Browsing Tag

odisha bjp

କଂଗ୍ରେସ ଡଙ୍ଗାରେ ବିଜେଡି: ଦିଲୀପ ମଲ୍ଲିକ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ମୁହଁରେ କଂଗ୍ରେସର ସ୍ୱର ପ୍ରତିଧ୍ୱନିତ ହୋଇଛି । ଲୋକସଭାରେ ବଂଶ ବୁଡିବା ପରେ ଏବେ ଦିଲ୍ଲୀରେ ନିଜର ରାଜନୈତିକ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ରାଜ୍ୟ ସଭାରେ ବିଜେଡି ସାଂସଦମାନେ ପ୍ରାଣ ବିକଳରେ କଂଗ୍ରେସ…
Read More...

‘ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି’

ଭୁବନେଶ୍ୱର, (ରିପୋଟର୍ସପେନ୍‌): ଲୋକସଭାରେ ରାହୁଲ ଗାନ୍ଧୀ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି ତାହା ହିନ୍ଦୁମାନଙ୍କ ପ୍ରତି ଘୋର ଅପମାନ । ସେ ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ ଓ ଆତଙ୍କବାଦୀ କହିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ଓଡ଼ିଶାରେ ବିଜେପି ନିନ୍ଦା କରୁଛି । ହିନ୍ଦୁମାନଙ୍କ…
Read More...

ତ୍ୱରିତ ନ୍ୟାୟିକ ପ୍ରକ୍ରିୟା ପାଇଁ ଯୁଗାନ୍ତକାରୀ ପଦକ୍ଷେପ: ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତର ନ୍ୟାୟିକ ଓ ଦଣ୍ଡ ବିଧାନ ପ୍ରକ୍ରିିୟାରେ ଏବେ ନୂଆ ଯୁଗ ଆରମ୍ଭ ହୋଇଛି । ବ୍ରିିଟିଶ ଅମଳରୁ ପ୍ରଚଳିତ ହୋଇ ଆସୁଥିବା ଇଣ୍ଡିଆନ ପେନାଲ କୋଡ୍‌(ଆଇପିସି), କ୍ରିମିନାଲ ପ୍ରୋସିଡିୟର କୋଡ୍‌(ସିଆର୍‌ପିସି) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଏବେ ଇତିହାସ…
Read More...

ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ସର୍ବଦା ଗୁରୁତ୍ୱ ଦିଅନ୍ତି ପ୍ରଧାନମନ୍ତ୍ରୀ: ମନମୋହନ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେ ତାଙ୍କ ୧୧୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ…
Read More...

ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ : ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ଆଶୀର୍ବାଦରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ବିଜେପିକୁ ଏହି ସଫଳତା ମିଳିପାରିଛି । ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ…
Read More...

ଦୁର୍ନୀତି, ଭ୍ରଷ୍ଟାଚାରକୁ ଲୁଚାଇବା ପାଇଁ ବିଜେଡିର ପ୍ରଳାପ : ସଜ୍ଜନ ଶର୍ମା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେଡି ସରକାର ୨୫ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ସତ୍ୱେ ରାଜ୍ୟର ସାମୁହିକ ସ୍ୱାର୍ଥକୁ ଅଣଦେଖା କରି ଚାଲିଥିଲା । ଫଳସ୍ୱରୁପ ଓଡିଶାର ବିକାଶ ବାଧାପ୍ରାପ୍ତ ହେଲା । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରରେ ଲିପ୍ତ ବିଜେଡି ସରକାରର ମନ୍ତ୍ରୀ ଓ…
Read More...

୪୯ ବର୍ଷ ପରେ ବି ସୁଧୁରୁନି କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦେଶରେ ସାଧାରଣ ନିର୍ବାଚନ ସରିଛି । ଅଷ୍ଟାଦଶ ଲୋକସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ତାର ସ୍ୱାର୍ଥ ହାସଲ କରିବା ପାଇଁ ହୀନ ରାଜନୀତି ଆରମ୍ଭ କରିଦେଇଛି । ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା…
Read More...

କୃଷକ କଲ୍ୟାଣ ପାଇଁ ବିଜେପି ପ୍ରତିଶୃତିବଦ୍ଧ: ମନମୋହନ ସାମଲ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କୃଷି ହେଉଛି ଭାରତୀୟ ଅର୍ଥନୀତିର ମୁଳଦୁଆ । ଚାଷୀର ଆର୍ଥୀକ ଅଭିବୃଦ୍ଧିରେ ରାଜ୍ୟର ବିକାଶ ସମ୍ଭବ । ବିକଶିତ ଭାରତର ସଂକଳ୍ପ ପୂରଣ ପାଇଁ କୃଷି କ୍ଷେତ୍ରରେ ବିିକାଶ ନିହାତି ଜରୁରୀ । କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଅନେକ କୃଷକ କଲ୍ୟାଣକାରୀ…
Read More...

ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ବିଜେପି ବହୁମତରେ ବିଜୟ ଲାଭ କରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି । ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବିଜେପିର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଥିବାରୁ କେନ୍ଦ୍ରୀୟ ଟିମ ଏନେଇ ମାନସ ମନ୍ଥନ ଚଳାଇଛନ୍ତି ।…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy