Browsing Tag

odisha mo parivar

କୃତ୍ରିମ ଅଙ୍ଗ ଯୋଗାଇବାରେ ଓଡ଼ିଶା-ମୋ ପରିବାର ଆଗରେ…

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଚାଷୀଟିଏ ହେଉ କି ସେ ଛାତ୍ର ଟିଏ, ଗୃହିଣୀ ହେଉ ଅବା କୁଆଁରୀ ଝିଅଟିଏ, ସମସ୍ତ ଅସହାୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସକ୍ଷମ କରିବାରେ କର୍ତ୍ତବ୍ୟରତ ଓଡ଼ିଶା-ମୋ ପରିବାର । ଦିନଦୁଃଖୀ ରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀର ଭିନ୍ନକ୍ଷମ ବ୍ୟକ୍ତିବିଶେଷ…
Read More...

“ସଂସ୍କୃତି ସେବକ” ନାମକ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବହୁକାଳରୁ ଅନେକ ମହାପୁରୁଷଙ୍କ ଅବଦାନ ଯୋଗେ ଆଜି ଆମ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ସ୍ଵତନ୍ତ୍ରତା ମିଳିଛି। ସେହି ମହାପୁରୁଷ ତଥା ବୀରପୁତ୍ର ଗଣ ସବୁବେଳେ ଆମ ପାଇଁ ଅମର। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଜୟ ଓଡ଼ିଶା,ୱି ଫର ଭୁବନେଶ୍ବର,…
Read More...

ସହାୟ ହେଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁପରେ, ବକେୟା ଟଙ୍କା ପଇଠ ନକଲେ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାପାଇଁ ମନା କରିଦେଇଥିଲେ । ମଧ୍ୟ ରାତ୍ରିରେ ଓଡ଼ିଶା-ମୋ ପରିବାର ପହଞ୍ଚି ଏଥିରେ…
Read More...

ପର କରି ଦେଲେ ପର ପାଇଁ ବଞ୍ଚିଥିବା ରଞ୍ଜନ : ଶବ ସତ୍କାରରେ ସହଯୋଗ କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  କୋଭିଡ଼ ମହାମାରୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ସତ୍କାରରେ ସାହାଯ୍ୟ ହେଉ ଅବା ଜୀବନବିନ୍ଦୁ ରକ୍ତଦାନ ଶିବିରରେ ରୋଗୀଙ୍କ ପାଇଁ ବାରମ୍ବାର ରକ୍ତଦାନ କରି ଦିନେ ସେ ସମାଜ ପାଇଁ ଉଦାହରଣ ସାଜିଥିଲେ, ଆଜି ସେହି ରିୟଲ୍ ହିରୋଙ୍କ ଶବକୁ ସସମ୍ମାନେ ସତ୍କାର…
Read More...

ଦିନ ମଜୁରିଆ ଲକ୍ଷ୍ମଣଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ସହ ଛିଡ଼ା ହେଲା ଓଡିଶା-ମୋ ପରିବାର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାରେ ସବୁ ଧର୍ମର ବ୍ୟକ୍ତିଙ୍କୁ ଏକତାର ରଜ୍ଜୁରେ ବାନ୍ଧି ନିଜ ପରିବାର କରିଛନ୍ତି ଓଡ଼ିଶାର ମୁରବି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । କେବଳ ଓଡ଼ିଶାବାସୀଙ୍କ ଖୁସିରେ ନୁହେଁ, ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖରେ…
Read More...

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,(ରିପୋଟର୍ସ ପେନ) : ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଆନନ୍ଦ ବାରିକ (୪୩ବର୍ଷ) ଏକ ଛୋଟ ପାନ ଦୋକାନ କରି ପରିବାର…
Read More...

ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର,(ରିପୋଟର୍ସ ପେନ) : ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ବି.ଡ଼ି.ଏ କଲୋନୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୮ଟା ରୁ ଆରମ୍ଭ ହୋଇ ଏହି…
Read More...

ଆଫ୍ରିକାରୁ ଓଡ଼ିଶା ଫେରିଲା ବଳରାମଙ୍କ ମୃତ ଶରୀର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଗଞ୍ଜାମ ଜିଲ୍ଲା ଖଲିକୋଟ ସହରର ବାସିନ୍ଦା ବଳରାମ ପ୍ରଧାନ ଗତ ୧ବର୍ଷ ପୂର୍ବରୁ ଆଫ୍ରିକାସ୍ଥିତ ଇଥିଓପିଆରେ କାର୍ଯ୍ୟ କରୁଥିଲେ । ଗତ ଅଗଷ୍ଟ ୪ତାରିଖରେ ସେ ଡ୍ୟୁଟିରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ନିଜ କୋଠରୀକୁ ଫେରିଗଲେ ଏବଂ ତାଙ୍କ…
Read More...

ଛୋଟୁ ର ସାଥୀକୁ ଶେଷ ଯାତ୍ରାରେ ନେଲା ‘ଶେଷ ସାଥି’

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମଣିଷ ସିନା ବୁଝିପାରେ ନାହିଁ ସମ୍ପର୍କର ମୂଲ୍ୟ, କିନ୍ତୁ ପଶୁ ପକ୍ଷୀମାନଙ୍କୁ ଟିକିଏ ସ୍ନେହ ଦେଲେ ସେ ଜୀବନର ଶେଷ ପର୍ଯ୍ୟନ୍ତ ଆମକୁ ଭଲ ପାଉଥିବେ । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସହିଦନଗରସ୍ଥିତ ଭବାନୀ ମଲ୍ ସାମ୍ନାରେ ଖାଇବା ଷ୍ଟଲ ପକେଇ…
Read More...

ବେରିସାସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୁର୍ଘଟଣାଗ୍ରସ୍ତ ଜନୈକ ବୃଦ୍ଧା ବେରିସାସଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା…
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy