ସନ୍ଦୀଗ୍ଧ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ହାବିଲଦାର ମୃତ
ଭୁବନେଶ୍ୱର, (ରିପୋଟର୍ସ ପେନ୍): ସାରା ରାଜ୍ୟରେ ରଜ ଉତ୍ସବ ପାଳନ ବେଳେ କଟକରେ ଏକ ବଡ ଅଘଟଣ ଘଟିଛି । ଏକ ପରିତ୍ୟକ୍ତ ଘରୁ ମିଳିଥିବା ସନ୍ଦୀଗ୍ଧ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଛି । ମୃତକ ହାବିଲଦାରଙ୍କ ନାଁ ପ୍ରଦୀପ ମଲ୍ଲିକ ବୋଲି ଜଣାପଡିଛି…
Read More...
Read More...