ଭୟଙ୍କର ବନ୍ୟା : ଆସାମ- ଅରୁଣାଚଳରେ ୩୮ ମୃତ
ମୌସୁମୀ ଆସିବା ପରେ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ଅବସ୍ଥା ଅତ୍ୟନ୍ତ ଖରାପ। ପରିସ୍ଥିତି ଏପରି ଯେ ରାସ୍ତା ଗୁଡ଼ିକ ନଦୀରେ ପରିଣତ ହୋଇଛି । ବନ୍ୟା…
Read More...
Read More...