Browsing Tag

ganeswar behera

ବିଜେଡିରେ ଗ୍ରହଣୀୟ ହେଉନାହାନ୍ତି ଗଣେଶ୍ୱର

କେନ୍ଦ୍ରାପଡା/ଭୁବନେଶ୍ୱର,(ରିପୋଟର୍ସ ପେନ୍‌): କ୍ଷମତା ଲୋଭରେ ହଠାତ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଗଣେଶ୍ୱର ବେହେରା ଏବେ ବିଜେଡିରେ ଗ୍ରହଣୀୟ ହେଉନାହାନ୍ତି । ମୂଳ ବିଜେଡି ତାଙ୍କୁ ବିରୋଧ କରୁଥିବା ବେଳେ ସେ କିଛି ମୂଳ କଂଗ୍ରେସକର୍ମୀଙ୍କୁ ନେଇ ପ୍ରଚାର ଅଭିଯାନ ଚଳାଇଛନ୍ତି ।…
Read More...

କଂଗ୍ରେସ ଛାଡିଲେ ଗଣେଶ୍ୱର, ବିଜେଡିରେ ମିଶିବେ

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): କେନ୍ଦ୍ରପଡାର ଚର୍ଚ୍ଚିତ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ…
Read More...

ରାଜନୀତି ନୁହେଁ, ମୁଁ ସେବା କରିବାକୁ ଚାହେଁ : ସିଦ୍ଧାର୍ଥ

ଭୁବନେଶ୍ୱର/କେନ୍ଦ୍ରାପଡା,(ରିପୋଟର୍ସ ପେନ୍‌): ଅନେକ ଲୋକ ସେବା କରିବା ନାଁରେ ରାଜନୀତିକୁ ଆସନ୍ତି । କ୍ଷମତା ମିଳିବା ପରେ ସେମାନେ ବଦଳି ଯାଆନ୍ତି ଓ ନିଜ ସ୍ୱାର୍ଥ ହାସଲ କରିବା ଆରମ୍ଭ କରନ୍ତି । ସେତେବେଳେ ସେମାନେ ଭୋଟ ଦେଇଥିବା ଲୋକଙ୍କୁ ଭୂଲି ଯାଆନ୍ତି ଏବଂ ୫ବର୍ଷ ପରେ ପୁଣି…
Read More...

କେନ୍ଦ୍ରାପଡା: ବିଜେଡିରେ ଅସନ୍ତୋଷ, ଫାଇଦା ନେବେ ଗଣେଶ୍ୱର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅଣ-କଂଗେସର ଗଡ କୁହାଯାଉଥିବା କେନ୍ଦ୍ରାପଡା ବିଧାନସଭା ଆସନରେ ଏବେ କଂଗ୍ରେସର ହାୱା ବହିବା ଆରମ୍ଭ ହୋଇଛି । ଏପରିକି ବିଜେଡିର ସକ୍ରିୟ ନେତାମାନେ ମଧ୍ୟ କଂଗ୍ରେସ ସପକ୍ଷରେ ମତ ଦେବା ଆରମ୍ଭ କଲେଣି । ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଏହି ସୁଯୋଗକୁ…
Read More...

ମୋଦୀ ସରକାର ଛାନିଆ କାହିଁକି : କଂଗ୍ରେସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ବିଜେପି ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରିତ କରାଯାଇ ଯେଉଁ ପୋଷ୍ଟର ସାମାଜିକ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy