Browsing Tag

bjd

ନାକ କାଟିବାରେ କଂଗ୍ରେସ ମାହିର: ପିନାକି ମିଶ୍ର

ନୂଆଦିଲ୍ଲୀ,: ବିଜେଡି ସାଂସଦ ପିନାକି ମିଶ୍ର ମଙ୍ଗଳବାର ଲୋକସଭାରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ସେ ସମର୍ଥନ କରିପାରିବେ ନାହିଁ । ଏହା ସହିତ ସେ କଂଗ୍ରେସକୁ କଠୋର ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ,କଂଗ୍ରେସ ନିଜ ଚେହେରା ଖରାପ କରିବା ନାକ…
Read More...

ବିଜେପି ବିଧାୟକଙ୍କ କଳାକାରନାମା ପାଇଁ ଦେବଗଡ଼ବାସୀ ଲଜ୍ଜା ଅନୁଭବ କରୁଛନ୍ତି: ବିଜେଡି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନରେ ବିଜୟୀ ହେଲେ ଦେବଗଡ଼ବାସୀଙ୍କ ସେବା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା ସୁବାସ ପାଣିଗ୍ରାହୀ । ତାଙ୍କ କଥାରେ ଭରସା କରି ୨୦୧୯ ସାଧାରଣ ନିର୍ବାଚନରେ ଦେବଗଡ଼ବାସୀ ମଧ୍ୟ ତାଙ୍କୁ ତୃତୀୟ ଥର ପାଇଁ ବିଧାୟକ କରିଥିଲେ । କିନ୍ତୁ…
Read More...

ବିଜେଡିରେ ସାମିଲ ହେଲେ ପଶ୍ଚିମ ଓଡ଼ିଶାର ବିଜେପି ନେତା ଜଗଦୀଶ ବିଶ୍ୱାଳ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ…
Read More...

ସ୍କୁଲ ପିଲାଙ୍କୁ ଉନ୍ନତ ଶିକ୍ଷାରୁ ବଂଚିତ କରିବା ପାଇଁ ଓଡିଶା ବିଜେପିର ଷଡ଼ଯନ୍ତ୍ର: ବିଜେଡି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଏକ ସ୍କୁଲର ଅଫିସ ଗୃହ ଛାତରୁ ପ୍ଲାଷ୍ଟର ଖସି ଦୁଇ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଆହତ ହେବା ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ତେବେ ୫-ଟି ସ୍କୁଲରେ ନିମ୍ନ ମାନର କାମ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଓଡିଶା…
Read More...

ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀରେ ଆୟୋଜିତ ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀକୁ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରମାନେ ହେଉଛନ୍ତି ଏ ଦେଶର, ଏ ସମାଜର ଭବିଷ୍ୟତ। ତେଣୁ ଛାତ୍ରମାନଙ୍କୁ କ୍ଷମତା ସଂପନ୍ନ କରିବା…
Read More...

ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମିଶନଶକ୍ତି ଦ୍ୱାରା ୭୦ ଲକ୍ଷ ମହିଳା ସଶକ୍ତିକରଣ ହୋଇ ପାରିଛନ୍ତି । ଏହି ସଫଳତା ବିଶ୍ୱ ଦରବାରରେ ଆଦୃତ ହୋଇଥିଲା ବେଳେ ବିଜେପିର ନେତା କିନ୍ତୁ ଏହି ସଫଳତାକୁ ସହ୍ୟ କରି ପାରୁନାହାନ୍ତି । ରାଜ୍ୟ ବିଜେପି ନେତାମାନେ ବିଭିନ୍ନ ସମୟରେ ମିଶନଶକ୍ତି ମାଆମାନଙ୍କ…
Read More...

ଏକାମ୍ର କ୍ଷେତ୍ରର ବିକାଶକୁ ବିରୋଧ କରୁଥିବା ଓଡ଼ିଶା ବିଜେପିର ନେତାଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେନି: ବିଜେଡି

?????????, (???????? ?????): ???????? ??????????????? ?????? ???????? ????? ???? ??????? ???????????? ??? ?? ?????????? ???????? ?????? ???????? ????????? ????????? ????? ????? ??????? ???????? ??????? ???? ????? ?????? ????????? ???? ????…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy