ଏୟାର ଇଣ୍ଡିଆ ଇ-୩୫୦ ବିମାନର ପ୍ରଥମ ଲୁକ୍ ଉନ୍ମୋଚିତ, ଦେଖନ୍ତୁ
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଆଜି ଏହାର ରିବ୍ରାଣ୍ଡେଡ୍ ଇ-୩୫୦ ବିମାନର ପ୍ରଥମ ଝଲକ ପ୍ରକାଶ କରିଛି । ନିକଟରେ ଏୟାର ଇଣ୍ଡିଆ ଏହାର ନୂତନ ଲୋଗୋ ଏବଂ ଲିଭିୟର୍ ଲଞ୍ଚ କରିଛି, ଯାହା ପରେ ବିମାନ କମ୍ପାନୀ କହିଛି ଯେ ଲୋକମାନେ ଡିସେମ୍ବରରୁ କମ୍ପାନୀର ରିବ୍ରାଣ୍ଡେଡ୍…
Read More...
Read More...