Browsing Tag

samir mohanty

ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ପ୍ରକ୍ରିୟାରେ ତ୍ରୁଟି ରହିଛି: ସମୀର ମହାନ୍ତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଗୋଟିଏ ବୁଥ୍‌ରେ ସର୍ବନିମ୍ନ ୧୦ଜଣ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି । ସେଥିରୁ ୭୦ଭାଗ ଅଧିକାରୀ ଭୋଟ ଦେଇପାରୁନାହାନ୍ତି । ଭୋଟିଂ କାର୍ଯ୍ୟରେ ନିୟୋଜିତ୍ର ମାତ୍ର ୩୦ଭାଗ ସରକାରୀ କର୍ମଚାରୀ ଭୋଟ…
Read More...

ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି ମିଛ: ସମୀର ମହାନ୍ତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶାସକ ବିଜେଡି ସମ୍ପୂର୍ଣ୍ଣଭାବେ ମିଛ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି । ବିଜେଡି ଓଡ଼ିଶାର ସମସ୍ତ ପରିବାରକୁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ ଯୋଗାଇଦେବା ପାଇଁ ଇସ୍ତାହାର ପତ୍ରରେ ପ୍ରକାଶ କରିଛି । କିନ୍ତୁ ଅପରପକ୍ଷେ ବିଜୁ ଜନତା ଦଳ ନେତା ତଥା ଗୁମାସ୍ତା…
Read More...

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ବିଜେଡି ପ୍ରାୟୋଜିତ: ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ଜନତା ଦଳ ହାରିବା ଭୟରେ ରକ୍ତମୁଖା ସାଜି ବିରୋଧୀଙ୍କ ଉପରେ ଆକ୍ରମଣ କରୁଛି । ଗତକାଲି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ପୂର୍ବ ପ୍ରାୟାଜିତ ଓ ସୁପରିକଳ୍ପିତ । ପୂର୍ବରୁ ମଧ୍ୟ…
Read More...

ଓଡିଶାରେ “ଡବଲ ଇଞ୍ଜିନ ସରକାର” ହେଲେ ବିକାଶ ଉପରେ ଗୁରୁତ୍ୱ ଦିଆଯିବ: ସମୀର ମହାନ୍ତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨୨ଟି ପୂରଣ କରିସାରିଛନ୍ତି । ଏହାର ଅର୍ଥ ୯୪ ପ୍ରତିଶତ ପୂରଣ କରିଛନ୍ତି । ଏହା ହେଉଛି “ମୋଦି ଗ୍ୟାରେଂଟି” । ଏହି ପ୍ରତିଶ୍ରୁତି ମଧ୍ୟରେ ଅଗଷ୍ଟ…
Read More...

‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ’ ଅଭ୍ୟାସଗତ ଆଚରଣବିଧି ଉଲଘଂନକାରୀ: ସମୀର ମହାନ୍ତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେଡି ନେତା ଭୈରବ ପାଣ୍ଡିଆନ ଗତକାଲି ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭିନ୍ନିଲ କ୍ରିଷ୍ଣା ଉପସ୍ଥିତ ଥିଲେ । ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆହୁରି ଅନେକ ଅଧିକାରୀ ମଧ୍ୟ ସେଠାରେ…
Read More...

ଆତ୍ମବିଶ୍ୱାସ ହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ : ସମୀର ମହାନ୍ତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟ ସ୍ପେଶିଆଲ ବେଂଚ ପ୍ରତିଷ୍ଠାଠାରୁ ଆରମ୍ଭ କରି ନୂତନ ଜିଲ୍ଲା ଘୋଷଣା, କଟନୀ ଛଟନୀ ଓ ଧାନର ଅଭାବୀ ବିକ୍ରୀ, ଧାନ କ୍ୱଂଟାଲ ପ୍ରତି ୧୦୦ଟଙ୍କା…
Read More...

ବିଜ୍ଞାପନରେ ସୀମିତ ବିଜେଡି ସରକାର, ରାଜ୍ୟବାସିଙ୍କୁ ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି : ସମୀର…

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍ୱଚ୍ଛ ପାଣି ଓ ସ୍ୱଚ୍ଛ ବାୟୁ ଜଣେ ନାଗରିକର ମୌଳିକ ଅଧିକାର । କିନ୍ତୁ ନାଗରିକମାନଙ୍କ ମୌଳିକ ଅଧିକାରୁ ରାଜ୍ୟ ସରକାର ବଂଚିତ କରିଛନ୍ତି । ଓଡ଼ିଶାରେ ରାଉରକେଲା ଓ ଭୁବନେଶ୍ୱର ଦୁଇଟି ସ୍ମାର୍ଟ ସିଟି । ରାଉରକେଲାରେ ଝାଡାବାନ୍ତିରେ ଲୋକେ ମୃତ୍ୟୁବରଣ…
Read More...

ଆସନ୍ତାବର୍ଷ ନୁହେଁ ଅଗଷ୍ଟ ମାସରେ ଖୋଲାଯାଉ ରତ୍ନଭଣ୍ଡାର:ସମୀର ମହାନ୍ତି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଆସନ୍ତାବର୍ଷ ନୁହେଁ ଅଗଷ୍ଟ ମାସରେ ଖୋଲାଯାଉ ରତ୍ନଭଣ୍ଡାର । ଆସନ୍ତାବର୍ଷକୁ ଅପେକ୍ଷା ନ କରି ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ସବୁ ଇନଭେଣ୍ଟରି କରିବା ପାଇଁ ଦାବି କରିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।…
Read More...

ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ: ସମୀର…

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ। ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଶାସନ କାଳରେ ଯଦି କିଛି ରେକର୍ଡ ସୃଷ୍ଟି ହୁଏ, ତାହା ହେଉଛି…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy