Browsing Tag

modi

କାମ ନ କରି ବେଇମାନୀ କରୁଛି ବିଜେଡି ସରକାର: ମୋଦୀ

ଭୁବନେଶ୍ୱର/ବ୍ରହ୍ମପୁର, (ରିପୋଟର୍ସ ପେନ୍‌): ଓଡିଶାର ବିକାଶ ପାଇଁ ମୋଦୀ ସରକାର ଅର୍ଥ ଯୋଗାଉଛି । ଏଥିନିମନ୍ତେ ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ୍ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠାକାର ସରକାର ସେଥିରେ ନିଜ…
Read More...

ପ୍ରତ୍ୟେକ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା!

ନରେନ୍ଦ୍ର ମୋଦୀ ସରକାର ଯଦି କ୍ଷମତାକୁ ଆସନ୍ତି ତେବେ ଆୟୁଷ୍ମାନ ଭାରତ ଯୋଜନାର ପରିସର ବିସ୍ତାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପିର ଘୋଷଣାପତ୍ର ପ୍ରକାଶ କରିବାବେଳେ ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୭୦ ବର୍ଷରୁ ଅଧିକ…
Read More...

ମୋଦି ସରକାରଙ୍କ ଆଗାମୀ ୧୦୦ ଦିନ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ

ନୂତନ ସରକାର ପାଇଁ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରଣାଳୟକୁ ଜଣାଇ ଦେଇଛନ୍ତି। ଏନେଇ ମିଳିଥିବା ଖବର ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବିଚାର କରିଛି। ଉଦାହରଣ ସ୍ୱରୂପ, ଭାରତୀୟ ରେଳବାଇ…
Read More...

ଆବୁଧାବିରେ ମୋଦୀ କୁରାନ ବିଷୟରେ ଉଲ୍ଲେଖ କଲେ, ଜାଣନ୍ତୁ

ନୂଆଦିଲ୍ଲୀ: ବୁଧବାର (ଫେବୃଆରୀ ୧୪) ଆବୁଧାବିରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁରାନ ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ସମୟରେ ସେ କହିଥିଲେ ଯେ, ମନ୍ଦିର ହେଉଛି ବିଶ୍ୱ ଏକତାର ପ୍ରତୀକ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,…
Read More...

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀ ୧୧ ଦିନ ଚଟାଣରେ ଶୋଇଥିଲେ, ଜାଣନ୍ତୁ ଏହାର ଲାଭ

ଚଟାଣରେ ଶୋଇବାର ଲାଭ: ଅଯୋଧ୍ୟା ଶ୍ରୀ ରାମ ଜନ୍ମଭୂମିରେ ଭଗବାନ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରାଣ ପ୍ରତିଷ୍ଠା ପାଇଁ ମୋଦୀ ୧୧ ଦିନ ଗୋଟିଏ କମ୍ବଳ ସହ ଚଟାଣରେ ଶୋଇଥିଲେ । ଜୀବନ…
Read More...

ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ‘୩୭୦’ ଉଚ୍ଛେଦ ବୈଧ ଅଟେ

୪ ବର୍ଷ ୪ ମାସ ୬ ଦିନ ପରେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ‘ସୁପ୍ରିମ’ ମୋହର । ଜାମ୍ମୁ କାଶ୍ମୀରରେ ‘୩୭୦’ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ‘୩୭୦’ ଉଚ୍ଛେଦକୁ ବୈଧ କହିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଏହି…
Read More...

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ : ପ୍ରଧାନମନ୍ତ୍ରୀ

ସୁପ୍ରିମକୋର୍ଟ ସୋମବାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ବଡ଼ ରାୟ ଶୁଣାଇଛନ୍ତି। ପାଞ୍ଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଞ୍ଚ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି ଘୋଷଣା…
Read More...

ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୮-୨୦୨୩) ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି । ସମ୍ମିଳିତ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଜ୍ଞାନ, ବୈଷୟିକ ଜ୍ଞାନ…
Read More...

ମୋଦୀଙ୍କୁ ବିପୁଳ ସ୍ୱାଗତ: ୭୯ ଥର ତାଳି ବାଜିିଲା, ସାଂସଦମାନେ ଅଟୋଗ୍ରାଫ୍ ଏବଂ ସେଲଫି ପାଇଁ ଧାଡି ବାନ୍ଧିଲେ

?????????,: ????????? ????????????? ???????? ????? ?????? ???????? ? ?????? ???????????????? ????? ???? ?????????? ????? ? ??? ???? ????? ????????????? ???? ???? ?? ????????????? ??? ???????? ? ??? ????? ??????? ??? ????????????? ????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy