Browsing Tag

eow

ଜମି ଦେବାକୁ କହି ଠକେଇ, ବିଲଡରଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରର ପାତ୍ରପଡା ଅଞ୍ଚଳରେ ଲୋକଙ୍କୁ ଜମି ଦେବାକୁ କହି ୪ କୋଟି ଟଙ୍କା ଠକି ଥିବା ଜଣେ ବିଲଡରକୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି । ଅଭିଯୁକ୍ତ ବିଲଡରଙ୍କ ନାମ ଦୀପକ କୁମାର ଛୋଟରାୟ । ତାଙ୍କ ଘର ପୁରୀ ଜିଲ୍ଲା…
Read More...

୩ ଚାଇନା ନାଗରିକ ନାଁରେ ଲୁକ୍‌ଆଉଟ ସକ୍ୟୁଲାର ଜାରି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅନଲାଇନ ସ୍କାମ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ ଚଳାଇଥିବା ବେଳେ ଏହି ଘଟଣାର ମାଷ୍ଟରମାଇଣ୍ଡ ଚାଇନାର ଗୁଆଁହୁଆ ୱାଙ୍ଗିଙ୍କ ବିରୋଧରେ ପୂର୍ବରୁ ଲୁକଆଉଟ ସର୍କୁଲାର ଜାରି ହୋଇଥିଲା । ଏବେ ତାଙ୍କ ସହଯୋଗୀ ୩…
Read More...

ବ୍ୟାଙ୍କ ଠକେଇ ମାମଲାରେ ଆଉ ଦୁଇଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଆଉ ଦୁଇଜଣଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ ସମରେଶ ଦାସ ଓ ହେମନ୍ତ ପଣ୍ଡା । ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କରୁ ଏମାନେ ୮ କୋଟି ଟଙ୍କା ଋଣ…
Read More...

ଏଗ୍ରୋ-ଯନ୍ତ୍ରପାତି ସବସିଡି ଠକେଇ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର,(ରିପୋଟର୍ସ ପେନ) : କୃଷି ଯନ୍ତ୍ରାଂଶ ଯୋଗାଇ ଦେବା ନାଁରେ ୫ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବରଗଡ ଜିଲ୍ଲା ଭେଡେନ ଅଞ୍ଚଳର ତଥା ବରଗଡ଼ରେ ଥିବା ଶୁଭଲକ୍ଷ୍ମୀ ଟ୍ରେଡର୍ସର ମାଲିକ…
Read More...

ଋଣ ଦେବା ନାଁରେ ଠକେଇ: ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଋଣ ଦେବା ନାଁରେ ବ୍ୟାଙ୍କରୁ ବଡ଼ ଧରଣର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଳାଶପଲ୍ଲୀରେ ଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ…
Read More...

ଓଟିପି ସେୟାରିଂ ମାମଲା: ଏସଟିଏଫ ହାତରେ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଟିପି ସେୟାରିଂ ମାମଲାର ତଦନ୍ତ କରୁଥିବା ଏସଟିଏଫ ହାତକୁ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ ଆସିଛି । ଏସଟିଏଫ ରିପୋର୍ଟକୁ ଅନୁଧ୍ୟାନ କରୁଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବ । ଏଥିସହିତ ଏସଟିଏଫ ଦେଶ ବିରୋଧୀ…
Read More...

ଚାଇନା ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଶହେ କୋଟି ଟଙ୍କା ଠକେଇ ଅଭିୋଗରେ ଜଣେ ଚାଇନା ନାଗରିଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର । କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପୁଲିସ(ଇଓଡବ୍ଲ୍ୟୁ)ର ଅନୁରୋଧ କ୍ରମେ ଗ୍ରୃହରାଷ୍ଟ୍ର ବିଭାଗର ବ୍ୟୁରୋ ଅଫ୍ ଇମିଗ୍ରେସନ୍ ପକ୍ଷରୁ ଏହି…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy