Browsing Tag

horoscope

ମହାଲକ୍ଷ୍ମୀ ରାଜଯୋଗ: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳିବ!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି ।  ଏହି କ୍ରମରେ ଶୁକ୍ର ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର-ବୃହସ୍ପତିଙ୍କ ମିଳନ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି…
Read More...

ଏସବୁ ରାଶିର ଭାଗ୍ୟ ବଦଳିବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ବର୍ତ୍ତମାନ ବୃଷ ରାଶିରେ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟର ଏବଂ ଆନନ୍ଦର କାରକ କୁହାଯାଉଥିବା ଶୁକ୍ର ବିରାଜମାନ ଥିବା ବେଳେ ସେହି ରାଶିରେ ଆସନ୍ତାକାଲି ସୂର୍ଯ୍ୟଦେବ ଚଳନ…
Read More...

ଜୁନ୍ ଆରମ୍ଭରୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

 ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜୁନ୍ ମାସ କିଛି ରାଶିଙ୍କ ପାଇଁ ବେଶ୍ ଖାସ୍ ହେବାକୁ ଯାଉଛି। କାହିଁକିନା। ଆସନ୍ତା ମାସରେ ଏକାଧିକ ଗ୍ରହ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବେ। ଜୁନ୍ ୨ ତାରିଖରେ ସକାଳ ୬ଟା ୨୦ ମିନିଟ୍ ସମୟରେ ନ୍ୟାୟର ଦେବତା ଶନି ଶତାବିତ ନକ୍ଷେତ୍ରକୁ  ଚଳନ କରିବାକୁ…
Read More...

 ବଦଳିବାକୁ ଯାଉଛି ଏହି ୩ ରାଶିର ଭାଗ୍ୟ

ବର୍ଷର ଷଷ୍ଠ ମାସ ଅର୍ଥାତ୍ ଜୁନ୍ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ ସମସ୍ୟା ଶିଖରରେ ରହିବ ଏବଂ ଗ୍ରହ ଓ ନକ୍ଷତ୍ରଗୁଡିକ ମଧ୍ୟ ଏକ ବଡ଼ ପ୍ରଭାବ ପକାଇବେ। ମେ ମାସ ଶେଷ ସୁଦ୍ଧା ସୂର୍ଯ୍ୟ ତାର ନକ୍ଷତ୍ର ପରିବର୍ତ୍ତନ କରି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବେ, ଯେଉଁ କାରଣରୁ ନୌପତା ଆରମ୍ଭ…
Read More...

 ତ୍ରିଗ୍ରାହୀ ଯୋଗ: ଏହି ରାଶିଙ୍କୁ ମାଲେମାଲ୍ କରିବ

ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପଡିଥାଏ। ଏହି କ୍ରମରେ ମେଷ ରାଶିରେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ବିରାଜମାନ ଥିବା ବେଳେ ସେହି ରାଶିକୁ ଗତକାଲି (ମଙ୍ଗଳବାର) ସୂର୍ଯ୍ୟଦେବ ଚଳନ କରିଛନ୍ତି।…
Read More...

ଆଜି ୫ଟି ରାଶିର ଭାଗ୍ୟ ଖୋଲିବ!

ଆସନ୍ତାକାଲି ମଇ ୧୨ ତାରିଖ (ରବିବାର) ମିଥୁନ ପରେ ଚନ୍ଦ୍ର କର୍କଟ ରାଶିକୁ ଚଳନ କରୁଛନ୍ତି । ମେଷ ରାଶିରେ ସୂର୍ଯ୍ୟ ଏବଂ ବୁଧର ଏକ ମିଳନ ହେବାକୁ ଯାଉଛି । ଯେଉଁଥିପାଇଁ ବୁଦ୍ଧଦିତ୍ୟ ଯୋଗ ଗଠନ ହେଉଛି । ତେବେ ଏହି ଦିନର ଗୁରୁତ୍ୱ ଅନେକ ରହିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୫ ଟି…
Read More...

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ!

ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାହୁ ଖୁବ ଶୀଘ୍ର ନିଜର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ୬ ମଇ ୨୦୨୪ ରେ ରାହୁ ରେବତୀ ନକ୍ଷତ୍ରରେ ଚଳନ କରିବେ ।  ସୋମବାର ଦିନ ୦୬:୩୨ ରେ ରେବତୀ ନକ୍ଷତ୍ରରେ ରାହୁଙ୍କ ପ୍ରବେଶ ହେବ । ରାହୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ସମସ୍ତ ୧୨ଟି ରାଶିର…
Read More...

ଅକ୍ଷୟ ତୃତୀୟା ଏହି ରାଶି ଲାଗି ଲାଭଦାୟକ ହେବ!

ସନାତନ ଧର୍ମରେ ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ହିନ୍ଦୁ ପାଞ୍ଜି ଅନୁଯାୟୀ, ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟ ତିଥିରେ ପାଳନ କରାଯାଏ। ସେହିପରି ଶାସ୍ତ୍ର ଅନୁଯାୟୀ, ଏହି ଦିନ ବିବାହ ପାଇଁ ମଧ୍ଯ ବେଶ ଶୁଭ ହୋଇଥାଏ । ଏହା ଛଡ଼ା ଏହି ଦିନ…
Read More...

ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ,  ୩ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବ

ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଚଳନରେ ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଚଳିତ ବର୍ଷ ଦେବଗୁରୁ ବୃହସ୍ପତି ବୃଷ ରାଶିରେ…
Read More...

ଏହି ରାଶିର ଭାଗ୍ୟ ବଦଳାଇବେ ବୃହସ୍ପତି

ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ। ତେବେ, ଏହି କ୍ରମରେ ବୃହସ୍ପତି ମହାରାଜ୍ ଆସନ୍ତା ମେ ୧ ତାରିଖ ଦିନ ବୃଷ ରାଶିରେ ପ୍ରବେଶ କରିବେ। ପରେ ପୁଣି ସେହି ରାଶିରେ ମେ ୩ ତାରିଖ ରାତି ୧୦ଟା ୮…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy