Browsing Tag

shani graha

ଶନିଙ୍କ ଓଲଟା ଚଳନ, ଏହି ରାଶିଙ୍କ ଲାଗି ଶୁଭଫଳ

ଶନି ଦେବ ଖୁବ୍ ଶୀଘ୍ର ନିଜର ଚଳନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜୁନ୍ ମାସରେ ଶନି କୁମ୍ଭ ରାଶିକୁ ଫେରିବାକୁ ଯାଉଛନ୍ତି। ଶନିଙ୍କ ଏହି ଓଲଟା ଚଳନକିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହୋଇପାରେ। ପାଞ୍ଜି ଅନୁସାରେ, ୧୫ ନଭେମ୍ବରରେ ଯାଇ ଶନି ପୁଣି ସିଧା ଚଳନ କରିବା…
Read More...

ଶନିଙ୍କ ଓଲଟା ଚଳନ : ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ!

ଜ୍ୟୋତିଶ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ।  ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଅର୍ଥାତ୍ ନ୍ୟାୟର ଦେବତା ଧିର ଗତିରେ ରାଶିପରିବର୍ତ୍ତନ କରିଥାଆନ୍ତି। ଶନିଦେବଙ୍କ ରାଶି ଚକ୍ର ଅତିକ୍ରମ କରିବା…
Read More...

ଆପଣଙ୍କ ଶନି ଦଶା ପଡିଛି କି? ଏହି ଉପାୟ କରନ୍ତୁ

କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ,…
Read More...

ଶନିଙ୍କ ମହାଚଳନ, ରାଶିର ବ୍ୟକ୍ତି ସତର୍କ ରହିବା ଆବଶ୍ୟକ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଏପ୍ରିଲ୍ ୮ ତାରିଖ ଦିନ ହେବାକୁ ଯାଉଛି । କିନ୍ତୁ ସୂର୍ଯ୍ୟ ପରାଗ ପୂର୍ବରୁ ଶନି ଦେବ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷଙ୍କ ମତ ଅନୁଯାୟୀ ଶନି ଏବଂ ସୂର୍ଯ୍ୟ ପରସ୍ପର ପ୍ରତି ଶତ୍ରୁତା…
Read More...

୫ଟି ରାଶି ଉପରେ ଶନିଙ୍କ କୋପ

ଶନି ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଏହି ଚଳନ ଏପ୍ରିଲ ୬ ତାରିଖ ଅପରାହ୍ନ ୩ଟା୫୫ ସମୟରେ ହେବ । ଏହା ପରେ ଅକ୍ଟୋବର ୩, ୨୦୨୪ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ଅବସ୍ଥାନ କରିବେ । ସୂର୍ଯ୍ୟ ପରାଗ ପୂର୍ବରୁ ଏବଂ ନୂତନ ବର୍ଷର ଆରମ୍ଭ ପୂର୍ବରୁ ଏହି ନକ୍ଷତ୍ରରେ ଶନିଙ୍କ ଆଗମନ ଶୁଭ…
Read More...

ଶନିଦେବ ନକ୍ଷତ୍ର ପରିବର୍ତ୍ତନ କରିବେ, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ!

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ । ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଅର୍ଥାତ୍ ନ୍ୟାୟର ଦେବତା ଧିର ଗତିରେ ରାଶିପରିବର୍ତ୍ତନ କରିଥାଆନ୍ତି। ଶନିଦେବଙ୍କ ରାଶି ଚକ୍ର ଅତିକ୍ରମ କରିବା ପାଇଁ ୩୦ ବର୍ଷ ସମୟ ଲାଗିଥାଏ।…
Read More...

ହୋଲି ପୂର୍ବରୁ ଏହି ସବୁ ରାଶିଙ୍କର ଖୋଲିଯିବ ଭାଗ୍ୟ

ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଆସନ୍ତାକାଲି ଭୋର୍ ସମୟ ୪ଟା ୪୦ ମିନିଟ୍ ସମୟରେ ସେହି ରାଶିରେ ଶନିଦେବ ଉଦୟ ହେବାକୁ ଯାଉଛନ୍ତି । ଯେଉଁମାନେ ଶନି ସାଢିସତୀ ପ୍ରଭାବରେ ପୀଡିତ ଅଛନ୍ତି । ସେମାନଙ୍କୁ ଶନିଙ୍କ ଏହି ଉଦୟ ଶୁଭଫଳ…
Read More...

ଏହି ରାଶି ଉପରେ ପଡିବ ଶନିଙ୍କ ପ୍ରଭାବ, ଜାଣନ୍ତୁ

ଶନି ଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଅନୁଯାୟୀ ଫଳାଫଳ ଦିଅନ୍ତି ।ଯେଉଁ ଲୋକମାନେ ଶନି ଦେବଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ଶନି ଦେବ ଏପରି ଲୋକଙ୍କୁ ରାଜା କରନ୍ତି। ଅନ୍ୟପଟେ, ଯଦି ଶନିଦେବଙ୍କ ଆଖି ଜଣେ ବ୍ୟକ୍ତିଙ୍କ ଉପରେ କୋପଦୃଷ୍ଟି ପକାଏ, ତେବେ ଏପରି ଲୋକମାନେ ନିଜ…
Read More...

ଏହି ରାଶିର ଭାଗ୍ୟ ବଦଳାଇବେ ଶନି!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ରାଶି ପରିବର୍ତ୍ତନ କରୁନଥିବା ଶନି କିନ୍ତୁ ନକ୍ଷତ୍ର ଓ ନିଜ ଚଳନରେ ପରିବର୍ତ୍ତନ କରିବେ। ଶନି ଏବେ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ବେଳେ ମାର୍ଚ୍ଚ ୭ରେ ଉଦୟ ହେବେ । ଏହାପରେ ଜୁନ୍ ୨୯ରେ ସେ ନିଜ ଚଳନ ବଦଳାଇବେ । ଜ୍ୟୋତିଷଙ୍କ ଅନୁଯାୟୀ, ଜୁନ୍…
Read More...

ଏହି ତିନି ରାଶିଙ୍କ ଉପରେ ରହିବ ଶନିଦେବଙ୍କ କୃପା

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ୨୦୨୪ ମସିହା ଆରମ୍ଭରୁ କିଛି ଗ୍ରହ, ଯେପରିକି, ଶନି, ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ, ଏହି କ୍ରମରେ ବର୍ତ୍ତମାନ  ଶନିଦେବ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଏହି କ୍ରମରେ ଶନିଦେବ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy