Browsing Tag

lootera

ରାଜଧାନୀରେ ମାତିଛି ଲୁଟେରା, ପୋଲିସ ଜଳକା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀରେ ମାତିଛନ୍ତି ଚୋର ଓ ଲୁଟେରା । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଲୁଟପାଟ ଚଳାଇଛନ୍ତି । ଗତ କିଛିଦିନ ହେଲା ରାଜଧାନୀ ଓ ଉପକଣ୍ଠରୁ ବାରମ୍ବାର ଚୋରି ଓ ଲୁଟ୍ ହେଉଛି । କିନ୍ତୁ କମିଶନରେଟ ପୋଲିସ ନା ଲୁଟେରାଙ୍କୁ…
Read More...

ଥାନା ମୁହଁରୁ ମୋବାଇଲ ଝାମ୍ପି ନେଲା ଲୁଟେରା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହାବଳଶାଳୀ ବୋଲାଉଥିବା କମିଶନରେଟ ପୋଲିସକୁ ଅପରାଧି ଆଉ ଖାତିର କରୁନାହାନ୍ତି । ରାସ୍ତା ହେଉ ଅବା ଘର ଭିତରୁ ଲୁଟପାଟ କରିବା ଅପରାଧୀଙ୍କ ନିତିଦିନିଆ ଘଟଣା ପାଲଟିଥିବା ବେଳେ ଏବେ ଥାନା ଦୁଆର ମୁହଁରୁ ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କ ଠାରୁ ମୋବାଇଲ…
Read More...

ଆପାର୍ଟମେଣ୍ଟ ଲୁଟ ଘଟଣାର ପର୍ଦ୍ଦାଫାସ : ଦୁଇ ଦୁର୍ଦ୍ଦାନ୍ତ ଲୁଟେରା ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଧରାପଡିଲେ ଦୁଇ ଆପାର୍ଟମେଣକଟ ଲୁଟେରା । ନୟାପଲ୍ଲୀ ନିକଟସ୍ଥ ନିରୂପମା ଆପାର୍ଟମେଣ୍ଟ ଲୁଟ ଘଟଣାରେ ପୁଲିସ ଦୁଇ ଲୁଟେରାଙ୍କୁ ଧରିଥିବା ବେଳେ ସେମାନଙ୍କଠାରୁ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାଛଡ଼ା ଗୋଟିଏ ନମ୍ବର ବିହୀନ କାର, ମୋବାଇଲ ଫୋନକୁ…
Read More...

ନିଦ ହଜାଇଲାଣି ଲୁଟେରା ଗ୍ୟାଙ୍ଗ, କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲିସ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱର ଏବେ ଅପରାଧୀଙ୍କ ଭୂ-ସ୍ୱର୍ଗ ପାଲଟିଛି । ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ଚୋରି, ଲୁଟ୍ ଓ ରାହାଜାନୀ ଭଳି ଅପରାଧ ଘଟାଇ ସହରରେ କୋକୂଆଭୟ ସୃଷ୍ଟି କରିଛନ୍ତି । ପୋଲିସ ଏହି…
Read More...

ଏକ୍ସ ଡିଜିଙ୍କ ପରେ ଏବେ ଅବସରପ୍ରାପ୍ତ ବିଚାରପତିଙ୍କ ଘରୁ ଲୁଟ୍‌

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନକୁ ଦିନ ରାଜଧାନୀ ଓ ଉପକଣ୍ଠରେ ଲୁଟେରାମାନେ ଆତଙ୍କରାଜ ବଢିବାରେ ଲାଗିଛି । କେବଳ ରାଜରାସ୍ତା ନୁହେଁ, ବରଂ ଅନାୟସରେ ଘରେ ପଶି ଲୁଟ୍‌ପାଟ୍‌ କରି ଚମ୍ପଟ ମାରୁଛନ୍ତି । ହେଲେ କମିଶନରେଟ୍‌ ପୋଲିସ ତାଙ୍କ ଆଗରେ ଅସହାୟ ହୋଇପଡିଛି । ଓଡ଼ିଶା ପୋଲିସର ଆଇନା…
Read More...

ଘରେ କଳାକନା ବୁଲାଇଲା ରୋଷେୟା, ସିସିଟିଭିରେ ଦୃଶ୍ୟ କଏଦ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ୍ କିଛି ଦିନ ହେଲା ଚୋରି, ଲୁଟ୍‌, ଡକାୟତି ଓ ରାହାଜାନୀ ଭଳି ଅପରାଧ ରାଜଧାନୀବାସୀଙ୍କୁ ଆତଙ୍କିତ କରିପକାଇଛି । ଘର ଛାଡି ଯିବାକୁ ଲୋକେ ଉଚିତ ମଣୁନାହାନ୍ତି । ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ସିସିଟିଭିରେ କଏଦ ହୋଇଥିବା ଚୋରିର ଏକ ଦୃଶ୍ୟ…
Read More...

ଲୁଟେରା ଗ୍ୟାଙ୍ଗ ଠାବ, ୩ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାସ୍ତାରୁ ପଥଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗକୁ ଇନଫୋଭ୍ୟାଲି ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କାଇମାଟିଆରେ ରହୁଥିବା ଜଗତସିଂପୁରର ସତ୍ୟବ୍ରତ ସ୍ୱାଇଁ, ପାଣ୍ଡରାରେ ରହୁଥିବା ନୟାଗଡର ସିଦ୍ଧାନ୍ତ ପ୍ରଧାନ ଓ…
Read More...

ଚାକିରୀ ଦେବାକୁ କହି ଠକେଇ, ୩ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରତିଷ୍ଠିତ କମ୍ପାନୀରେ ଚାକିରି ଦେବାକୁ ପ୍ରତିଶ୍ରୃତି ଦେଇ ବିଭିନ୍ନ ଯୁବ ପିଢିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିୋଗରେ ସାଇବାର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦିଲ୍ଲୀର ରାଜ୍ ସିହ୍ନା,…
Read More...

ଲୁଟେରା ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ, ରାସ୍ତାରେ ଗୋଡାଇ ହାଣିଲେ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରର ଦିନକୁଦିନ ଅସୁରକ୍ଷିତ ହୋଇଯାଇଛି । ସହରର ଜନଗହଳିପୂର୍ଣ୍ଣ ଛକରେ ସିସିଟିଭି କ୍ୟାମେରା ନଜର ଓ କମିସନରେଟ ପୁଲିସର ଘନଘନ ପଇଁନ୍ତରକୁ ଅପରାଧୀମାନେ ଆଦୌ ଖାତିର କରୁନାହାନ୍ତି । ଶନିବାର ଅପରାହ୍ନରେ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକରେ…
Read More...

ବ୍ୟାଙ୍କ ମ୍ୟାନେଜରଙ୍କ ବେକରୁ ଚେନ ଲୁଟ୍‌, ୩ ଲୁଟେରା ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମଞ୍ଚେଶ୍ୱର ଥାନା ପୋଲିସକୁ ରବିବାର ଏକ ବଡସଫଳତା ମିଳିଛି । ଗତକିଛିଦିନ ଧରି ସିରିଜ ଲୁଟ ମାମଲାରେ ସମ୍ପୃକ୍ତ ଥିବା ୩ ଜଣ ପେଶାଦାର ଲୁଟେରାଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ୩ ଲୁଟେରା ହେଉଛନ୍ତି ଶହୀଦନଗର ଥାନା ଅନ୍ତର୍ଗତ ୟୁନିଟ -୯…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy