Browsing Tag

eow arrested

ଜମି ଦେବାକୁ କହି ଠକେଇ, ବିଲଡରଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରର ପାତ୍ରପଡା ଅଞ୍ଚଳରେ ଲୋକଙ୍କୁ ଜମି ଦେବାକୁ କହି ୪ କୋଟି ଟଙ୍କା ଠକି ଥିବା ଜଣେ ବିଲଡରକୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି । ଅଭିଯୁକ୍ତ ବିଲଡରଙ୍କ ନାମ ଦୀପକ କୁମାର ଛୋଟରାୟ । ତାଙ୍କ ଘର ପୁରୀ ଜିଲ୍ଲା…
Read More...

୩ ଚାଇନା ନାଗରିକ ନାଁରେ ଲୁକ୍‌ଆଉଟ ସକ୍ୟୁଲାର ଜାରି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅନଲାଇନ ସ୍କାମ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ ଚଳାଇଥିବା ବେଳେ ଏହି ଘଟଣାର ମାଷ୍ଟରମାଇଣ୍ଡ ଚାଇନାର ଗୁଆଁହୁଆ ୱାଙ୍ଗିଙ୍କ ବିରୋଧରେ ପୂର୍ବରୁ ଲୁକଆଉଟ ସର୍କୁଲାର ଜାରି ହୋଇଥିଲା । ଏବେ ତାଙ୍କ ସହଯୋଗୀ ୩…
Read More...

ବ୍ୟାଙ୍କ ଠକେଇ ମାମଲାରେ ଆଉ ଦୁଇଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଆଉ ଦୁଇଜଣଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ ସମରେଶ ଦାସ ଓ ହେମନ୍ତ ପଣ୍ଡା । ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କରୁ ଏମାନେ ୮ କୋଟି ଟଙ୍କା ଋଣ…
Read More...

ଏଗ୍ରୋ-ଯନ୍ତ୍ରପାତି ସବସିଡି ଠକେଇ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର,(ରିପୋଟର୍ସ ପେନ) : କୃଷି ଯନ୍ତ୍ରାଂଶ ଯୋଗାଇ ଦେବା ନାଁରେ ୫ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବରଗଡ ଜିଲ୍ଲା ଭେଡେନ ଅଞ୍ଚଳର ତଥା ବରଗଡ଼ରେ ଥିବା ଶୁଭଲକ୍ଷ୍ମୀ ଟ୍ରେଡର୍ସର ମାଲିକ…
Read More...

ଋଣ ଦେବା ନାଁରେ ଠକେଇ: ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଋଣ ଦେବା ନାଁରେ ବ୍ୟାଙ୍କରୁ ବଡ଼ ଧରଣର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଳାଶପଲ୍ଲୀରେ ଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ…
Read More...

ଓଟିପି ସେୟାରିଂ ମାମଲା: ଏସଟିଏଫ ହାତରେ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଟିପି ସେୟାରିଂ ମାମଲାର ତଦନ୍ତ କରୁଥିବା ଏସଟିଏଫ ହାତକୁ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ ଆସିଛି । ଏସଟିଏଫ ରିପୋର୍ଟକୁ ଅନୁଧ୍ୟାନ କରୁଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବ । ଏଥିସହିତ ଏସଟିଏଫ ଦେଶ ବିରୋଧୀ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy