Browsing Tag

t-20 world cup

ବିସିସିଆଇର ବଡ ଘୋଷଣା: ଟିମ୍ ଇଣ୍ଡିଆକୁ ମିଳିବ ୧୨୫ କୋଟି ଟଙ୍କା ପୁରସ୍କାର

ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବା ପରେ ସମଗ୍ର ବିଶ୍ୱରୁ ଅଭିନନ୍ଦନର ସୂଅ ଛୁଟୁଛି । ବାରବାଡୋସରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଉପରେ ୭ ରନ୍ ଜିତି କୋଟି-କୋଟି ଲୋକଙ୍କ ସ୍ୱପ୍ନ ପୂରଣ କରିଛି। ଏହି ଚମତ୍କାର ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ…
Read More...

ଫାଇନାଲ ମ୍ୟାଚର ୩ଟି ବଡ଼ ଟର୍ଣ୍ଣିଂ ପଏଣ୍ଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ର ରୋମାଞ୍ଚକର ଫାଇନାଲ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ତମାମ ଦେଶବାସୀଙ୍କ ବିଶ୍ୱକପ ଆଶାକୁ ପୂରଣ କରିଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଆଇସିସି ଟ୍ରଫି ଜିତିଛି। ଫାଇନାଲ୍ ମ୍ୟାଚରେ ୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାଜିତ…
Read More...

ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରୁ ବିରାଟ ଓ ରୋହିତଙ୍କ ଅବସର

ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ସାତ ରନରେ ପରାସ୍ତ କରି…
Read More...

ବିଶ୍ୱ ବିଜୟୀ ଭାରତ : ଟି-୨୦ ବିଶ୍ୱକପ ଚାମ୍ପିଅନ ଭାରତ

ଭାରତ ଟି-୨୦ ବିଶ୍ୱକପ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ୱ ଚାମ୍ପିଅନ ହୋଇଛି । ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ୱକପରେ…
Read More...

 ଟାଇଟଲ ଜିତିବା ପାଇଁ ଭାରତ ଏକ ଯୋଗ୍ୟ ଦଳ : ଶୋଏବ 

ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ ପାଇଁ ନିଜ ଟିକେଟ୍ ପକ୍କା କରିଛି। ବର୍ତ୍ତମାନ ଭାରତ ଟି-୨୦ କ୍ରିକେଟର ଚାମ୍ଫିୟନ ହେବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଶନିବାର ଦିନ (୨୯ ଜୁନ୍) ଭାରତକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟାଇଟଲ ମ୍ୟାଚ୍…
Read More...

୭ଥର ଟି-୨୦ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନ ୨୧ ରନରେ ହାଇଲା

ଟି-୨୦ ବିଶ୍ୱକପ୍ : ଆଫଗାନିସ୍ତାନ ଟି-୨୦ ବିଶ୍ୱକପ ୨୦୨୪ ରେ ଏକ ବଡ ହଲଚଲ୍ ସୃଷ୍ଟି କରିଛି । ୭ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରିଛି । ସୁପର ୮ ମ୍ୟାଚରେ ଆଫଗାନିସ୍ତାନ ୨୧ ରନ୍ ଜିତି ଏହି ଇତିହାସ ସୃଷ୍ଟି କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୪୯ ରନ୍‌ର…
Read More...

ସୁପର ୮ରେ ପ୍ରବେଶ କଲା ଭାରତ

ଟି-୨୦ ବିଶ୍ୱକପ୍‌ରେ ଭାରତର ଦମ୍‌ଦାର ବିଜୟ। ଆୟୋଜକ ଆମେରିକାକୁ ୭ ୱିକେଟ୍‌ରେ ହରାଇ ଭାରତ ଚଳିତ ଟି-୨୦ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ମାରିଛି। ଏଥି ସହିତ ସୁପର-୮ରେ ସ୍ଥାନ ପକ୍କା କରି ନେଇଛି। ଗ୍ରୁପ୍-ଏରେ ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ୬ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଛି।…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy