Browsing Tag

Manmohan Samal

୨୦୨୪ ନିର୍ବାଚନରେ ବିଜେପିର ବିଜୟ ସ୍ପଷ୍ଟ: ବିଜେପି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଭାରତୀୟ ଜନତା ପାର୍ଟିର ଗୋଟିଏ ମହତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ…
Read More...

ସାରା ରାଜ୍ୟରେ ଉଠିଛି ସ୍ୱର, ଏ ସରକାର ବଦଳିବା ଦରକାର: ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେଡି ସରକାର ସଙ୍କଟ ଦେଇ ଗତି କରୁଛି । ଦଳ ଓ ସରକାରର ନେତୃତ୍ୱ ଅଭାବ ରହିଛି । ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଫଳ । ଓଡ଼ିଶାର ଚାଷୀ ମାସକୁ ୫ହଜାର ଟଙ୍କା ରୋଜଗାର କରୁଥିବାବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଓଡ଼ିଶାରେ ମାତ୍ର…
Read More...

ଗାଡକଣସ୍ଥିତ ‘କୃତ୍ରିମ ଅଳିଆ ପାହାଡ’ ସ୍ଥଳ ପରିଦର୍ଶନ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି…
Read More...

ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ହେବାର ୨ ବର୍ଷ ବିତିଗଲାଣି । ତଥାପି ପ୍ରକୃତ ଦୋଷୀକୁ ଦଣ୍ଡ ମିଳିଲା ନାହିଁ କି ତାଙ୍କ ପରିବାରକୁ ନ୍ୟାୟ ମିଳିଲା ନାହିଁ । ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ…
Read More...

ଓଡ଼ିଶାରେ ପ୍ରଶାସନିକ ସରକାର ଚାଲିଛି : ମନମୋହନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ଦେଶରେ ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହୋଇଛି । ଭାରତବର୍ଷରେ ଅନେକ ରାଜନୈତିକ ଦଳ ମହିଳା ସଂରକ୍ଷଣ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ କିନ୍ତୁ ମୋଦିଜୀ ତାହା…
Read More...

୨୩ ବର୍ଷର ବିଜେଡି ସରକାରରେ କନ୍ଧମାଳରେ କୃଷି ଓ ପର୍ଯ୍ୟଟନ ଶିଳ୍ପର କୌଣସି ବିକାଶ ହୋଇନାହିଁ : ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାରା ବିଶ୍ୱର ୭୫ଭାଗ ହଳଦୀ ଭାରତରେ ଉତ୍ପାଦନ ହୁଏ ଏବଂ ଭାରତବର୍ଷ ବିଦେଶକୁ ୬୨ପ୍ରତିଶତ ହଳଦୀ ରପ୍ତାନୀ କରେ । ହଳଦୀ ଚାଷରେ ଭାରତ ୫ମ ରାଜ୍ୟ ହେଉଛି ଓଡିଶା । ୨୦୩୦ ମସିହା ସୁଦ୍ଧା ଭାରତର ହଳଦୀ ରପ୍ତାନୀର ମୂଲ୍ୟ ୧ବିଲିୟନ ଆମେରିକା ଡଲାରକୁ ପହଂଚାଇବା…
Read More...

ନବୀନ ସରକାରରେ ଆଖି, କାନ, ନାକ ଅଦୃଶ ହୋଇଗଲାଣି : ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାରେ ଦୀର୍ଘ ୨୩ବର୍ଷର ବିଜେଡିର ନିରୁଙ୍କଶ ଶାସନ ପରେ ମଧ୍ୟ ରାଜ୍ୟର ସଠିକ୍ ବିକାଶ ହୋଇପାରିଲା ନାହିଁ । ନବୀନ ସରକାରରେ ଆଖି, କାନ, ନାକ ଅଦୃଶ ହୋଇଗଲାଣି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକମାନେ ଓଡ଼ିଶାରେ ଦେଖାଯାଉନାହାନ୍ତି । ୨୩ବର୍ଷ ନବୀନ…
Read More...

ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପର୍ସେଂଟେଜ୍‌ର ସରକାର ଚାଲିଛି: ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସରେ ସର୍ବଦା ଓଡିଶା ରହିଆସିଛି । କଂଗ୍ରେସ ନେତୃତ୍ୱ ୟୁପିଏ ଶାସନରେ (୨୦୦୪-୧୪) ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୮୩ ହଜାର କୋଟି ଟଙ୍କା ମିଳିଥିବାବେଳେ ମୋଦି ସରକାର ଅମଳରେ ଗତ ୯ବର୍ଷରେ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy