ଆଜି ପଣା ସଂକ୍ରାନ୍ତି ଓ ଜାଣନ୍ତୁ ଏହାର ବିଶେଷତ୍ୱ
ଭୁବନେଶ୍ୱର, (ରିପୋଟର୍ସ ପେନ୍): ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡେ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।
ପରମ୍ପରା ଅନୁସାରେ, ଏହି ଦିନ ଏକ ଛୋଟ…
Read More...
Read More...