Browsing Tag

Anil biswal

ପରାଜୟ ସ୍ପଷ୍ଟ ଜାଣିପାରି କଳାଟଙ୍କା, ଖଣ୍ଡା, ବନ୍ଧୁକର ସାହାରା ନେଉଛି ବିଜେଡି: ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପରାଜୟରୁ ବଂଚିବା ପାଇଁ ବିଜୁ ଜନତା ଦଳ କଳା ଟଙ୍କା ଏବଂ ହିଂସାର ସାହାର ନେଉଛି । ବିଜେଡିର ସାଧାରଣ ସମ୍ପାଦକ ତଥା ସମ୍ବଲପୁରର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଘନିଷ୍ଠ ସହଯୋଗୀଙ୍କ କାର୍‌ରୁ ୫କୋଟି ଟଙ୍କା ଜବତ ହେବା…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନକୁ ସାମ୍ନା କରିନପାରି ବିଜେଡି ମିଥ୍ୟା ପ୍ରଳାପ କରୁଛି : ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପରାଜୟରୁ ବର୍ତିବା ପାଇଁ ବିଜେଡି ପ୍ରତ୍ୟେକ ଦିନ ମିଛ ପ୍ରଚାର ଆରମ୍ଭ କରିଛି । ମିଥ୍ୟା ପ୍ରଚାରର ସାହାରା ନେଉଥିବା ବିଜେଡି ଦଳ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର…
Read More...

ଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି: ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର ଧାର୍ମିକ ମହତ୍ୱ ରହିଛି । କେବଳ ସେତିକି ନୁହେଁ ସେହି ଚାରି ଦ୍ୱାର ସଂପୂର୍ଣ୍ଣ ଖୋଲା ରହିଲେ ଭକ୍ତମାନେ ସୁରୁଖୁରୁରେ ଜଗା ଦର୍ଶନ କରିପାରନ୍ତେ । କିନ୍ତୁ ଓଡ଼ିଶାରେ ଶାସନରେ ଥିବା ବିଜେଡିର ହିନ୍ଦୁ ବିରୋଧୀ…
Read More...

ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ବିଜେପି ପ୍ରସଙ୍ଗ କରିବାରୁ ବିଜେଡି ହତୋତ୍ସାହିତ ହୋଇଯାଉଛି: ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଯେବେଠାରୁ ଭାରତୀୟ ଜନତା ପାର୍ଟି ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ଓଡିଆ ସ୍ୱାଭିମାନକୁ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ନିଷ୍ପତି ନେଲା ସେବେଠାରୁ ବିଜୁ ଜନତା ଦଳ ଏହାର ମୁକାବିଲା କିଭଳି କରିବ ସେଥିପାଇଁ ରାସ୍ତା ପାଉନାହିଁ । ବିଜେଡି ପ୍ରତିଦିନ କିଛି…
Read More...

ଶ୍ରୀଜଗନ୍ନାଥ ମନ୍ଦିରରେ ଗୋମାଂସ ଖାଇ ପଶିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି? : ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଗୋମାଂସ ଖାଇ ପଶିବା ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କାମିଆ ଜାନିଙ୍କୁ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ…
Read More...

ଜନସମ୍ପର୍କ ଅଭିଯାନ ନୁହେଁ, ବିଜେଡିର ଜନପ୍ରତାରଣା ଅଭିଯାନ : ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ବିଜୁ ଜନତା ଦଳ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବା ପାଇଁ ଯାଉଛି । ଏଇଟା “ଜନସମ୍ପର୍କ ଅଭିଯାନ ନୁହେଁ, ବିଜେଡିର ଜନପ୍ରତାରଣା ଅଭିଯାନ” । ୨୩ ବର୍ଷରେ ରାଜ୍ୟର ବିକାଶ ନୁହେଁ ବିନାଶ କରିଛି ବିଜେଡି ସରକାର । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ…
Read More...

ସରକାରଙ୍କ ପାଇଁ ଆଜି ୪୦ ଲକ୍ଷ ଛାତ୍ରଛାତ୍ରୀ ପଢାରୁ ବଂଚିତ ହେଲେ : ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆଜି ଏକ କଳାଦିନ । ରାଜ୍ୟରେ ୫ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ରାଜ୍ୟ ସରକାର ସାମାଧାନ କରିପାରିଲେ ନାହିଁ । ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିବାକୁ ଯାଉଛି । ୧ଲକ୍ଷ ୩୦ହଜାର ଶିକ୍ଷକ ଆଜି…
Read More...

ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ନଖେଳି ସରକାର ସିବିଆଇ ତଦନ୍ତ କରାନ୍ତୁ: ଅନିଲ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶିକ୍ଷିତ ବେକାର ଯୁବକ ଯୁବତୀ ଯେଉଁମାନେ ସରକାରୀ ଚାକିରୀ ଆଶାରେ ଅଛନ୍ତି ଓଡିଶା ସରକାର ସେମାନଙ୍କ ସହିତ ପ୍ରତାରଣା କରିଛନ୍ତି । ରାଜ୍ୟରେ ସରକାରୀ ଚାକିରୀ ବିକ୍ରି ହେଉଛି । ଓଡିଶାରେ ସରକାରୀ ପ୍ରୋତ୍ସାହନରେ ଚାଲିଥିବା “ମନି ଫର୍ ଜବ୍‌” ର‌୍ୟାକେଟ୍‌ରେ…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy