ଭାସିଗଲା ସେନା ଟ୍ୟାଙ୍କର, ୫ ଯବାନ୍ ଶହୀଦ
ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଘଟିଗଲା ବଡ଼ ଅଘଟଣ। ଏହି ଅଘଟଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ ଜୁନିୟର କମିଶନଡ୍ ଅଫିସର ରହିଛନ୍ତି। ତେବେ, ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଗତକାଲି ସଂନ୍ଧ୍ୟା ସମୟରେ ଏହି…
Read More...
Read More...