Browsing Tag

odisha bjp

ଡିଏସ କୁଟ୍ଟେ ନିଲମ୍ବିତ ଓ ଆଶିଷ ସିଂଙ୍କ ଛୁଟି ଉପରେ ତଦନ୍ତ ନିର୍ଦ୍ଦେଶ: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ଜାରୀ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ ଶ୍ରୀ…
Read More...

ବନ୍ଧକ ନେଇ ପ୍ରଶ୍ନ କରିଲୁ, ସ୍ୱାସ୍ଥ୍ୟ ନେଇ ଉତର ରଖିଲା ବିଜେଡି: ସଜ୍ଜନ ଶର୍ମା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ବନ୍ଧକ ଅଛନ୍ତି ଏବଂ ତାଙ୍କୁ ମୁକ୍ତ କରିବାକୁ ଚିଠି ଲେଖିଥିଲା ବିଜେପି । ବିଜୁ ଜନତା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ନେଇ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ଉତରରେ…
Read More...

ଓଡିଶାର ପୁଅ ବା ଝିଅ ଏଠାକାର ମୁଖ୍ୟମନ୍ତ୍ରୀ ହେବ : ନଡ୍ଡା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଗୁରୁବାର ଦିନ ଓଡିଶାର ମୟୁରଭଂଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଠାରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରି ବିଜେପି ସରକାରର କାର୍ଯ୍ୟକାଳରେ ହୋଇଥିବା ଅଭୁତପୂର୍ବ ବିକାଶ…
Read More...

ଅଣଓଡ଼ିଆ ଲୋକ ଓଡ଼ିଶାର ଶାସନକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି: ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେତେକ ଅଣଓଡ଼ିଆ ଲୋକ ବିଶେଷ କରି ତାମିଲନାଡ଼ୁ ଲୋକ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ଚାହିଁଛନ୍ତି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଗୁରୁବାର ସମ୍ବଲପୁର ସଂସଦୀୟ କ୍ଷେତ୍ର ଦେବଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଶେଷ ଦିନରେ ପ୍ରିୟଦର୍ଶୀଙ୍କ ଦମଦାର ପ୍ରଚାର, ବାଜିମାତ କରିବ ବିଜେପି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ଦମଦାର ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର । ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ୩ ନଂ ୱାର୍ଡରେ ଜୋରଦାର ପ୍ରଚାର କରିଛନ୍ତି । ପଟିଆ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy