???????? ??????? ?. ??????? ????? ???? ????????? ????? ?? ????? ????? ??????? ???? ???? ?????? ?? ???? ???????? ???????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy